ସିରିଆ ମାର୍କେଟ ଉପରେ ଖସିଲା ବିମାନ, ୧୨ ମୃତ

ବୈରୁତ:ସିରିଆର ଉତ୍ତରପଶ୍ଚିମରେ ଥିବା ଇଦଲିବ ପ୍ରଦେଶର ଅରିହା ସହର ଉପରେ ସୋମବାର ସିରିଆ ସେନାର ଏକ ଲଡ଼ୁଆ ବିମାନ ଖସି ପଡିବାରୁ ୧୨ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ସୋମବାର ହୋଇଥିବାରୁ ଏହି ମାର୍କେଟରେ ପ୍ରବଳ ଜନଗହଳି ଥିବାବେଳେ ଲଢୁଆ ବିମାନଟି ଖସିପଡିବାରୁ ବହୁ ଲୋକଙ୍କ ଗୁରୁତର ହୋଇଥିବାବେଳେ ୧୦୦ରୁ ଅଧିକ ଲୋକଙ୍କ ବସଗୃହ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ତେବେ କେଉଁ କାରଣରୁ ଏହି ଲଢୁଆ ବିମାନ ଟି ଖସିପିଡିଲା ସେ ନେଇ ଆର୍ମି ପକ୍ଷରୁ କୌଣସି […]

Biman

Biman

Rakesh Mallick
  • Published: Monday, 03 August 2015
  • Updated: 04 May 2017, 03:45 PM IST

Sports

Latest News

ବୈରୁତ:ସିରିଆର ଉତ୍ତରପଶ୍ଚିମରେ ଥିବା ଇଦଲିବ ପ୍ରଦେଶର ଅରିହା ସହର ଉପରେ ସୋମବାର ସିରିଆ ସେନାର ଏକ ଲଡ଼ୁଆ ବିମାନ ଖସି ପଡିବାରୁ ୧୨ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ସୋମବାର ହୋଇଥିବାରୁ ଏହି ମାର୍କେଟରେ ପ୍ରବଳ ଜନଗହଳି ଥିବାବେଳେ ଲଢୁଆ ବିମାନଟି ଖସିପଡିବାରୁ ବହୁ ଲୋକଙ୍କ ଗୁରୁତର ହୋଇଥିବାବେଳେ ୧୦୦ରୁ ଅଧିକ ଲୋକଙ୍କ ବସଗୃହ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ତେବେ କେଉଁ କାରଣରୁ ଏହି ଲଢୁଆ ବିମାନ ଟି ଖସିପିଡିଲା ସେ ନେଇ ଆର୍ମି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ଅନ୍ୟପକ୍ଷରେ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ମେଡିକାଲ ଟିମ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ଜୋରସୋର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story