ସିରିଆରେ ଟ୍ୟାଙ୍କର ବୋମା ବିସ୍ପୋରଣ;୫୦ ମୃତ, ୧୦୦ ଆହତ

ବେରୁତ: ସିରିଆର ତୁର୍କୀ ସୀମା ନିକଟରେ ବିଦ୍ରୋହୀଙ୍କ କବଜ୍ଜାରେ  ଥିବା ଅଜାଜ୍‌ ସହରରେ  ଶନିବାର ଏକ  ଟ୍ୟାଙ୍କର ବୋମା ବିସ୍ପୋରଣ  ଘଟି ୫୦ରୁ ଅଧିକ ଲୋକଙ୍କ  ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଆଖପାଖ  ଅଞ୍ଚଳର କୋଠାଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ବିସ୍ପୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ  ନିଜକୁ ଦାୟୀ କରିନାହିଁ। କିନ୍ତୁ ଇସଲାମିକ୍ ଷ୍ଟେଟ(ଆଇଏସ୍‌) ଆତଙ୍କବାଦୀ […]

syria

Rakesh Mallick
  • Published: Sunday, 08 January 2017
  • , Updated: 04 May 2017, 03:44 PM IST

ବେରୁତ: ସିରିଆର ତୁର୍କୀ ସୀମା ନିକଟରେ ବିଦ୍ରୋହୀଙ୍କ କବଜ୍ଜାରେ  ଥିବା ଅଜାଜ୍‌ ସହରରେ  ଶନିବାର ଏକ  ଟ୍ୟାଙ୍କର ବୋମା ବିସ୍ପୋରଣ  ଘଟି ୫୦ରୁ ଅଧିକ ଲୋକଙ୍କ  ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଆଖପାଖ  ଅଞ୍ଚଳର କୋଠାଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଏହି ବିସ୍ପୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ  ନିଜକୁ ଦାୟୀ କରିନାହିଁ। କିନ୍ତୁ ଇସଲାମିକ୍ ଷ୍ଟେଟ(ଆଇଏସ୍‌) ଆତଙ୍କବାଦୀ ସଂଗଠନ ଏହି କାଣ୍ଡ ଭିଆଇ ଥାଇପାରେ ବୋଲି କୁହାଯାଉଛି।

Related story