ସିଙ୍ଗାପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ସିଙ୍ଗାପୁର:  ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଜାତିସଂଘ ଘୋଷଣା ପରେ ବିଶ୍ୱରେ ଏହାକୁ ପ୍ରଥମ ଥର ପାଇଁ ପାଳନ କରାଯାଉଛି।  ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରଥମ କରି ଯୋଗ ଦିବସ ପାଳନ କରାଯାଉଛି। ଏଥିରେ ମୁଖ୍ୟ ଶାସନ ସଚିବ ରାଜନାଥ ଠାକୁରଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ସାମିଲ ହୋଇଥିଲେ । ୪ହଜାର ଯୋଗାର୍ଥୀ ଏଥିରେ ଯୋଗଦେଇ ଯୋଗ କରିଥିଲେ । ସିଙ୍ଗାପୁରରେ ଏପରି ଶିବିର ପ୍ରଥମ କରି ଆୟୋଜନ ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସହ ଦେ‍ଖିବାକୁ ମିଳିଥିଲା […]

joga

Rakesh Mallick
  • Published: Sunday, 21 June 2015
  • , Updated: 04 May 2017, 03:45 PM IST

ସିଙ୍ଗାପୁର:  ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଜାତିସଂଘ ଘୋଷଣା ପରେ ବିଶ୍ୱରେ ଏହାକୁ ପ୍ରଥମ ଥର ପାଇଁ ପାଳନ କରାଯାଉଛି।  ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରଥମ କରି ଯୋଗ ଦିବସ ପାଳନ କରାଯାଉଛି। ଏଥିରେ ମୁଖ୍ୟ ଶାସନ ସଚିବ ରାଜନାଥ ଠାକୁରଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ସାମିଲ ହୋଇଥିଲେ । ୪ହଜାର ଯୋଗାର୍ଥୀ ଏଥିରେ ଯୋଗଦେଇ ଯୋଗ କରିଥିଲେ । ସିଙ୍ଗାପୁରରେ ଏପରି ଶିବିର ପ୍ରଥମ କରି ଆୟୋଜନ ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସହ ଦେ‍ଖିବାକୁ ମିଳିଥିଲା । ବହୁ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ ।ଯୋଗ ପ୍ରଶିକ୍ଷଣ ପାଇଁ ସିଂହାପୁରରେ ବଡ କମ୍ୟୁନିଟି ଅଛି।   ମୁଖ୍ୟତ‍ଃ ଯୋଗରେ ମୁଖ୍ୟତଃ ପାଞ୍ଚଟି  ପ୍ରଶିକ୍ଷଣ  ଦିଆଯାଇଥାଏ।  ଏହାର ମୂଳ ସେଣ୍ଟର  ଆଇଲ୍ୟାଣ୍ଡ  ରାଜ୍ୟ  ହୋଇଥିବାରୁ ଏହା ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି  କହିଛନ୍ତି।  ସେ ଯୋଗାର୍ଥୀମାନଙ୍କୁ  ପ୍ରଂଶସା କରିଛନ୍ତି। ବିଶ୍ୱରେ ଭାରତ ହେଉ ବା ବିଦେଶୀ ସମସ୍ତେ  ଯୋଗ କରିବା ଦରକାର। ଏହାଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବ ବୋଲି ସେ କହିଛନ୍ତି ରାଜନାଥ ଠାକୁର ।

Related story