ବିକ୍ରି ସାମଗ୍ରୀ ଉପରେ ନିର୍ମାତା ଦେଶର ନାମ ଲେଖିବା ଦରକାର କି ନାହିଁ?

ନୂଆଦିଲ୍ଲୀ: କରୋନା ମହାମାରୀ ଏବଂ ଏଲଏସିରେ ଚୀନ ସେନା ସହିତ ସଂଘର୍ଷ ପରେ ଏବେ ଚୀନ ଏବଂ ବିଦେଶୀ ଜିନିଷକୁ ବୟକଟ କରିବା ପାଇଁ ଆହ୍ୱାନ ଉଠିଛି। ବିଭିନ୍ନ ଫୋରମରେ ଏବେ ଚୀନ ସାମଗ୍ରୀକୁ ବୟକଟ କରିବା ପାଇଁ ସ୍ୱର ଉଠିଛି। ଏମିତିକି ଇ-କମର୍ସ ପ୍ଲାଟଫର୍ମ କମ୍ପାନୀ ସମସ୍ତ ପ୍ରଡକ୍ଟର ନିର୍ମାତା କମ୍ପାନୀ ବାବଦରେ ଲେଖିବାକୁ ବିଚାର କରୁଛନ୍ତି। ଏହାକୁ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଆବେଦନକାରୀ। ସେ କହିଛନ୍ତି, ବିକ୍ରି ହେଉଥିବା ସାମଗ୍ରୀ ଉପରେ […]

SupremeCourt

SupremeCourt

Subhransu Sekhar
  • Published: Friday, 24 July 2020
  • Updated: 24 July 2020, 10:48 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ଏବଂ ଏଲଏସିରେ ଚୀନ ସେନା ସହିତ ସଂଘର୍ଷ ପରେ ଏବେ ଚୀନ ଏବଂ ବିଦେଶୀ ଜିନିଷକୁ ବୟକଟ କରିବା ପାଇଁ ଆହ୍ୱାନ ଉଠିଛି। ବିଭିନ୍ନ ଫୋରମରେ ଏବେ ଚୀନ ସାମଗ୍ରୀକୁ ବୟକଟ କରିବା ପାଇଁ ସ୍ୱର ଉଠିଛି। ଏମିତିକି ଇ-କମର୍ସ ପ୍ଲାଟଫର୍ମ କମ୍ପାନୀ ସମସ୍ତ ପ୍ରଡକ୍ଟର ନିର୍ମାତା କମ୍ପାନୀ ବାବଦରେ ଲେଖିବାକୁ ବିଚାର କରୁଛନ୍ତି। ଏହାକୁ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଆବେଦନକାରୀ।

ସେ କହିଛନ୍ତି, ବିକ୍ରି ହେଉଥିବା ସାମଗ୍ରୀ ଉପରେ ଉତ୍ପାଦକ ଦେଶର ନାମ ଲେଖିବା ପାଇଁ ଅନଲାଇନ୍ ପ୍ଲାଟଫର୍ମ ଜରିଆରେ ସାମଗ୍ରୀ ବିକ୍ରୟ କରୁଥିବା ଇ-କମର୍ସ କମ୍ପାନୀଗୁଡିକ ବାଧ୍ୟତାମୂଳକ କରିବା ଦରକାର କି ନୁହେଁ ସେ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଆବେଦନକାରୀ ଦାବି କରିଛନ୍ତି ଯେ ଏହା କରିବା ଦ୍ୱାରା ଗ୍ରାହକମାନେ ସାମଗ୍ରୀ କିଣିବେ କେ ନାହିଁ ତାହା ସ୍ଥିର କରିବାକୁ ସହଜ ହେବ। ଏମିତିକି ସ୍ୱଦେଶୀ ଜିନିଷ ପ୍ରତି ଲୋକଙ୍କ ଦୃଷ୍ଟି ଅଧିକ ହେବ। ଆଉ ଦେଶର ଆର୍ଥିକ ସ୍ଥିତି ମଜବୁତ ହେବ।

ଆବେଦନକାରୀ କହିଛନ୍ତି ଯେ ଚୀନ୍‌ର ଭାରତୀୟ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଭାରତର ଲୋକମାନେ ଚାଇନାର ସାମଗ୍ରୀକୁ ବୟକଟ କରିବାକୁ ଚାହୁଁଛନ୍ତି। କିନ୍ତୁ ଇ-କମର୍ସ କମ୍ପାନୀଗୁଡିକର ଉତ୍ପାଦ ନିର୍ମାତାମାନେ ଦେଶ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବାକୁ ନେଇ ବିଚାର କରୁଛନ୍ତି।

ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ ଦେଶର ପ୍ରତ୍ୟେକ ନାଗରିକ ଚାଇନାର ସାମଗ୍ରୀ ବଦଳରେ ଭାରତରେ ଉତ୍ପାଦିତ ସାମଗ୍ରୀ “ମେଡ୍ ଇନ୍ ଇଣ୍ଡିଆ” ବ୍ୟବହାର କରିବାକୁ ଚାହୁଁଛନ୍ତି।

ଦେଶର ଅର୍ଥନୀତିକୁ ଆତ୍ମନିର୍ଭରଶୀଳ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଦେଶରେ ଉତ୍ପାଦିତ ଜିନିଷ ବ୍ୟବହାର କରିବାକୁ ନିବେଦନ କରିଛନ୍ତି, କିନ୍ତୁ ଯେତେବେଳେ ସେମାନେ କେଉଁ ସାମଗ୍ରୀ କିଣୁଛନ୍ତି ସେ ବିଷୟରେ ଲୋକଙ୍କୁ ଅବଗତ କରାଗଲେ ସ୍ୱଦେଶୀ ଜିନିଷର ବିକ୍ରି ସମ୍ଭବ ହୋଇପାରିବ।

ଇ-କମର୍ସ କମ୍ପାନୀଗୁଡିକ ସାମଗ୍ରୀ ବିକ୍ରି କରିବା ଏବଂ ଉତ୍ପାଦ ଉତ୍ପାଦନକାରୀ ଦେଶ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ନିର୍ଦ୍ଦେଶନାମା ପ୍ରଦାନ କରିବା ଉଚିତ ବୋଲି ଆବେଦନପତ୍ରରେ ଦର୍ଶାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story