ଶ୍ରୀଲଙ୍କା ନୌସେନା ଦ୍ୱାରା ୧୧ ଭାରତୀୟ ମତ୍ସ୍ୟଜୀବୀ ଗିରଫ

କଲମ୍ବୋ: ଶ୍ରୀଲଙ୍କା ନୌସେନା ୧୧ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ସେମାନଙ୍କ ଡଙ୍ଗା ଜବତ କରିଇଛି। ଆଜି ଏ ନେଇ ଶ୍ରୀଲଙ୍କା ନୌସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ନୌସେନା ପକ୍ଷରୁ କୁହାଯାଇଛି,“ଗତକାଲି ତାମିଲନାଡ଼ୁ ରାମେଶ୍ୱରମ୍‌ର ଏହି ମତ୍ସ୍ୟଜୀବୀମାନଙ୍କୁ ଗିରଫ କରାଯାଇଛି।” ସେନା ପକ୍ଷରୁ ଆହୁରି କୁହାଯାଇଛି,“ମତ୍ସ୍ୟଜୀବୀମାନେ ଜାଫନାର ଡିପ୍ଲଟ୍‌ ଦ୍ୱୀପ ତଟର ଉତ୍ତରପଶ୍ଚିମ ସମୁଦ୍ର ସୀମାରେ ମାଛ ମାରୁଥିଲେ। ଗତରାତିରେ ରାମେଶ୍ୱରମ୍‌ରୁ ୩୫୦୦ ମତ୍ସ୍ୟଜୀବୀ ମାଛ ମାରିବାକୁ ୬୩୪ ଡଙ୍ଗାରେ ସମୁଦ୍ର ମଧ୍ୟକୁ ଆସିଥିଲେ।

indian-fishermen

Rakesh Mallick
  • Published: Sunday, 20 November 2016
  • , Updated: 04 May 2017, 03:44 PM IST

କଲମ୍ବୋ: ଶ୍ରୀଲଙ୍କା ନୌସେନା ୧୧ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ସେମାନଙ୍କ ଡଙ୍ଗା ଜବତ କରିଇଛି। ଆଜି ଏ ନେଇ ଶ୍ରୀଲଙ୍କା ନୌସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ନୌସେନା ପକ୍ଷରୁ କୁହାଯାଇଛି,“ଗତକାଲି ତାମିଲନାଡ଼ୁ ରାମେଶ୍ୱରମ୍‌ର ଏହି ମତ୍ସ୍ୟଜୀବୀମାନଙ୍କୁ ଗିରଫ କରାଯାଇଛି।”

ସେନା ପକ୍ଷରୁ ଆହୁରି କୁହାଯାଇଛି,“ମତ୍ସ୍ୟଜୀବୀମାନେ ଜାଫନାର ଡିପ୍ଲଟ୍‌ ଦ୍ୱୀପ ତଟର ଉତ୍ତରପଶ୍ଚିମ ସମୁଦ୍ର ସୀମାରେ ମାଛ ମାରୁଥିଲେ। ଗତରାତିରେ ରାମେଶ୍ୱରମ୍‌ରୁ ୩୫୦୦ ମତ୍ସ୍ୟଜୀବୀ ମାଛ ମାରିବାକୁ ୬୩୪ ଡଙ୍ଗାରେ ସମୁଦ୍ର ମଧ୍ୟକୁ ଆସିଥିଲେ।

Related story