‘ଗଛର ମୂଲ୍ୟାୟନ ନେଇ ଗବେଷଣା କରନ୍ତୁ ଅର୍ଥନୀତିଜ୍ଞ ଏବଂ ପରିବେଶବିତ୍‌’

ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି, ଅର୍ଥନୀତିଜ୍ଞ ଏବଂ ପରିବେଶବିତ ଗଛର ମୂଲ୍ୟ ବାବଦରେ ଜାଣିବାପାଇଁ ଏକ ବୈଜ୍ଞାନିକ ଗବେଷଣା କରିବା ଦରକାର। ଏହା ତମାମ ଜୀବନରେ ଯେତିକି ଅମ୍ଲଯାନ ଦେଉଛି ତା’ର ଆଧାରରେ ମୂଲ୍ୟାୟନ ହେବା ଦରକାର ବୋଲି କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ଏସ୍ଏ ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଏବଂ ଜଷ୍ଟିସ୍‌ ବିଆର ଗଭାଇ ଓ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ସବୁଜିମାର ମୂଲ୍ୟାୟନ ହେବା ଆବଶ୍ୟକ। ଯଥାସମ୍ଭବ ଗଛର ମୂଲ୍ୟ ଆହୁରି […]

supremecourt

supremecourt

Subrat Kumar Nayak
  • Published: Tuesday, 18 February 2020
  • Updated: 18 February 2020, 03:18 PM IST

Sports

Latest News

ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି, ଅର୍ଥନୀତିଜ୍ଞ ଏବଂ ପରିବେଶବିତ ଗଛର ମୂଲ୍ୟ ବାବଦରେ ଜାଣିବାପାଇଁ ଏକ ବୈଜ୍ଞାନିକ ଗବେଷଣା କରିବା ଦରକାର। ଏହା ତମାମ ଜୀବନରେ ଯେତିକି ଅମ୍ଲଯାନ ଦେଉଛି ତା’ର ଆଧାରରେ ମୂଲ୍ୟାୟନ ହେବା ଦରକାର ବୋଲି କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ଏସ୍ଏ ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଏବଂ ଜଷ୍ଟିସ୍‌ ବିଆର ଗଭାଇ ଓ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ସବୁଜିମାର ମୂଲ୍ୟାୟନ ହେବା ଆବଶ୍ୟକ। ଯଥାସମ୍ଭବ ଗଛର ମୂଲ୍ୟ ଆହୁରି ସ୍ପଷ୍ଟ ହେବା ଦରକାର।

ପ୍ରଧାନବିଚାରପତି କହିଛନ୍ତି, ଜଣେ ବିଶେଷଜ୍ଞ ବିକାଶମୂଳକ ଅର୍ଥନୀତି ଉପରେ ଗବେଷଣା କରିଛନ୍ତି। ଆମର ଦରକାର ଅର୍ଥନୀତିଜ୍ଞ। ଆମ ପାଖକୁ ସମାନ ଧରଣର ଏହି ତୃତୀୟ ମାମଲା ଆସିଛି। ଏହା ପୂର୍ବରୁ ମୁମ୍ବାଇରେ ମେଟ୍ରୋସେଡ୍‌ ଏବଂ କୋଷ୍ଟାଲ ରୋଡ୍‌ ଆଦି ଆସିଥିଲା।

ପଶ୍ଚିମବଙ୍ଗ ଏବଂ ବଂଲାଦେଶ ସୀମାରେ ଫୁଟ୍‌ ଓଭରବ୍ରିଜ୍‌ ପାଇଁ ଗଛକଟା ବାବଦରେ ଶୁଣାଣି କରିବା ସମୟରେ କୋର୍ଟ ଏପରି କହିଛନ୍ତି।

କୋର୍ଟ କହିଛନ୍ତି, ସବୁଠାରୁ ବଡ଼ ସମାଧାନ ହେଛି ଗଛକଟାକୁ ଏଡ଼ାଇବା। ବିକାଶମୂଳକ ପ୍ରକଳ୍ପ ଜଳାଶୟକୁ ପ୍ରଭାବିତ କରିବା ବାବଦରେ ମଧ୍ୟ କୋର୍ଟ ଚିନ୍ତା ପ୍ରକଟ କରିଥିଲେ। ସିଜେଆଇ ବୋବ୍‌ଡେ କହିଥିଲେ, ମୁଁ ଜାଣିଛି ନୂଆ ଜଳାଶୟ ସୃଷ୍ଟି ପାଇଁ ତୁମ ପାଖରେ ବୁଦ୍ଧି ନାହିଁ, କିନ୍ତୁ ତୁମେ ତ ଯାହା ବି ଜଳାଶୟ ଅଛି ତାକୁ ନଷ୍ଟ କରୁଛ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story