ଶ୍ରୀନଗର: କୁପୱାଡାରେ ଗୁଳି ବିନିମୟ, ୨ ଯବାନ୍ ସହିଦ୍

ଶ୍ରୀନଗର: ଉତ୍ତର କାଶ୍ମୀରର କପୱାଡା ଜିଲ୍ଲାରେ ଶନିବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଶନିବାର ଗୁଳି ବିନିମୟ ଘଟି ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ସୁରକ୍ଷା କର୍ମୀଙ୍କ ଗୁଳିରେ ୪ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସୀମାନ୍ତ ମରସାରୀ ଗାଁରେ ଆତଙ୍କବାଦୀଙ୍କ ସହ ଏହି ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ମରସାରୀ ଗାଁର ଏକ ଘରେ ଆତଙ୍କବାସୀମାନେ ଲୁଚି ଥିବା ଖବର ପାଇ ରାଷ୍ଟ୍ରୀୟ ରାଫଲ୍ (ଆର୍‌ଆର), ଏସ୍‌ଓଜି […]

kashmir

kashmir

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 07:46 AM IST

ଶ୍ରୀନଗର: ଉତ୍ତର କାଶ୍ମୀରର କପୱାଡା ଜିଲ୍ଲାରେ ଶନିବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଶନିବାର ଗୁଳି ବିନିମୟ ଘଟି ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ସୁରକ୍ଷା କର୍ମୀଙ୍କ ଗୁଳିରେ ୪ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସୀମାନ୍ତ ମରସାରୀ ଗାଁରେ ଆତଙ୍କବାଦୀଙ୍କ ସହ ଏହି ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି।

ମରସାରୀ ଗାଁର ଏକ ଘରେ ଆତଙ୍କବାସୀମାନେ ଲୁଚି ଥିବା ଖବର ପାଇ ରାଷ୍ଟ୍ରୀୟ ରାଫଲ୍ (ଆର୍‌ଆର), ଏସ୍‌ଓଜି ଓ ସିଆରପିଏଫ୍‌ ଯବାନମାନେ ଶୁକ୍ରବାର ଗାଁକୁ ଘେରା ବନ୍ଦି କରି ରଖିଥିଲେ। ଶନିବାର ସୁରକ୍ଷା କର୍ମୀ ଉକ୍ତ ଘର ପାଖରେ ପହଞ୍ଚିବା ପରେ ଆତଙ୍କବାଦୀମାନେ ଗୁଳି ମାଡ଼ ଆରମ୍ଭ କରି ଦେଇଥିଲେ। ଫଳରେ ଯବାନଙ୍କ ପକ୍ଷରୁ ପଲଟା ଆକ୍ରମଣ କରାଯାଇଥିଲା। ଯେଉଁ ଘରେ ଆତଙ୍କବାଦୀ ଛପି ରହିଥିଲେ ସେହି ଘରକୁ ନଷ୍ଟ କରିଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story