ଆତଙ୍କୀ ସଂଗଠନରେ ସାମିଲ୍ ହେଲେ ୧୩ ଛାତ୍ର, ସ୍କାନରରେ ଶୋପିଆନ୍ ସ୍କୁଲ୍

ଶୋପିଆନ୍: ଦକ୍ଷିଣ କଶ୍ମୀରର ଶାପିଆନ୍ ଜିଲ୍ଲାର ୧୩ ଜଣ ଛାତ୍ର ଆତଙ୍କୀ ସଂଗଠନରେ ସାମିଲ୍ ହୋଇଛନ୍ତି। ଗୁଇନ୍ଦା ଅଧିକାରୀ ଏଭଳି ସୂଚନା ପାଇଛନ୍ତି। ଏବେ ଏହି ଜିଲ୍ଲାର ସ୍କୁଲ ଗୁଡିକର ତଦନ୍ତ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ ସଜ୍ଜଦ ଭଟ୍ଟ ଶୋପିଆନରେ ଥିବା ଏକ ସ୍କୁଲରେ ଫେବୃଆରୀ ୨୦୧୯ରେ ପାଠ ପଢ଼ିଥିଲା। ଏହି ସଜ୍ଜଦ ପୁଲଓ୍ୱାମାରେ ସିଆରିପଏଫ୍ ଉପରେ ହୋଇଥିବା ଆକ୍ରମଣରେ ସାମିଲ୍ ଥିଲା। ଏହି ସ୍କୁଲରେ ପାଠ ପଢ଼ୁଥିବା […]

jammu kashmir school

jammu kashmir school

Subhransu Sekhar
  • Published: Sunday, 11 October 2020
  • Updated: 11 October 2020, 10:00 PM IST

Sports

Latest News

ଶୋପିଆନ୍: ଦକ୍ଷିଣ କଶ୍ମୀରର ଶାପିଆନ୍ ଜିଲ୍ଲାର ୧୩ ଜଣ ଛାତ୍ର ଆତଙ୍କୀ ସଂଗଠନରେ ସାମିଲ୍ ହୋଇଛନ୍ତି। ଗୁଇନ୍ଦା ଅଧିକାରୀ ଏଭଳି ସୂଚନା ପାଇଛନ୍ତି। ଏବେ ଏହି ଜିଲ୍ଲାର ସ୍କୁଲ ଗୁଡିକର ତଦନ୍ତ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ତଦନ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ ସଜ୍ଜଦ ଭଟ୍ଟ ଶୋପିଆନରେ ଥିବା ଏକ ସ୍କୁଲରେ ଫେବୃଆରୀ ୨୦୧୯ରେ ପାଠ ପଢ଼ିଥିଲା। ଏହି ସଜ୍ଜଦ ପୁଲଓ୍ୱାମାରେ ସିଆରିପଏଫ୍ ଉପରେ ହୋଇଥିବା ଆକ୍ରମଣରେ ସାମିଲ୍ ଥିଲା।

ଏହି ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରମାନେ ମୁଖ୍ୟତଃ ଦକ୍ଷିଣ କଶ୍ମୀରର କୁଲଗାଁଓ, ପୁଲୱାମା ଏବଂ ଅନନ୍ତନାଗ ଜିଲ୍ଲାର। ଗୁଇନ୍ଦା ସଂସ୍ଥା ଏହି ଅଞ୍ଚଳକୁ ଆତଙ୍କବାଦୀଙ୍କ ଚରା ଭୂଇଁ ବୋଲି ବିଚାର କରନ୍ତି। ସ୍ଥାନୀୟ ଲୋକଙ୍କୁ ଆତଙ୍କୀ ସଂଗଠନରେ ସାମିଲ୍ କରି ଆର୍ଥିକ ସହାୟତା ଯୋଗାଇଥାନ୍ତି। ଉତ୍ତରପ୍ରଦେଶ, କେରଳ ଏବଂ ତେଲେଙ୍ଗାନାର ଅନେକ ପିଲା ଏହି ସବୁ ସ୍କୁଲରେ ପାଠ ପଢ଼ୁଛନ୍ତି। କିନ୍ତୁ ଗତ ବର୍ଷ ଧାରା ୩୭୦ (ଧାରା ୩୭୦) ଶେଷ ହେବା ପରଠାରୁ ସେମାନଙ୍କୁ ଆଉ ଦେଖିବାକୁ ମିଳୁନାହିଁ ତଦନ୍ତ ଅଧିକାରୀ କହିଛନ୍ତି।

ତଦନ୍ତ ଅଧିକାରୀଙ୍କ କହିବାନୁଯାୟୀ, ସ୍କୁଲର ଅଧିକାଂଶ ଛାତ୍ର ଓ ଶିକ୍ଷକ ଶୋପିଆନ୍ ଏବଂ ପୁଲୱାମା ଜିଲ୍ଲାରୁ ରହିଥାନ୍ତି। ତେଣୁ ଏଠାରେ ଆତଙ୍କବାଦ ଚିନ୍ତାଧାରା ଅଧିକ ରହିଥାଏ। ଅନ୍ୟ ସ୍ଥାନରୁ ଆସୁଥିବା ପିଲାମାନେ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story