ୟୁପି ଲୋକଙ୍କୁ ବାହାର ରାଜ୍ୟ କାମ ଦେବା ପୂର୍ବରୁ ଯୋଗୀ ସରକାରଙ୍କ ଅନୁମତି ଜରୁରୀ

ଲକ୍ଷ୍ନୌ: ଯଦି କୌଣସି ରାଜ୍ୟର ସରକାର ଉତ୍ତର ପ୍ରଦେଶର ଶ୍ରମିକମାନଙ୍କୁ ନିଯୁକ୍ତି ଦିଅନ୍ତି, ତା’ହେଲେ ପ୍ରଥମେ ଯୋଗୀ ସରକାରଙ୍କ ଅନୁମତି ନେବେ। ସରକାରଙ୍କ ଅନୁମତି ବିନା କୌଣସି ସରକାର ତାଙ୍କ ରାଜ୍ୟର ଲୋକଙ୍କୁ କାମ ଦେଇପାରିବେ ନାହିଁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ତେବେ ରାଜ୍ୟ ସରକାରମାନେ କେମିତି ଉତ୍ତର ପ୍ରଦେଶ ସରକାରଙ୍କ ସହ ଯୋଗାଯୋଗ କରିବେ ଏବଂ ଲକଡାଉନ ଉଠିବା ପରେ ଲକ୍ଷଲକ୍ଷ ଶ୍ରମିକଙ୍କ ଉପରେ କେମିତି ନଜର ରଖିବେ, ସେନେଇ […]

cd

cd

Hemant Lenka
  • Published: Monday, 25 May 2020
  • Updated: 25 May 2020, 03:39 PM IST

Sports

Latest News

ଲକ୍ଷ୍ନୌ: ଯଦି କୌଣସି ରାଜ୍ୟର ସରକାର ଉତ୍ତର ପ୍ରଦେଶର ଶ୍ରମିକମାନଙ୍କୁ ନିଯୁକ୍ତି ଦିଅନ୍ତି, ତା’ହେଲେ ପ୍ରଥମେ ଯୋଗୀ ସରକାରଙ୍କ ଅନୁମତି ନେବେ। ସରକାରଙ୍କ ଅନୁମତି ବିନା କୌଣସି ସରକାର ତାଙ୍କ ରାଜ୍ୟର ଲୋକଙ୍କୁ କାମ ଦେଇପାରିବେ ନାହିଁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି।

ତେବେ ରାଜ୍ୟ ସରକାରମାନେ କେମିତି ଉତ୍ତର ପ୍ରଦେଶ ସରକାରଙ୍କ ସହ ଯୋଗାଯୋଗ କରିବେ ଏବଂ ଲକଡାଉନ ଉଠିବା ପରେ ଲକ୍ଷଲକ୍ଷ ଶ୍ରମିକଙ୍କ ଉପରେ କେମିତି ନଜର ରଖିବେ, ସେନେଇ ଯୋଗୀ ଆଦିତ୍ୟନାଥ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ୟୁପି ସରକାର ରାଜ୍ୟ ମଧ୍ୟରେ ଶ୍ରମିକଙ୍କୁ କାମରେ ଲଗାଇବା ପାଇଁ ପ୍ରବାସୀ କମିଶନ ଗଠନ କରିବେ ବୋଲି ସେ କହିଛନ୍ତି।

ଗଣମାଧ୍ୟମକୁ ସେ କହିଛନ୍ତି, ମୁଁ ମୋର ଅଫିସରମାନଙ୍କୁ କହିଛି ଯେ ସେମାନେ ଆମ ରାଜ୍ୟର ଲୋକଙ୍କୁ ଏହିଠାରେ(ଉତ୍ତର ପ୍ରଦେଶ) ହିଁ କାମ ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ। ଏଥିପାଇଁ ଏକ କମିଶନ ଗଠନ କରିବାକୁ ମଧ୍ୟ କହିଛି। ଯଦି କୌଣସି ରାଜ୍ୟ ଆମ ଲୋକଙ୍କ ସମ୍ବଳ ବ୍ୟବହାର କରିବାକୁ ଚାହୁଁଛନ୍ତି, ତା’ହେଲେ ଏଥିପାଇଁ ସରକାରଙ୍କ ଅନୁମତି ନେବା ଜରୁରୀ।

ଶ୍ରମିକମାନଙ୍କର ବୀମା ଓ ସାମଜିକ ସୁରକ୍ଷା ବ୍ୟବସ୍ଥା ସେଠାକାର ସରକାର କରିବେ। ବାହାର ରାଜ୍ୟରେ ଆମ ଲୋକଙ୍କୁ ଯେଉଁଭଳି ବ୍ୟବହାର କରାଯାଉଛି, ତା’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ଏଠାରୁ ଶ୍ରମିକମାନଙ୍କୁ ନେବା ପୂର୍ବରୁ ପ୍ରଥମେ ୟୁପି ସରକାରଙ୍କ ଅନୁମତି ନେବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story