ଦୁଇ ସପ୍ତାହ ପରେ ଗୁମ୍ଫାରୁ ମୁକୁଳିଲେ ୪ ଫୁଟବଲ ଖେଳାଳି

ନୂଆଦିଲ୍ଲୀ: ‘ମିଶ୍‌ନ ଇମ୍ପସିବଲ୍‌’ରେ ସଫଳତା । ୧୭ ଦିନର ନିରବଚ୍ଛିନ୍ନ ଉଦ୍ୟମ ପରେ ଥାଇଲ୍ୟାଣ୍ଡର ଲୁଆଙ୍ଗ ଗୁମ୍ଫାରେ ଫସିରହିଥିବା ଯୁବ ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କାମରେ ମିଳିଛି ପ୍ରାରମ୍ଭିକ ସଫଳତା । ବିଭିନ୍ନ ଦେଶରୁ ଆସିଥିବା ବିଶେଷଜ୍ଞ ଓ ସ୍କୁବା ଡାଇଭର୍‌ ଖେଳାଳିମାନଙ୍କୁ ଜଣ ଜଣ କରି ଗୁମ୍ଫା ବାହାରକୁ ଆଣୁଛନ୍ତି । ଏ ପର୍ଯ୍ୟନ୍ତ ୪  ଜଣଙ୍କୁ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ଏକ ମ୍ୟାଚ୍ ଖେଳିବା ପରେ ୧୨ଜଣ ଫୁଟବଲ୍‌ […]

b6

b6

Rakesh Mallick
  • Published: Sunday, 08 July 2018
  • Updated: 08 July 2018, 09:07 PM IST

Sports

Latest News

ନୂଆଦିଲ୍ଲୀ: ‘ମିଶ୍‌ନ ଇମ୍ପସିବଲ୍‌’ରେ ସଫଳତା । ୧୭ ଦିନର ନିରବଚ୍ଛିନ୍ନ ଉଦ୍ୟମ ପରେ ଥାଇଲ୍ୟାଣ୍ଡର ଲୁଆଙ୍ଗ ଗୁମ୍ଫାରେ ଫସିରହିଥିବା ଯୁବ ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କାମରେ ମିଳିଛି ପ୍ରାରମ୍ଭିକ ସଫଳତା । ବିଭିନ୍ନ ଦେଶରୁ ଆସିଥିବା ବିଶେଷଜ୍ଞ ଓ ସ୍କୁବା ଡାଇଭର୍‌ ଖେଳାଳିମାନଙ୍କୁ ଜଣ ଜଣ କରି ଗୁମ୍ଫା ବାହାରକୁ ଆଣୁଛନ୍ତି । ଏ ପର୍ଯ୍ୟନ୍ତ ୪  ଜଣଙ୍କୁ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ଏକ ମ୍ୟାଚ୍ ଖେଳିବା ପରେ ୧୨ଜଣ ଫୁଟବଲ୍‌ ଖେଳାଳି(୧୧ରୁ ୧୫ ବୟସର) ସେମାନଙ୍କ ୨୫  ବର୍ଷୀୟ କୋଚ୍‌ଙ୍କ ସହ ଏହି ଗୁମ୍ଫାରେ ପଶିଥିଲେ । ତେବେ ବାଟ ଭୁଲିଯିବାରୁ ବାହାରି ପାରି ନ ଥିଲେ । ବହୁ ଖୋଜା ଖୋଜି ପରେ ଏକ ବ୍ରିଟିଶ ବିଶେଷଜ୍ଞ ଟିମ୍ ଏମାନଙ୍କୁ  ଗୁମ୍ଫାରେ ଠାବ କରିଥିଲା । ଗୁମ୍ଫା ମୁହଁଠାରୁ ପ୍ରାୟ ୪ କିଲୋମିଟରେ ଦୂରରେ  ଏମାନେ ଫସି ଯାଇଥିଲେ । ଏ ସମ୍ପର୍କିତ ଭିଡିଓ ଭାଇରାଲ ହେବା ପରେ ସାରା  ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା।

ମୌସୁମୀ ବର୍ଷା ଯୋଗୁଁ ଗୁମ୍ଫାରେ ପାଣି ପଶିଯିବାରୁ ଖେଳାଳିମାନଙ୍କୁ ଉଦ୍ଧାର କରାଯାଇପାରିବ ନା ନାହିଁ, ତାକୁ ନେଇ  ବଢିଯାଇଥିଲା ଆଶଙ୍କା । ମାତ୍ର ଏହି ଘଡ଼ିସନ୍ଧି ମୁହୂର୍ତ୍ତର ମୁକାବିଲା କରିବା  ଲାଗି ହାତ ବଢାଇଥିଲା ପୂରା ବିଶ୍ୱ । ଅଷ୍ଟ୍ରେଲିଆ, ଚୀନ୍, ଇସ୍ରାଏଲ୍,  ମିଆଁମାର, ଫ୍ରାନ୍ସ ପରି କିଛି ଦେଶର ବିଶେଷଜ୍ଞ ଜଳବନ୍ଦୀ ହୋଇପଡିଥିବା ଏହି ୧୩ ଜଣଙ୍କୁ ଉଦ୍ଧାର ପାଇଁ ପହଞ୍ଚିଥିଲେ ଥାଇଲ୍ୟାଣ୍ଡରେ। ଏପରିକି ଜଣେ ସ୍କୁବା ଡାଇଭର ଜଳମଗ୍ନ ଗୁମ୍ଫା ମଧ୍ୟରେ ପ୍ରବେଶ କରୁଥିବା ବେଳେ ଅକ୍ସିଜେନ୍ ସରିଯିବାରୁ ପ୍ରାଣ ମଧ୍ୟ ହରାଇଥିଲେ। ଏବେ ଅପେକ୍ଷା ଅନ୍ୟମାନେ କିଭଳି ମୁକୁଳିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story