ମତଦାନ ଚାଲିଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ; ୩୧ ମୃତ, ୩୦ ଆହତ

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନରେ ପୁଣି ଫୁଟିଲା ବୋମା। ସାଧାରଣ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ବେଲୁଚିସ୍ତାନର କ୍ୱେଟାରେ ଦିନ ପ୍ରାୟ ୧୧ଟା ବେଳେ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ୩୧ ଜଣ ମରିଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ୩ ଜଣ ପୁଲିସ୍ କର୍ମଚାରୀ ଓ ଦୁଇ ଜଣ ଛୋଟ ଛୁଆ ଅଛନ୍ତି। ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଏକ ପୁଲିସ୍ ଭ୍ୟାନ୍‌ […]

90

90

Rakesh Mallick
  • Published: Wednesday, 25 July 2018
  • Updated: 25 July 2018, 02:34 PM IST

Sports

Latest News

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନରେ ପୁଣି ଫୁଟିଲା ବୋମା। ସାଧାରଣ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ବେଲୁଚିସ୍ତାନର କ୍ୱେଟାରେ ଦିନ ପ୍ରାୟ ୧୧ଟା ବେଳେ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ୩୧ ଜଣ ମରିଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ୩ ଜଣ ପୁଲିସ୍ କର୍ମଚାରୀ ଓ ଦୁଇ ଜଣ ଛୋଟ ଛୁଆ ଅଛନ୍ତି। ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

ଏକ ପୁଲିସ୍ ଭ୍ୟାନ୍‌ ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ବ୍ୟକ୍ତି ଜଣଙ୍କ ଏହି ବିସ୍ଫୋରଣ କରିଥିଲେ ସେ କ୍ୱେଟାର ଏକ ମତକେନ୍ଦ୍ର ଭିତରକୁ ପଶିବାକୁ ଉଦ୍ୟମ କରୁଥିଲେ। ପୁଲିସ୍‌ ତାକୁ ଅଟକାଇବାକୁ ଉଦ୍ୟମ କଲା ବେଳେ ସେ ବିସ୍ଫୋରଣ କରିଥିଲେ।

ଏହି ଘଟଣା ପରେ କ୍ୱେଟାରେ ମତଦାନ ବନ୍ଦ ରହିଛି। ବେଲୁଚିସ୍ତାନ ସୀମାକୁ ସିଲ୍ କରି ଦିଆଯାଇଛି। ଏହି ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ନିଜକୁ ଦାୟୀ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story