ଚିନ୍ମୟାନନ୍ଦଙ୍କ ବିରୋଧରେ ଥିବା ପ୍ରମାଣ ନଷ୍ଟ କରାଯାଇଛି: ପୀଡ଼ିତା

ଶାହଜାହାନପୁର: ଉତ୍ତର ପ୍ରଦେଶର ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ରାଜ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ରହିଥିବା ପ୍ରମାଣ ନଷ୍ଟ କରି ଦିଆଯାଇଛି। ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ୨୩ ବର୍ଷୀୟ ଯୁବତୀ ଆଜି ଏହା କହିଛନ୍ତି। ଏହି ହାଇପ୍ରୋଫାଇଲ୍ ଯୌନ ନିର୍ଯାତନା ମାମଲାର ତଦନ୍ତ ଏବେ ଏସଆଇଟି କରୁଛି। ଶାହଜାନପୁରରେ ଥିବା ଚିନ୍ମୟାନନ୍ଦଙ୍କ ଆଶ୍ରମ ଯେଉଁଠି ସେକ୍ସ ସ୍କାଣ୍ଡାଲ ଚାଲୁଥିଲା ସେଠି ଏସଆଇଟି ପହଞ୍ଚିବା ପୂର୍ବରୁ ସମସ୍ତ ପ୍ରମାଣ ନଷ୍ଟ କରିଦିଆଯାଇଛି ବୋଲି […]

Swami-Chinmayananda

Swami-Chinmayananda

Subhransu Sekhar
  • Published: Saturday, 14 September 2019
  • Updated: 14 September 2019, 07:03 PM IST

Sports

Latest News

ଶାହଜାହାନପୁର: ଉତ୍ତର ପ୍ରଦେଶର ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ରାଜ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ରହିଥିବା ପ୍ରମାଣ ନଷ୍ଟ କରି ଦିଆଯାଇଛି। ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ୨୩ ବର୍ଷୀୟ ଯୁବତୀ ଆଜି ଏହା କହିଛନ୍ତି। ଏହି ହାଇପ୍ରୋଫାଇଲ୍ ଯୌନ ନିର୍ଯାତନା ମାମଲାର ତଦନ୍ତ ଏବେ ଏସଆଇଟି କରୁଛି।

ଶାହଜାନପୁରରେ ଥିବା ଚିନ୍ମୟାନନ୍ଦଙ୍କ ଆଶ୍ରମ ଯେଉଁଠି ସେକ୍ସ ସ୍କାଣ୍ଡାଲ ଚାଲୁଥିଲା ସେଠି ଏସଆଇଟି ପହଞ୍ଚିବା ପୂର୍ବରୁ ସମସ୍ତ ପ୍ରମାଣ ନଷ୍ଟ କରିଦିଆଯାଇଛି ବୋଲି ପୀଡିତା କହିଛନ୍ତି। ତଥାପି ଏସଆଇଟି ସେକ୍ସ ସ୍କାଣ୍ଡାଲ୍ ବେଳେ ବ୍ୟବହୃତ ହୋଇଥିବା ଟାଓ୍ୱେଲ୍, ଗାଧୋଇବା ଘରେ ଥିବା ସାବୁନ୍ ଜବତ୍ କରିଛି। ଏବେ ଚିନ୍ମୟାନନ୍ଦ ରହୁଥିବା ଘରେ  ନୂଆ ରଙ୍ଗ ଦିଆଯାଇଥିବା ପୀଡ଼ିତା କହିଛନ୍ତି। ହେଲେ ଦେହ ମାଲିସ ବେଳେ ବ୍ୟବହୃତ ହେଉଥିବା ୨ଟି ତେଲ ଘଡ଼ା ହଟା ଯାଇନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ଶାହଜାହାନପୁରରେ ଥିବା ଚିନ୍ମୟାନନ୍ଦ ଲ କଲେଜରେ ଏଲଏଲବି ପଢ଼ୁଥିବା ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଯାହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ନାଟକୀୟ ଭାବରେ ଅଭିଯୋଗ ଆଣିଥିବା ଛାତ୍ରୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ। ଏହାପରେ ଅଗଷ୍ଟ ୩୦ ସକାଳେ ରାଜସ୍ଥାନର ଫତେପୁର ନିକଟରୁ ଯୁବତୀ ଓ ତାଙ୍କ ବନ୍ଧୁ ସଞ୍ଜୟ ସିଂହଙ୍କୁ ଉଦ୍ଧାର କରିଥିଲା ପୁଲିସ୍।

ଏହାପରେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରି ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡିତା ଚିନ୍ମୟାନନ୍ଦଙ୍କ ସେକ୍ସ ସିଡି ପ୍ରସ୍ତୁତ କରି ଏସଆଇଟିକୁ ହସ୍ତାନ୍ତର କରିଛନ୍ତି। ଯାହାକି ଚିନ୍ମୟାନନ୍ଦଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story