ହସ୍ପିଟାଲରୁ ଡିସଚାର୍ଜ ହେଲେ ସୌରଭ ଗାଙ୍ଗୁଲି

କୋଲକାତା: ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଶନିବାର ହୃଦଘାତର ଶିକାର ହେବା ପରେ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସୌରଭ। ଦାଦାଙ୍କ ହାର୍ଟରେ ତିନୋଟି ବ୍ଲକେଜ ରହିଥିବା ଆଞ୍ଜିଓପ୍ଲାଷ୍ଟି ପରୀକ୍ଷା ପରେ ଡାକ୍ତରମାନେ ଜାଣିବାକୁ ପାଇଥିଲା। ଗୋଟିଏ ବ୍ଲକେଜ ୯୦ ପ୍ରତିଶତର ଥିଲା ସେଥିରେ ଷ୍ଟେନ ଲଗାଯାଇଛି। ଆଉ ଦୁଇଟି ବ୍ଲକେଜ ବାବଦରେ ପରବର୍ତ୍ତୀ ସମୟରେ ଚିକିତ୍ସା ହେବ ବୋଲି ଜଣାପଡ଼ିଛି। West Bengal: BCCI President Sourav Ganguly discharged […]

sourav

sourav

Subhransu Sekhar
  • Published: Thursday, 07 January 2021
  • Updated: 07 January 2021, 02:20 PM IST

କୋଲକାତା: ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଶନିବାର ହୃଦଘାତର ଶିକାର ହେବା ପରେ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସୌରଭ। ଦାଦାଙ୍କ ହାର୍ଟରେ ତିନୋଟି ବ୍ଲକେଜ ରହିଥିବା ଆଞ୍ଜିଓପ୍ଲାଷ୍ଟି ପରୀକ୍ଷା ପରେ ଡାକ୍ତରମାନେ ଜାଣିବାକୁ ପାଇଥିଲା। ଗୋଟିଏ ବ୍ଲକେଜ ୯୦ ପ୍ରତିଶତର ଥିଲା ସେଥିରେ ଷ୍ଟେନ ଲଗାଯାଇଛି। ଆଉ ଦୁଇଟି ବ୍ଲକେଜ ବାବଦରେ ପରବର୍ତ୍ତୀ ସମୟରେ ଚିକିତ୍ସା ହେବ ବୋଲି ଜଣାପଡ଼ିଛି।

https://twitter.com/ANI/status/1347048666217947137?s=20

ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସୌରଭ ହସ୍ପିଟାଲର ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି। ଏବେ ସେ ସୁସ୍ଥ ଥିବା କହିଛନ୍ତି।

ଗତ ଶନିବାର ଦାଦା ତାଙ୍କ କୋଲକାତା ବାସଭବନରେ ବ୍ୟାୟାମ କରୁଥିବାବେଳେ ହୃଦଘାତର ଶିକାର ହୋଇଥିଲେ। ଏହା ପରେ ତାଙ୍କୁ କୋଲକାତା ସ୍ଥିତ ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story