ଦିଲ୍ଲୀ କଂଗ୍ରେସ ନେତାଙ୍କ ଇସ୍ତଫା ଗ୍ରହଣ କଲେ ସୋନିଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ମୂଳପୋଛ ହେବା ପରେ କଂଗ୍ରେସ ପ୍ରଭାରୀ ପିସି ଚୋକେ ଏବଂ ପିସିସି ସଭାପତି ସୁବାଷ ଚୋପଡାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି। ନିର୍ବାଚନ ଫଳାଫଳ ପାଇଁ ନିଜକୁ ଦାୟୀ କରିଥିଲେ ଏହି ଦୁଇ ନେତା। ଏହାପରେ ଚାକୋ ଏବଂ ଚୋପଡା ଇସ୍ତଫା ପତ୍ର ଦେଇଥିଲେ। Congress Interim President Sonia Gandhi accepts resignation of Delhi Congress Chief Subhash Chopra and […]

sonia

sonia

Subhransu Sekhar
  • Published: Wednesday, 12 February 2020
  • Updated: 12 February 2020, 09:30 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ମୂଳପୋଛ ହେବା ପରେ କଂଗ୍ରେସ ପ୍ରଭାରୀ ପିସି ଚୋକେ ଏବଂ ପିସିସି ସଭାପତି ସୁବାଷ ଚୋପଡାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି। ନିର୍ବାଚନ ଫଳାଫଳ ପାଇଁ ନିଜକୁ ଦାୟୀ କରିଥିଲେ ଏହି ଦୁଇ ନେତା। ଏହାପରେ ଚାକୋ ଏବଂ ଚୋପଡା ଇସ୍ତଫା ପତ୍ର ଦେଇଥିଲେ।

https://twitter.com/ANI/status/1227610641503883271

ଏବେ ପିସି ଚାକୋଙ୍କ ସ୍ଥାନରେ ଅନ୍ତରୀଣ କଂଗ୍ରେସ ପ୍ରଭାରୀ ଭାବରେ ବରିଷ୍ଠ କଂଗ୍ରେସ ନେତା ଶକ୍ତି ସିଂହ ଗୋହିଲଙ୍କୁ ଦାୟିତ୍ୱ ଦେଇଛନ୍ତି ସୋନିଆ ଗାନ୍ଧି। କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ କେସି ବେଣୁଗୋପାଳଙ୍କ ଅଫିସ ତରଫରୁ ଜାରି ହୋଇଥିବା ପ୍ରେସ ରିଲିଜରୁ ଏହି ସୂଚନା ମିଳିଛି।

୨୦୧୩ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଶୀଲା ଦୀକ୍ଷିତ ଥିବା ବେଳେ କଂଗ୍ରେସର ଅଧୋଗତି ହୋଇଛି। ଏହି ସମୟରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ରାଜନୀତିକ କ୍ୟାରିଅର ଆରମ୍ଭ ହୋଇଛି। କେଜ୍ରିଓ୍ୱାଲଙ୍କ ନେତୃତ୍ୱରେ ଆପ୍ ତୃଣମୂଳ ସ୍ତରରୁ ମଜବୁତ ହୋଇଥିବା ବେଳେ କଂଗ୍ରେସ ଉପରୁ ଲୋକମାନେ ଆସ୍ଥା ତୁଟାଇ ଦେଇଛନ୍ତି। ଏବେ କଂଗ୍ରେସର ଭୋଟ ବ୍ୟାଙ୍କ ଆପ ଖାତାକୁ ଯାଇଛି ବୋଲି ପିସି ଚାକୋ କହିଥିଲେ।

ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ୨୦୧୫ ଭଳି ଚଳିତଥର ମଧ୍ୟ ଗୋଟିଏ ବି ଆସନ ଜିତିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story