ଲସ୍କର-ଏ-ତୋଏବା ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୋଲିସ୍ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବାର ଏକ ଆତଙ୍କବାଦୀକୁ ଗିରଫ କରିଛି। ଅନନ୍ତନାଗ ଜିଲ୍ଲାରୁ ପୋଲିସ ତାକୁ ଗିରଫ କରିଛି। ଗିରଫ ଆତଙ୍କବାଦୀର ନାଁ ସନ୍ଦୀପ କୁମାର ଶର୍ମା। ସନ୍ଦୀପର ଘର ଉତ୍ତରପ୍ରଦେଶ ମୁଜାଫରନଗର ଜିଲ୍ଲାରେ ବୋଲି ପୋଲିସ କହିଛି। ଜମ୍ମୁ-କାଶ୍ମୀର ପୋଲିସ୍ ଆଇଜି ମୁନିର ଖାନ୍ କହିଛନ୍ତି,“ପୋଲିସ ସନ୍ଦୀପକୁ ଦୀର୍ଘ ଦିନ ହେବ ଖୋଜୁଥିଲା। ଗିରଫ ଆତଙ୍କବାଦୀ ହତ୍ୟା, ଲୁଟ୍ ସମେତ ଅନେକ ଅପରାଧୀକ ମାମଲାରେ ଜଡ଼ିତ ରହିଛି।”

arrest

Rakesh Mallick
  • Published: Monday, 10 July 2017
  • , Updated: 10 July 2017, 02:45 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୋଲିସ୍ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବାର ଏକ ଆତଙ୍କବାଦୀକୁ ଗିରଫ କରିଛି। ଅନନ୍ତନାଗ ଜିଲ୍ଲାରୁ ପୋଲିସ ତାକୁ ଗିରଫ କରିଛି। ଗିରଫ ଆତଙ୍କବାଦୀର ନାଁ ସନ୍ଦୀପ କୁମାର ଶର୍ମା। ସନ୍ଦୀପର ଘର ଉତ୍ତରପ୍ରଦେଶ ମୁଜାଫରନଗର ଜିଲ୍ଲାରେ ବୋଲି ପୋଲିସ କହିଛି।

ଜମ୍ମୁ-କାଶ୍ମୀର ପୋଲିସ୍ ଆଇଜି ମୁନିର ଖାନ୍ କହିଛନ୍ତି,“ପୋଲିସ ସନ୍ଦୀପକୁ ଦୀର୍ଘ ଦିନ ହେବ ଖୋଜୁଥିଲା। ଗିରଫ ଆତଙ୍କବାଦୀ ହତ୍ୟା, ଲୁଟ୍ ସମେତ ଅନେକ ଅପରାଧୀକ ମାମଲାରେ ଜଡ଼ିତ ରହିଛି।”

Related story