ଟ୍ରେନ୍‌ ୧୮ର ନାଁ ରହିବ ‘ବନ୍ଦେ ଭାରତ ଏକ୍ସପ୍ରେସ’

ନୂଆଦିଲ୍ଲୀ: ଦେଶର ପ୍ରଥମ ଇଞ୍ଜିନ୍‌ବିହୀନ୍‌ ଟ୍ରେନ୍‌ ୧୮ର ନାଁ ‘ବନ୍ଦେ ଭାରତ ଏକ୍ସପ୍ରେସ’ ରହିବ। ଆଜି ଏ ସମ୍ପର୍କରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ସୂଚନା ଦେଛନ୍ତି। ଏହି ଟ୍ରେନ୍‌ଟି ଦିଲ୍ଲୀରୁ ବାରାଣସୀ ମଧ୍ୟରେ ଚଳାଚଳ କରିବ ଏବଂ ଏହାର ବେଗ ଘଣ୍ଟାକୁ ୧୬୦ କିମି ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ଶୀଘ୍ର ଏହି ଟ୍ରେନ୍‌ର ଶୁଭାରମ୍ଭ କରିବେ ବୋଲି ଶ୍ରୀ ଗୋଏଲ କହିଛନ୍ତି। ୧୬ଟି କୋଚ୍‌ ଥିବା ଏହି ଟ୍ରେନ୍‌କୁ ଚେନ୍ନାଇ ସ୍ଥିତ ରେଳବାଇ […]

u

u

Hemant Lenka
  • Published: Sunday, 27 January 2019
  • Updated: 27 January 2019, 05:49 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ପ୍ରଥମ ଇଞ୍ଜିନ୍‌ବିହୀନ୍‌ ଟ୍ରେନ୍‌ ୧୮ର ନାଁ ‘ବନ୍ଦେ ଭାରତ ଏକ୍ସପ୍ରେସ’ ରହିବ। ଆଜି ଏ ସମ୍ପର୍କରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ସୂଚନା ଦେଛନ୍ତି। ଏହି ଟ୍ରେନ୍‌ଟି ଦିଲ୍ଲୀରୁ ବାରାଣସୀ ମଧ୍ୟରେ ଚଳାଚଳ କରିବ ଏବଂ ଏହାର ବେଗ ଘଣ୍ଟାକୁ ୧୬୦ କିମି ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ଶୀଘ୍ର ଏହି ଟ୍ରେନ୍‌ର ଶୁଭାରମ୍ଭ କରିବେ ବୋଲି ଶ୍ରୀ ଗୋଏଲ କହିଛନ୍ତି।

୧୬ଟି କୋଚ୍‌ ଥିବା ଏହି ଟ୍ରେନ୍‌କୁ ଚେନ୍ନାଇ ସ୍ଥିତ ରେଳବାଇ କାରଖାନାରେ ୧୮ ମାସ ମଧ୍ୟରେ ନିର୍ମାଣ କରାଯାଇଛି। ଏଥିପାଇଁ ପ୍ରାୟ ୯୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦୀର୍ଘ ୩୦ ବର୍ଷ ଧରି ଭାରତୀୟ ରେଳ ଧାରଣାରେ ଦୌଡ଼ୁଥିବା ଶତାବ୍ବୀ ଏକ୍ସପ୍ରେସର ଏହା ଉତ୍ତରାଧିକାରୀ ବୋଲି କୁହାଯାଉଛି।

ଶ୍ରୀ ଗୋଏଲ କହିଛନ୍ତି, “ ଟ୍ରେନ୍‌ ୧୮କୁ ଭାରତୀୟ ରେଳବାଇ 'ବନ୍ଦେ ଭାରତ ଏକ୍ସପ୍ରେସ' ଭାବେ ନାମିତ କରିଛି। ଏହାକୁ ଭାରତରେ ଏବଂ ଭାରତୀୟ ଇଞ୍ଜିନିୟରଙ୍କ ଦ୍ୱାରା ନିର୍ମାଣ କରାଯାଇଛି। ମେକ୍‌ ଇନ୍‌ ଇଣ୍ଡିଆ ଅଧୀନରେ ବିଶ୍ୱସ୍ତରୀୟ ମାନର ଟ୍ରେନ୍‌ ନିର୍ମାଣ କରିବାରେ ଭାରତ ସରକାର ସମର୍ଥ ହୋଇଛନ୍ତି। ଏହା ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଏହା ଦୁଇଟି ଷ୍ଟେସନ, କାନପୁର ଓ ପ୍ରୟାଗରାଜ (ଆହ୍ଲାବାଦ)ରେ ରହିବ। ଏଥିରେ ଦୁଇଟି ଏକଜିକ୍ୟୁଟିଭ୍‌ ଚେୟାର କାର' ବଗି ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story