ମୋର ନୁହେଁ ତ କାହାର ନୁହେଁ, ପ୍ରେମିକାଙ୍କୁ ଟ୍ରେନ୍‌ ଆଗକୁ ଠେଲିଦେଲା ପ୍ରେମିକ

ମୁମ୍ବାଇ: ବିବାହ ପାଇଁ ମନା କରିବାରୁ ପ୍ରେମିକାକୁ ଟ୍ରେନ୍ ଆଗକୁ ଠେଲିଦେଲା ପ୍ରେମିକ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପ୍ଲାଟଫର୍ମରେ ଛିଡ଼ା ହୋଇ ଯୁବତୀଙ୍କ ସହ ପ୍ରଥମେ କଥା ହେଉଥିଲେ ଯୁବକ। ଆଉ ଏହାର କିଛି ସମୟ ପରେ ଟ୍ରେନ୍ ଆସିବାରୁ ତାଙ୍କୁ ଟ୍ରେନ୍ ଆଗକୁ ଠେଲିବାକୁ ଚେଷ୍ଟା କରିଛନ୍ତି । ମାତ୍ର ସୌଭାଗ୍ୟ ବଶତଃ ସେଠାରେ ଉପସ୍ଥିତ ଯାତ୍ରୀ ଯୁବତୀଙ୍କୁ […]

pp-1

pp-1

Tapas Behera
  • Published: Sunday, 21 February 2021
  • Updated: 21 February 2021, 03:49 PM IST

Sports

Latest News

ମୁମ୍ବାଇ: ବିବାହ ପାଇଁ ମନା କରିବାରୁ ପ୍ରେମିକାକୁ ଟ୍ରେନ୍ ଆଗକୁ ଠେଲିଦେଲା ପ୍ରେମିକ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପ୍ଲାଟଫର୍ମରେ ଛିଡ଼ା ହୋଇ ଯୁବତୀଙ୍କ ସହ ପ୍ରଥମେ କଥା ହେଉଥିଲେ ଯୁବକ। ଆଉ ଏହାର କିଛି ସମୟ ପରେ ଟ୍ରେନ୍ ଆସିବାରୁ ତାଙ୍କୁ ଟ୍ରେନ୍ ଆଗକୁ ଠେଲିବାକୁ ଚେଷ୍ଟା କରିଛନ୍ତି । ମାତ୍ର ସୌଭାଗ୍ୟ ବଶତଃ ସେଠାରେ ଉପସ୍ଥିତ ଯାତ୍ରୀ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଏଥିରେ ଯୁବତୀ ଜଣକ ସାମାନ୍ୟ ଆହତ ହୋଇଛନ୍ତି । ବିବାହ ପାଇଁ ଯୁବତୀ ଜଣକ ମନା କରିବାରୁ ଯୁବକ ଜଣକ ତାଙ୍କୁ ଟ୍ରେନ୍ ଆଗକୁ ଠେଲି ଦେଇଥିବା ଜଣାପଡ଼ିଛି।  ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story