ସର୍ଜିକାଲ ଷ୍ଟ୍ରାଇକ୍‌ର ହିରୋ ସୀମାରେ ଶହିଦ୍‌

ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ବିରୋଧରେ କରାଯାଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍‌ରେ ସାମିଲ ଥିବା ଜଣେ ଲାନ୍ସ ନାୟକ ସହିଦ୍‌ ହୋଇଛନ୍ତି। ତାଙ୍କ ନାଁ ସନ୍ଦୀପ ସିଂହ। ଜମ୍ମୁ କାଶ୍ମୀରର ଟଙ୍ଗଧାର ସେକ୍ଟରରେ ସେନା ପକ୍ଷରୁ ଅନୁପ୍ରବେଶକାରୀଙ୍କ ବିରୋଧରେ ଅପରେସନ୍‌ ଚାଲିଥିବା ବେଳେ ସନ୍ଦୀପ ସିଂହ ଶହିଦ୍ ହୋଇଛନ୍ତି। ସନ୍ଦୀପଙ୍କ ପରିବାରରେ ତାଙ୍କ ପତ୍ନୀ ଓ ୫ ବର୍ଷର ପୁଅ ଅଛନ୍ତି। ସନ୍ଦୀପ ବାସ୍ତବ ଜୀବନରେ ଜଣେ ହିରୋ ଥିଲେ। ସହିଦ୍ ହେବା ପୂର୍ବରୁ ସେ ଦୁଇ […]

jawan

jawan

Rakesh Mallick
  • Published: Tuesday, 25 September 2018
  • Updated: 25 September 2018, 03:09 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ବିରୋଧରେ କରାଯାଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍‌ରେ ସାମିଲ ଥିବା ଜଣେ ଲାନ୍ସ ନାୟକ ସହିଦ୍‌ ହୋଇଛନ୍ତି। ତାଙ୍କ ନାଁ ସନ୍ଦୀପ ସିଂହ। ଜମ୍ମୁ କାଶ୍ମୀରର
ଟଙ୍ଗଧାର ସେକ୍ଟରରେ ସେନା ପକ୍ଷରୁ ଅନୁପ୍ରବେଶକାରୀଙ୍କ ବିରୋଧରେ ଅପରେସନ୍‌ ଚାଲିଥିବା ବେଳେ ସନ୍ଦୀପ ସିଂହ ଶହିଦ୍ ହୋଇଛନ୍ତି।

ସନ୍ଦୀପଙ୍କ ପରିବାରରେ ତାଙ୍କ ପତ୍ନୀ ଓ ୫ ବର୍ଷର ପୁଅ ଅଛନ୍ତି। ସନ୍ଦୀପ ବାସ୍ତବ ଜୀବନରେ ଜଣେ ହିରୋ ଥିଲେ।

ସହିଦ୍ ହେବା ପୂର୍ବରୁ ସେ ଦୁଇ ଜଣ ଅନୁପ୍ରବେଶକାରୀଙ୍କୁ ହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ବହୁ ଲୋକ ସୋଶାଲ୍ ମିଡିଆରେ ତାଙ୍କ ଉଦ୍ଦେଶ୍ୟରେ ଶୋକବାର୍ତ୍ତା ପୋଷ୍ଟ କରୁଛନ୍ତି।

ସନ୍ଦୀପ ସର୍ଜିକାଲ ଷ୍ଟ୍ରାଇକ୍‌ରେ ସାମିଲ ହୋଇଥିବା ଫୋର୍‌ ପାରା (ସ୍ପେଶାଲ ଫୋର୍ସ) ୟୁନିଟ୍‌ର ସଦସ୍ୟ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story