ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ,୮ ଗୁରୁତର

ଶ୍ରୀନଗର: ଦକ୍ଷିଣ କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗ୍ରେନେଡ ମାଡ କରିଛନ୍ତି। ଏଥିରେ ୪ ଜଣ ସିଆରପିଏଫ ଯବାନ ଓ ୪ ଜଣ ସାଧାରଣ ନାଗରିକ ଗୁରୁତର ଆହତ ହୋଇଛନ୍ତି। ଯବାନମାନେ ଅନନ୍ତନାଗ ଜିଲ୍ଲାର କପି ରୋଡ ନିକଟରେ ଥିବା କ୍ୱାଜି ବଜାର ଦେଇ ଯାଉଥିବାବେଳେ ଯାୱାନଙ୍କ ଉପରକୁ ଗ୍ରେନେଡ ମାଡ କରିଥିଲେ ଅଜଣା ଆତଙ୍କବାଦୀ। ସଙ୍ଗେ ସଙ୍ଗେ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେନା ପକ୍ଷରୁ ଏହି ଅଞ୍ଚଳରେ ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି […]

Indian army

Indian army

Rakesh Mallick
  • Published: Wednesday, 29 July 2015
  • Updated: 29 July 2015, 03:47 PM IST

Sports

Latest News

ଶ୍ରୀନଗର: ଦକ୍ଷିଣ କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗ୍ରେନେଡ ମାଡ କରିଛନ୍ତି। ଏଥିରେ ୪ ଜଣ ସିଆରପିଏଫ ଯବାନ ଓ ୪ ଜଣ ସାଧାରଣ ନାଗରିକ ଗୁରୁତର ଆହତ ହୋଇଛନ୍ତି। ଯବାନମାନେ ଅନନ୍ତନାଗ ଜିଲ୍ଲାର କପି ରୋଡ ନିକଟରେ ଥିବା କ୍ୱାଜି ବଜାର ଦେଇ ଯାଉଥିବାବେଳେ ଯାୱାନଙ୍କ ଉପରକୁ ଗ୍ରେନେଡ ମାଡ କରିଥିଲେ ଅଜଣା ଆତଙ୍କବାଦୀ। ସଙ୍ଗେ ସଙ୍ଗେ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେନା ପକ୍ଷରୁ ଏହି ଅଞ୍ଚଳରେ ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story