ସୀମାରେ ଅସ୍ତ୍ରବିରତି ଉଲ୍ଲଘଂନ, ଜଣେ ଯବାନ ଶହୀଦ

ଜମ୍ମୁ: ରବିବାର ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିଛି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବାବେଳେ ଦୁଇ ଯବାନ ଆହତ ହୋଇଛନ୍ତି। ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାରେ ଏହି ଅସ୍ତ୍ରବିରତି ଉଲ୍ଲଘଂନ ହୋଇଛି। ସେହିପରି ବରମୁଲା ଜିଲ୍ଲାରେ ମଧ୍ୟ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଘଂନ ହୋଇଥିବା ଦେଖିବାକୁ ମିଳିଛି। ଆଜି ସକାଳେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଘଂନ ହୋଇଥିଲା। ପୁଞ୍ଚ ଜିଲ୍ଲାର କିରନି ସେକ୍ଟରରେ ଆଜି ସକାଳେ ଅସ୍ତ୍ରବିରତି ଉଲ୍ଲଘଂନ ହୋଇଥିଲା। ଜଣେ ଯବାନ ଶହୀଦ ହୋଇଥିବାବେଳେ […]

cease fire

Subhransu Sekhar
  • Published: Sunday, 14 June 2020
  • , Updated: 14 June 2020, 05:46 PM IST

ଜମ୍ମୁ: ରବିବାର ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିଛି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବାବେଳେ ଦୁଇ ଯବାନ ଆହତ ହୋଇଛନ୍ତି। ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାରେ ଏହି ଅସ୍ତ୍ରବିରତି ଉଲ୍ଲଘଂନ ହୋଇଛି। ସେହିପରି ବରମୁଲା ଜିଲ୍ଲାରେ ମଧ୍ୟ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଘଂନ ହୋଇଥିବା ଦେଖିବାକୁ ମିଳିଛି।

ଆଜି ସକାଳେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଘଂନ ହୋଇଥିଲା। ପୁଞ୍ଚ ଜିଲ୍ଲାର କିରନି ସେକ୍ଟରରେ ଆଜି ସକାଳେ ଅସ୍ତ୍ରବିରତି ଉଲ୍ଲଘଂନ ହୋଇଥିଲା। ଜଣେ ଯବାନ ଶହୀଦ ହୋଇଥିବାବେଳେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି ବୋଲି ସେନା ସୂଚନା ଦେଇଛି। ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିବା ସୂଚନା ରହିଛି।

କରୋନା ବିପତ୍ତି ବେଳେ ସାରା ବିଶ୍ୱ ଚିନ୍ତାରେ। ହେଲେ ପାକିସ୍ତାନ ତା’ର ଚିରାଚରିତ ସ୍ୱଭାବ ଏହି ସମୟରେ ଛାଡ଼ିନଥିବା ଦେଖିବାକୁ ମିଳିଛି। ମାସେରୁ ଅଧିକ ଦିନ ହେବ ପ୍ରତ୍ୟେକ ଦିନ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ସୀମାରେ ଅସ୍ତ୍ରବରତି ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି।

Related story