ତରନ ତାରନରେ କୀର୍ତ୍ତନ ବେଳେ ବିସ୍ପୋରଣ, ୧୫ ମୃତ

ଅମୃତସର: ଭାରତ-ପାକିସ୍ତାନ ସୀମାରେ ଥିବା ପଞ୍ଜାବର ତରନ ତାରନ ଜିଲ୍ଲାରେ ଶନିବାର ଏକ ବଡ଼ ଅଘଟଣ ଘଟିଛି। ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ହୋଇ ଆହତ ହୋଇଛନ୍ତି। ଆହତମାନେ ଅମୃତସର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆକଳନ କରାଯାଉଛି। ସରକାରୀ ଭାବରେ ୪ ଜଣଙ୍କର ମୃତ୍ୟୁ ବାବଦରେ ସ୍ପଷ୍ଚ କରାଯାଇଛି। ଆଜି ଶ୍ରୀ ଗୁରୁ ରବିଦାସଙ୍କ ଜନ୍ମ ଜୟନ୍ତୀ ଥିଲା। ଏହି ଅବସରରେ […]

taran taran

taran taran

Subhransu Sekhar
  • Published: Saturday, 08 February 2020
  • Updated: 08 February 2020, 09:40 PM IST

Sports

Latest News

ଅମୃତସର: ଭାରତ-ପାକିସ୍ତାନ ସୀମାରେ ଥିବା ପଞ୍ଜାବର ତରନ ତାରନ ଜିଲ୍ଲାରେ ଶନିବାର ଏକ ବଡ଼ ଅଘଟଣ ଘଟିଛି। ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ହୋଇ ଆହତ ହୋଇଛନ୍ତି। ଆହତମାନେ ଅମୃତସର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆକଳନ କରାଯାଉଛି। ସରକାରୀ ଭାବରେ ୪ ଜଣଙ୍କର ମୃତ୍ୟୁ ବାବଦରେ ସ୍ପଷ୍ଚ କରାଯାଇଛି।

ଆଜି ଶ୍ରୀ ଗୁରୁ ରବିଦାସଙ୍କ ଜନ୍ମ ଜୟନ୍ତୀ ଥିଲା। ଏହି ଅବସରରେ କୀର୍ତ୍ତନ ହେଉଥିଲା। ଟ୍ରାକ୍ଟର ଟ୍ରଲିରେ ବାଣ ସହିତ ଶ୍ରଦ୍ଧାଳୁମାନେ ନଗର ପରିକ୍ରମା କରୁଥିଲେ। ହଠାତ୍ ବାଣ ଗୁଡ଼ିକ ନିଆଁ ସଂସ୍ପର୍ଶରେ ଆସିବାରୁ ଟ୍ରାକ୍ଟରର ଟ୍ରଲିଟି ବିସ୍ଫୋରଣ କରିଥିଲା।

ପ୍ରତକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ନଗର କୀର୍ତ୍ତନ ଅବସରରେ ଲୋକମାନେ ବାଣ ଫୁଟାଉଥିଲେ। ଏହି ସମୟରେ ବାଣ ଭର୍ତ୍ତି ଟ୍ରାକ୍ଟର ଟ୍ରଲି ଯାଉଥିଲା। ରାସ୍ତା ପାର୍ଶ୍ୱରେ ଥିବା ଲୋକମାନେ ଯେଉଁ ବାଣ ଫୁଟାଉଥିଲେ ସେହି ବାଣରୁ ହାଲକା ନିଆଁ ଖସି ଆସି ଟ୍ରାକ୍ଟର ଟ୍ରଲିରେ ପଡ଼ିଥିଲା।

ଏହାପରେ ଟ୍ରଲିରେ ଥିବା ବାଣ ଗୁଡ଼ିକ ନିଆଁ ସଂସ୍ପର୍ଶରେ ଆସିଥିଲା। ଫଳରେ ହଠାତ୍ ଟ୍ରାକ୍ଟରର ଚକ ବିସ୍ଫୋରଣ କରିଥିଲା। ଟ୍ରଲିରେ ଉପସ୍ଥିତ ଥିବା ୧୫ରୁ ଅଧିକ ଶ୍ରଦ୍ଧାଳୁ ଏହି ବିସ୍ପୋରଣର ଶିକାର ହୋଇଥିଲେ। ମୃତକଙ୍କ ମଧ୍ୟରେ ୧୨ରୁ ୧୫ ବର୍ଷୀୟ ଛୋଟ ଛୁଆ ମଧ୍ୟ ରହିଛନ୍ତି।

ବିସ୍ଫୋରଣ ପରେ ଘଟଣାସ୍ଥଳରେ ପୁଲିସ ପ୍ରଶାସନ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ପାଖରେ ଥିବା ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ପୁଲିସ ଏବେ ବିସ୍ଫୋରଣର କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି। ତରନ ତାରନର ବିଧାୟକ ଡକ୍ଟର ଧର୍ମବୀର ଅଗ୍ନିହୋତ୍ରୀ ମଧ୍ୟ ବିସ୍ଫୋରଣ ବେଳେ ଆହତଙ୍କ ଚିକିତ୍ସା ଖର୍ଚ୍ଚ ପଞ୍ଜାବ ସରକାର ବୁଝିବେ ବୋଲି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story