ଏମିତି ଗୋଟିଏ ଚର୍ଚ୍ଚ,  ଯେଉଁଠି ଶ୍ରଦ୍ଧାଳୁ କରନ୍ତି ମୁଣ୍ଡନ, ଫୋଡାନ୍ତି କାନ

ଭୁବନେଶ୍ୱର: ବହୁ ଧର୍ମ, ବହୁ ସମ୍ପ୍ରଦାୟର ଦେଶ ହେଉଛି ଭାରତ। ବିବିଧତା ଭିତରେ ଏକତା ଆମ ଦେଶର ନିଶ୍ଚିତ ଭାବେ ଏକ ନିଆରା ବୈଶିଷ୍ଟ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ। ଏଣୁ ଧର୍ମ ଧର୍ମ ଭିତରେ ଥିବା ବିଭେଦକୁ ବାରିବା ଅପେକ୍ଷା ବରଂ ଧର୍ମ ଧର୍ମ ଭିତରେ ଥିବା ସାମଞ୍ଜସ୍ୟକୁ ପରଖିବା ଭଲ। ତା ହେଲେ ଆସନ୍ତୁ ଆମେ ଆଜି ଏମିତି ଗୋଟିଏ ସ୍ଥାନ ସମ୍ପର୍କରେ ଜାଣିବା ଯେଉଁଠି ଖ୍ରୀଷ୍ଟିୟାନ୍‌ମାନେ ହିନ୍ଦୁ ମନ୍ଦିର ଭଳି ବ୍ୟବସ୍ଥାରେ ବିଶ୍ୱାସ ରଖନ୍ତି। […]

valankani

valankani

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 07:17 AM IST

Sports

Latest News

ଭୁବନେଶ୍ୱର: ବହୁ ଧର୍ମ, ବହୁ ସମ୍ପ୍ରଦାୟର ଦେଶ ହେଉଛି ଭାରତ। ବିବିଧତା ଭିତରେ ଏକତା ଆମ ଦେଶର ନିଶ୍ଚିତ ଭାବେ ଏକ ନିଆରା ବୈଶିଷ୍ଟ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ। ଏଣୁ ଧର୍ମ ଧର୍ମ ଭିତରେ ଥିବା ବିଭେଦକୁ ବାରିବା ଅପେକ୍ଷା ବରଂ ଧର୍ମ ଧର୍ମ ଭିତରେ ଥିବା ସାମଞ୍ଜସ୍ୟକୁ ପରଖିବା ଭଲ। ତା ହେଲେ ଆସନ୍ତୁ ଆମେ ଆଜି ଏମିତି ଗୋଟିଏ ସ୍ଥାନ ସମ୍ପର୍କରେ ଜାଣିବା ଯେଉଁଠି ଖ୍ରୀଷ୍ଟିୟାନ୍‌ମାନେ ହିନ୍ଦୁ ମନ୍ଦିର ଭଳି ବ୍ୟବସ୍ଥାରେ ବିଶ୍ୱାସ ରଖନ୍ତି।

ଆମେ କହୁଛୁ କେରଳାର ପୂରାତନ ଭେଲେଙ୍କନି ଚର୍ଚ୍ଚ(velankanni church) ସମ୍ପର୍କରେ। ଯେଉଁଠି ପୂଜା ପାଆନ୍ତି ମଦର ମେରୀ ଆଉ ଯୀଶୁ। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଚର୍ଚ୍ଚକୁ ଆସୁଥିବା ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁ ପ୍ରଭୁ ଯୀଶୁଙ୍କ ଉଦ୍ଦେଶ୍ୟରେ ଲଣ୍ଡା ହୋଇଥାନ୍ତି। ଏପରିକି ଛୋଟ ଛୋଟ ଶିଶୁମାନଙ୍କ କାନଫୋଡା ମଧ୍ୟ ଏଠାରେ କରାଯାଇଥାଏ। ଦକ୍ଷିଣ ଭାରତୀୟ ହିନ୍ଦୁ ମନ୍ଦିରଗୁଡିକରେ ଏହି ପ୍ରଥା ରହିଥିବା ବେଳେ ଭେଲେଙ୍କନି ଚର୍ଚ୍ଚରେ ଏହି ପରମ୍ପରା ନିଶ୍ଚିତ ଭାବେ ନିଆରା ବୋଲି ଆପଣ କହିପାରିବେ।

ଏହି ଚର୍ଚ୍ଚ ସମ୍ପର୍କରେ ଥିବା କାହାଣୀ

ପ୍ରାୟ ୪୦୦ ବର୍ଷ ପୂର୍ବେ ପର୍ତ୍ତୁଗୀଜ୍‌ମାନେ ଆମ ଦେଶରେ ଶାସନ କରୁଥିବା ବେଳେ କେରଳାର ଏହି ସ୍ଥାନରେ ଏକ ଅଲୌକିକ ଘଟଣାଟିଏ ଘଟିଥିଲା। ଜଣେ ବ୍ୟକ୍ତି ବଜାରକୁ କ୍ଷୀର ବିକିବାକୁ ଯାଉଥିବା ବେଳେ ରାସ୍ତାରେ ନିଜ ସନ୍ତାନକୁ ଧରି ଯାଉଥିବା ଜଣେ ମହିଳା ତାଙ୍କ ଶିଶୁ ପାଇଁ କ୍ଷୀର ମାଗିଥିଲେ। ବ୍ୟକ୍ତି ଜଣକ ତାଙ୍କୁ ଯେତେ କ୍ଷୀର ଦେଉଥିଲେ ସବୁ ସରି ଯାଉଥିଲା। ଫଳରେ ସେ ଡରି ଏହି ଘଟଣା ସମ୍ପର୍କରେ ଅନ୍ୟମାନଙ୍କୁ ଜଣାଇଥିଲେ। ଉକ୍ତ ଅଞ୍ଚଳରେ ଅଧିକାଂଶ ଲୋକେ ଖ୍ରୀଷ୍ଟ ଧର୍ମବଲମ୍ବି ହୋଇଥିବାରୁ ସେମାନେ ଉକ୍ତ ମହିଳାଙ୍କୁ ମଦର ମେରୀ ବୋଲି କହିଥିଲେ ଓ ଆରମ୍ଭ ହୋଇଥିଲା ଚର୍ଚ୍ଚ ନିର୍ମାଣ। କେରଳ ତଥା ଏହି ଅଞ୍ଚଳର ଖ୍ରୀଷ୍ଟ୍ରିୟାନ୍‌ମାନେ ମୂଳତଃ ଭାରତୀୟ ଓ ସନାତନ ହିନ୍ଦୁ ଧର୍ମାବଲମ୍ବି ଥିଲେ। ଏଣୁ କିଛି ଗବେଷକଙ୍କ ମତରେ ହିନ୍ଦୁ ରୀତିରେ ଏଠାରେ ମୁଣ୍ଡନ ଓ କାନ ଫୋଡିବା ଭଳି ପରମ୍ପରା ଏଠାରେ ରହି ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story