ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ କଶ୍ମୀରର ଶ୍ରୀନଗରର ପରିମପୋରାରେ ଆଜି ସକାଳେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ସିଆରପିଏଫର ଜଣେ ଯବାନ ଶହୀଦ ହୋଇଥିବା ବେଳେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। Two militants and a #CRPF man were killed in a brief encounter on the outskirts of #Srinagar on Wednesday morning. Photo: IANS (File) pic.twitter.com/S9A5yEQzO3 — IANS (@ians_india) February 5, 2020 […]

terrorist encounter

terrorist encounter

Subhransu Sekhar
  • Published: Wednesday, 05 February 2020
  • Updated: 05 February 2020, 03:14 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀରର ଶ୍ରୀନଗରର ପରିମପୋରାରେ ଆଜି ସକାଳେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ସିଆରପିଏଫର ଜଣେ ଯବାନ ଶହୀଦ ହୋଇଥିବା ବେଳେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

https://twitter.com/ians_india/status/1224959466136907776

ଆଜି ସକାଳେ ଶ୍ରୀନଗରର ଲାବୋପୋରା ଅଞ୍ଚଳର ପରିମପୋରାରେ ଥିବା ଚେକ ପୋଷ୍ଟ ନିକଟରେ ହଠାତ୍ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଫାଇରିଂ ଶବ୍ଦ ଶୁଣି ଯବାନମାନେ ମଧ୍ୟ କାଉଣ୍ଟର ଆଟାକ କରିଥିଲେ। ଏବେ ଏହି ସ୍ଥାନରେ ଆଉ କିଛି ଆତଙ୍କୀ ଲୁଚିଥାଇ ପାରନ୍ତି ବୋଲି ଆକଳନ କରାଯାଉଛି। ସିଆରପିଏଫ ଯବାନ ମାନେ ସଂପୃକ୍ତ ଅଞ୍ଚଳକୁ ଘେରିଯାଇ ସର୍ଚ୍ଚ ଅପରେଶନ ଜାରି ରଖିଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ପ୍ରଥମେ ନିହତ ହୋଇଥିଲେ। ଅନ୍ୟ ଜଣେ ଆତଙ୍କବାଦୀ ଆହତ ଥିବା ବେଳେ ଯବାନମାନେ ଧରିଥିଲେ। ପରେ ସେହି ଆତଙ୍କବାଦୀର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story