ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ହେବ ହାଇଦ୍ରାବାଦ ପୁଲିସର ଏନକାଉଣ୍ଟର ତଦନ୍ତ

ନୂଆଦିଲ୍ଲୀ: ହାଇଦ୍ରାବାଦ ଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କୁ ଶାମସରାବାଦ ପୁଲିସର ଏନକାଉଣ୍ଟର ମାମଲାରେ ନୂଆ ମୋଡ଼। ଏହି ମାମଲାର ତଦନ୍ତ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ହେବ। ଆସନ୍ତାକାଲି ଏ ବାବଦରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି। ଦିଲ୍ଲୀରେ ରହି ଜଣେ ଅବସରପ୍ରାପ୍ତ ବିଚାରପତି ଏହି ଏନକାଉଣ୍ଟର ମାମଲାର ତଦନ୍ତ କରିବେ ବୋଲି ସେ କହିଛନ୍ତି। ଏହି ତଦନ୍ତ ହେଲେ ଶାମସରାବଦ ପୁଲିସ ଅଭିଯୁକ୍ତଙ୍କୁ ଏନକାଉଣ୍ଟର […]

HYDERBAD ENCOUNTER

HYDERBAD ENCOUNTER

Subhransu Sekhar
  • Published: Wednesday, 11 December 2019
  • Updated: 11 December 2019, 06:11 PM IST

Sports

Latest News

ନୂଆଦିଲ୍ଲୀ: ହାଇଦ୍ରାବାଦ ଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କୁ ଶାମସରାବାଦ ପୁଲିସର ଏନକାଉଣ୍ଟର ମାମଲାରେ ନୂଆ ମୋଡ଼। ଏହି ମାମଲାର ତଦନ୍ତ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ହେବ। ଆସନ୍ତାକାଲି ଏ ବାବଦରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି।

ଦିଲ୍ଲୀରେ ରହି ଜଣେ ଅବସରପ୍ରାପ୍ତ ବିଚାରପତି ଏହି ଏନକାଉଣ୍ଟର ମାମଲାର ତଦନ୍ତ କରିବେ ବୋଲି ସେ କହିଛନ୍ତି। ଏହି ତଦନ୍ତ ହେଲେ ଶାମସରାବଦ ପୁଲିସ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିବା ପଛର ଅସଲ ଉଦ୍ଦେଶ୍ୟ ପଦାକୁ ଆସିବ।

ସୂଚନାଯୋଗ୍ୟ, ମହିଳା ଡାକ୍ତରଙ୍କୁ ହୋଇଥିବା ଦୁଷ୍କର୍ମ ସ୍ଥାନକୁ ୪ ଅଭିଯୁକ୍ତଙ୍କୁ ପୁଲିସ ରିକ୍ରିଏସନ ପାଇଁ ଭୋର ୩ଟାରେ ଶୁକ୍ରବାର ଦିନ ଆଣିଥିଲା। ଏହି ସମୟରେ ୪ ଅଭିଯୁକ୍ତ ପୁଲିସ ପାଖରୁ ବନ୍ଧୁକ ଛଡ଼ାଇ ନେବାରୁ ପୁଲିସ ଏନକାଉଣ୍ଟର କରିଥିଲା ବୋଲି ଶାମସାବାଦ ପୁଲିସ ସ୍ପଷ୍ଟୀକରଣ ରଖିଥିଲା।

ତେଲେଙ୍ଗାନା ହାଇକୋର୍ଟ ମଧ୍ୟ ମାମଲାର ତଦନ୍ତ କରୁଛନ୍ତି। ଏଥିସହ ଏସଆଇଟି ତଦନ୍ତ ପାଇଁ ତେଲେଙ୍ଗାନା ସରକାର ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story