ଫେବୃଆରୀ ୧୯ରୁ କଲେଜରେ ଜାତୀୟ ସଂଗୀତ ବାଧ୍ୟତାମୂଳକ

ପୁଣେ: ଫେବୃଆରୀ ୧୯ରେ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ତାରିଖ। ଏହି ଦିନଠୁ ମହାରାଷ୍ଟ୍ରର ସମସ୍ତ କଲେଜରେ ଜାତୀୟ ସଂଗୀତ ଗାଇବା ବାଧ୍ୟତାମୂଳକ। ମହାରାଷ୍ଟ୍ର ସରକାର ଏ ନେଇ ବିଜ୍ଞପ୍ତି ପ୍ରକାଶ କରିବ ବୋଲି ମହାରାଷ୍ଟ୍ରର ବୈଷୟିକ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି। ଏଭଳି ନିଷ୍ପତ୍ତି କିଛି ଦିନ ପୂର୍ବରୁ ନିଆଯାଇଥିଲା। ଯଦି ଗୋଟିଏ କଲେଜର ୫୦ ପ୍ରତିଶତ ଉପସ୍ଥାପନ ରୁହେ ତା’ହେଲେ କ୍ଲାସ ଆରମ୍ଭ ହେବା ପୂର୍ବରୁ ପ୍ରତିଦିନ ୧୫ ଲକ୍ଷ ଛାତ୍ରଛାତ୍ରୀ […]

national flag

national flag

Subhransu Sekhar
  • Published: Wednesday, 12 February 2020
  • Updated: 12 February 2020, 08:37 PM IST

Sports

Latest News

ପୁଣେ: ଫେବୃଆରୀ ୧୯ରେ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ତାରିଖ। ଏହି ଦିନଠୁ ମହାରାଷ୍ଟ୍ରର ସମସ୍ତ କଲେଜରେ ଜାତୀୟ ସଂଗୀତ ଗାଇବା ବାଧ୍ୟତାମୂଳକ। ମହାରାଷ୍ଟ୍ର ସରକାର ଏ ନେଇ ବିଜ୍ଞପ୍ତି ପ୍ରକାଶ କରିବ ବୋଲି ମହାରାଷ୍ଟ୍ରର ବୈଷୟିକ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି।

ଏଭଳି ନିଷ୍ପତ୍ତି କିଛି ଦିନ ପୂର୍ବରୁ ନିଆଯାଇଥିଲା। ଯଦି ଗୋଟିଏ କଲେଜର ୫୦ ପ୍ରତିଶତ ଉପସ୍ଥାପନ ରୁହେ ତା’ହେଲେ କ୍ଲାସ ଆରମ୍ଭ ହେବା ପୂର୍ବରୁ ପ୍ରତିଦିନ ୧୫ ଲକ୍ଷ ଛାତ୍ରଛାତ୍ରୀ ଜାତୀୟ ସଂଗୀତ ଗାଇବେ ବୋଲି ସେ କହିଛନ୍ତି। କ୍ଲାସ ଆରମ୍ଭ ହେବା ବ୍ୟତୀତ କଲେଜ ଓ ବିଶ୍ୱବିଦ୍ୟାଳୟରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ଜାତୀୟ ସଂଗୀତ ଗାଇବା ବାଧ୍ୟତାମୂଳକ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଏହାପୂର୍ବରୁ ଗତମାସରେ ସ୍କୁଲ ଛାତ୍ରଛାତ୍ରୀ ସମ୍ୱିଧାନର ପ୍ରାବଧାନ ପଢ଼ିବା ବାଧ୍ୟତାମୂଳକ କରିଛି ମହାବିକାଶ ଅଘାଡି ମେଣ୍ଟ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story