ରାହୁଲଙ୍କୁ ସ୍ମୃତିଙ୍କ ଚ୍ୟାଲେଞ୍ଜ: ଅମେଠିରେ ଥିବା ପଞ୍ଚାୟତ ନାଁ ଗଣି ଦେଖାଅ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଫେଲ୍‌ ଡିଲ୍‌ ଉପରେ ୧୫ ମିନିଟ୍‌ ଚର୍ଚ୍ଚା କରିବାକୁ ଚ୍ୟାଲେଞ୍ଚ ଦେଇଛନ୍ତି। ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କୁ କଟାକ୍ଷ କରିଛନ୍ତି। କାଗଜ ଦେଖି ଦେଶର ପ୍ରସଙ୍ଗ ଉଠାଇବା ପୂର୍ବରୁ ପ୍ରଥମେ ଅମେଠିରେ ଥିବା ପଞ୍ଚାୟତର ନାଁ ଗଣି ଦେଖାନ୍ତୁ ବୋଲି ସ୍ମୃତି, ରାହୁଲଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, “ଯଦି ସେ  ଚ୍ୟାଲେଞ୍ଚ ଦେବାକୁ ଚାହୁଁଛନ୍ତି, ପ୍ରଧାନମନ୍ତ୍ରୀଙ୍କ କର୍ଯ୍ୟାଳୟକୁ ଆସନ୍ତୁ। ବିନା ନଥିପତ୍ର […]

BJP

BJP

Jyoshna Pradhan
  • Published: Tuesday, 20 November 2018
  • Updated: 20 November 2018, 09:59 AM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଫେଲ୍‌ ଡିଲ୍‌ ଉପରେ ୧୫ ମିନିଟ୍‌ ଚର୍ଚ୍ଚା କରିବାକୁ ଚ୍ୟାଲେଞ୍ଚ ଦେଇଛନ୍ତି। ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କୁ କଟାକ୍ଷ କରିଛନ୍ତି। କାଗଜ ଦେଖି ଦେଶର ପ୍ରସଙ୍ଗ ଉଠାଇବା ପୂର୍ବରୁ ପ୍ରଥମେ ଅମେଠିରେ ଥିବା ପଞ୍ଚାୟତର ନାଁ ଗଣି ଦେଖାନ୍ତୁ ବୋଲି ସ୍ମୃତି, ରାହୁଲଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି।

ସେ କହିଛନ୍ତି, “ଯଦି ସେ  ଚ୍ୟାଲେଞ୍ଚ ଦେବାକୁ ଚାହୁଁଛନ୍ତି, ପ୍ରଧାନମନ୍ତ୍ରୀଙ୍କ କର୍ଯ୍ୟାଳୟକୁ ଆସନ୍ତୁ। ବିନା ନଥିପତ୍ର ସାହାଯ୍ୟରେ ଦେଶର ପ୍ରସଙ୍ଗ ଉପରେ କୁହନ୍ତୁ। ଯଦି ସେ ଅମେଠିର ପଞ୍ଚାୟତଗୁଡିକର ନାଁ ଗଣି ଦେବେ, ତାହା ବଡ଼ କଥା ହେବ।”

ସୂଚନାଯୋଗ୍ୟ, ରାହୁଲ ଗାନ୍ଧି ଛତିଶଗଡ଼ର ଏକ ରାଲିକୁ ସମ୍ୱୋଧିତ କରି ମୋଦିଙ୍କ ଚ୍ୟାଲେଞ୍ଚ କରିଥିଲେ। ସେ କହିଥିଲେ, “ରାଫେଲ ଡିଲ୍‌କୁ ନେଇ ମୋଦି ମୋ ସହ ଚର୍ଚ୍ଚା କରନ୍ତୁ। ସେ ମୋ ପ୍ରଶ୍ନର ଉତ୍ତର ଦେଇପାରିବେ ନାହିଁ।”

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବେ ଆମେଠି ଗସ୍ତରେ ଅଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଅମଳରୁ ଅମେଠି ସଂସଦୀୟ ସିଟ୍‌ ଗାନ୍ଧି ପରିବାର ହାତରେ ରହୁଛି। ଏହି ସଂସଦୀୟ ଆସନ ଉପରେ ସ୍ମୃତିଙ୍କ ନଜର ରହିଛି। ୨୦୧୪ ଲୋକସଭା ନିର୍ବାଚନରେ ସ୍ମୃତି ଏଠାରେ ନିର୍ବାଚନ ଲଢ଼ି ରାହୁଲଙ୍କ ଠାରୁ ପରାଜିତ ହୋଇଥିଲେ।

ହେଲେ ଗତବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ଏଠାରେ କଂଗ୍ରେସକୁ ଧରାଶାୟୀ କରିବାରେ ବିଜେପି ସକ୍ଷମ ହୋଇଥିଲା। ଅମେଠି ସଂସଦୀୟ ସିଟ୍‌ର ୪ଟି ବିଧାନସଭା ଆସନରୁ ୩ ଟି ବିଜେପି ଓ ଗୋଟିଏ ସମାଜବାଦୀ ପାର୍ଟି ବିଜୟୀ ହୋଇଥିଲେ। କଂଗ୍ରେସ ଭାଗକୁ ଗୋଟିଏ ହେଲେ ଆସନ ଯାଇ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story