ଫତୱା ବିବାଦ: ସୋନୁ ନିଗମ କହିଲେ- ‘ଯୋଗ’କୁ କୌଣସି ଧର୍ମ ସହ ଯୋଡ଼ିବା ଉଚିତ ନୁହେଁ

ମୁମ୍ବାଇ: ରାଞ୍ଚିର ରାଫିଆ ନାଜଙ୍କ ଯୋଗ କରିବା ପରେ ଫତୱା ଜରି କରାଯିବା ପରେ ଏହା ବିବାଦୀୟ ହେବାରେ ଲାଗିଛି। ବଲିଉଡ ଗାୟକ ସୋନୁ ନିଗମ ରାଫିଆଙ୍କ ସମର୍ଥନରେ ବାହାରିଛନ୍ତି। ସେ ଏକ ଭିଡିଓ ଜାରି କରି ଏପରି ଫତୱା ଜାରି କରାଯିବାକୁ କଡା ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ”ଯୋଗକୁ କୌଣସି ଧର୍ମ ସହ ଯୋଡ଼ାଯିବା ଉଚିତ ନୁହେଁ। ଯୋଗ ସବୁ ଧର୍ମ ଉପରେ। ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଏପରି ଭଲ କାମ ଉପରେ […]

sonu

sonu

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 11:23 AM IST

Sports

Latest News

ମୁମ୍ବାଇ: ରାଞ୍ଚିର ରାଫିଆ ନାଜଙ୍କ ଯୋଗ କରିବା ପରେ ଫତୱା ଜରି କରାଯିବା ପରେ ଏହା ବିବାଦୀୟ ହେବାରେ ଲାଗିଛି। ବଲିଉଡ ଗାୟକ ସୋନୁ ନିଗମ ରାଫିଆଙ୍କ ସମର୍ଥନରେ ବାହାରିଛନ୍ତି। ସେ ଏକ ଭିଡିଓ ଜାରି କରି ଏପରି ଫତୱା ଜାରି କରାଯିବାକୁ କଡା ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ”ଯୋଗକୁ କୌଣସି ଧର୍ମ ସହ ଯୋଡ଼ାଯିବା ଉଚିତ ନୁହେଁ। ଯୋଗ ସବୁ ଧର୍ମ ଉପରେ। ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଏପରି ଭଲ କାମ ଉପରେ ଫତୱା ଜାରି କରାଯାଇଛି। ଯିଏ ଯୋଗକୁ ମୁସଲମାନ ବିରୋଧୀ ସହ ଯୋଡୁଛନ୍ତି ତାଙ୍କ କଥା ଭାବି ଆଶ୍ଚର୍ଯ୍ୟ ଲାଗୁଛି।”

ସେ କହିଛନ୍ତି,“ମୋ ମତରେ ଫତୱା ଜାରି ବ୍ୟାନ ହେବା ଦରକାର। ଯିଏ ଫତୱା ଜାରି କରୁଛନ୍ତି, ସେମାନଙ୍କୁ କଠୋର ଦଣ୍ଡ ଦିଆଯିବା ଦରକାର। ଫତୱା ଦେଉଥିବା ଲୋକେ ସୁପାରୀ ଦେବା କାମ କରୁଛନ୍ତି। ଲୋକଙ୍କୁ ଆଇନକୁ ହାତକୁ ନେବା ଉଚିତ ନୁହେଁ।”

ସେ ଆହୁରି କହିଛନ୍ତି,“ଯିଏ ମୋତେ ଓ ମୋ ଭଉଣୀକୁ ଯୋଗ ଶିଖାଇଛନ୍ତି ସେ ଜଣେ ମୁସଲମାନ। ମୋ ବାପାଙ୍କୁ ଯିଏ ଯୋଗ ଶିଖାଇଥିଲେ ସେ ମଧ୍ୟ ଜଣେ ମୁସଳମାନ। ସମସ୍ତଙ୍କୁ ଭଲ ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତି ଦରକାର। ଏହା ଯୋଗ ଦ୍ୱାରା ହିଁ ମିଳିପାରିବ।”

ଆହୁରି ମଧ୍ୟ ପଢନ୍ତୁ: ଆସନ୍ତା ବର୍ଷ ଇଦ୍‌ରେ ମୁହାଁମୁହିଁ ହେବେ ସଲମାନ ଓ ଐଶ୍

ସେହିପରି ମୁସଲମାନ କଠୋରପନ୍ଥିଙ୍କ ଫତୱାକୁ ନେଇ ରାଫିୟା କହିଛନ୍ତି,“ମୁଁ ଏପରି ଫତୱାରେ ଡରିଯିବି ନାହିଁ। ମୁଁ ମୋ କାମ ଆଗକୁ ମଧ୍ୟ କରିବି।”

ରାଫିୟାଙ୍କ ବିରୋଧରେ ଫତୱା ଜାରି ହେବା ପରେ ରାଜ୍ୟ ସରକାର ତାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story