ପାକିସ୍ତାନ ସରକାରଙ୍କ ସ୍ୱୀକୃତିରେ ଚାଲୁଛି ଆତଙ୍କୀ ସଂଗଠନ !

ଇସ୍‌ଲାମାବଦ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନରେ ପୂର୍ବରୁ ଲୁଚାଛପାରେ ଆତଙ୍କବାଦୀମାନେ କାର୍ଯ୍ୟ କରୁଥିଲେ। ହେଲେ ଏବେ ସରକାରୀ ସ୍ୱୀକୃତିରେ ଆତଙ୍କବାଦୀ ସଂଗଠନ ଗୁଡ଼ିକ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଧୀରେଧୀରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସରକାରୀ ମାନ୍ୟତା ଦେବା ଉଦ୍ୟମ ଆରମ୍ଭ କରିଛି। ଖାସ୍‌ ସେଇଥିପାଇଁ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ୍‌ ସଂଗଠନର ସଦସ୍ୟଙ୍କୁ ଜାତୀୟ ନିର୍ବାଚନରେ ପ୍ରାର୍ଥୀ କରାଯାଇଛି। ଏପରିକି ଆମେରିକା ହାଫିଜ୍‌କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ମାନ୍ୟତା ଦେଇଥିଲେ ହେଁ […]

pakistan-election-2018-reuters-wb

pakistan-election-2018-reuters-wb

Rakesh Mallick
  • Published: Wednesday, 25 July 2018
  • Updated: 25 July 2018, 10:06 PM IST

Sports

Latest News

ଇସ୍‌ଲାମାବଦ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନରେ ପୂର୍ବରୁ ଲୁଚାଛପାରେ ଆତଙ୍କବାଦୀମାନେ କାର୍ଯ୍ୟ କରୁଥିଲେ। ହେଲେ ଏବେ ସରକାରୀ ସ୍ୱୀକୃତିରେ ଆତଙ୍କବାଦୀ ସଂଗଠନ ଗୁଡ଼ିକ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଧୀରେଧୀରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସରକାରୀ ମାନ୍ୟତା ଦେବା ଉଦ୍ୟମ ଆରମ୍ଭ କରିଛି। ଖାସ୍‌ ସେଇଥିପାଇଁ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ୍‌ ସଂଗଠନର ସଦସ୍ୟଙ୍କୁ ଜାତୀୟ ନିର୍ବାଚନରେ ପ୍ରାର୍ଥୀ କରାଯାଇଛି। ଏପରିକି ଆମେରିକା ହାଫିଜ୍‌କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ମାନ୍ୟତା ଦେଇଥିଲେ ହେଁ ଆଜି ସେ ନିର୍ବାଚନ ସମୟରେ ବେଶ ଆରାମ୍‌ରେ ଆସି ସର୍ବସମ୍ମୁଖରେ ଭୋଟ୍‌ ଦେଇ ଯାଇଛି ବୋଲି  ପାକ୍‌ ନିର୍ବାଚନ ଉପରେ ନଜର ରଖିଥିବା ଗୁଇନ୍ଦା ସଂସ୍ଥା ଆଜି ଏଭଳି ରିପୋର୍ଟ ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାକିସ୍ତାନରେ ନିର୍ବାଚନ ହେଉଥିଲେ ମଧ୍ୟ କୌଣସି ଭାରତୀୟ କିମ୍ବା ବିଦେଶୀ ଗଣମାଧ୍ୟମକୁ ଏହାର କଭରେଜ କରିବାକୁ ଭିସା ଦିଆଯାଇ ନାହିଁ। ନିର୍ବାଚନ କମିଶନ ମଧ୍ୟ ଠିକ୍‌ ଭାବେ ଭୋଟ୍‌ ଗ୍ରହଣ ସମ୍ପର୍କରେ ସୂଚନା ଦେଉନାହାନ୍ତି। ଅର୍ଥାତ ଲୁଚାଛପାରେ ସବୁକିଛି ଚାଲିଛି ବୋଲି ସମ୍ପୃକ୍ତ ଗୁଇନ୍ଦା ସଂସ୍ଥା ଜାଣିବାକୁ ପାଇଛି।

ଏହି ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ହାଫିଜ୍‌ ସୟିଦର, ‘ମିଲ୍ଲି ମୁସଲିମ୍‌ ଲିଗ୍‌’ର ୧୭୨ ଜଣ ସଦସ୍ୟ ‘ଆଲ୍ଲା ହୁ-ଆକବର ତେହେରିକ୍‌ ପାର୍ଟି’ ପକ୍ଷରୁ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ‘ଆଲ୍ଲା ହୁ-ଆକବର’ ଏକ ଉଗ୍ରବାଦୀ ସଂପ୍ରଦାୟର ସଂଗଠନ ହୋଇଥିବା ବେଳେ ଏହି ସଂଗଠନର ୧୮୦ ଜଣ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟତମ ଆତଙ୍କୀ ସଂଗଠନ ଏସ୍‌ଡବ୍ଲ୍ୟୁଜେର ୧୦୦ ଜଣ ସଦସ୍ୟ ମଧ୍ୟ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏଭଳି ଆତଙ୍କବାଦୀଙ୍କୁ ନିର୍ବାଚନରେ ସାମିଲ କରି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସରକାରୀ ସ୍ୱୀକୃତି ଦେବାକୁ ଚାହୁଁଛି ବୋଲି ଏହି ରିପୋର୍ଟରେ କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story