କରୋନା ନିୟମ: କ’ଣ କରିବେ, କ’ଣ କରିବେ ନାହିଁ

ନୂଆଦିଲ୍ଲୀ: ଡିସେମ୍ୱର ମାସ ପାଇଁ କୋଭିଡ୍ ଗାଇଡ୍ ଲାଇନ୍ ଜାରି କରିଛନ୍ତି ସରକାର। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରାଳୟ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ କହିଛି। ଯେଉଁଥିରେ ଗୃହ ମନ୍ତ୍ରାଳୟ କହିଛି କଣ୍ଟେନମେଣ୍ଟ ଜୋନ୍, ଆକ୍ରାନ୍ତ କାହା ସହିତ ଯୋଗାଯୋଗରେ ଥିଲେ ତା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ କ’ଣ କରିବେ? ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଚିହ୍ନଟ କରିବେ କଣ୍ଟେନର ଜୋନରେ କେବଳ ଆବଶ୍ୟକ କାର୍ଯ୍ୟକଳାପକୁ […]

lockdown-4.0

lockdown-4.0

Subhransu Sekhar
  • Published: Wednesday, 25 November 2020
  • Updated: 25 November 2020, 05:39 PM IST

ନୂଆଦିଲ୍ଲୀ: ଡିସେମ୍ୱର ମାସ ପାଇଁ କୋଭିଡ୍ ଗାଇଡ୍ ଲାଇନ୍ ଜାରି କରିଛନ୍ତି ସରକାର। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରାଳୟ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ କହିଛି। ଯେଉଁଥିରେ ଗୃହ ମନ୍ତ୍ରାଳୟ କହିଛି କଣ୍ଟେନମେଣ୍ଟ ଜୋନ୍, ଆକ୍ରାନ୍ତ କାହା ସହିତ ଯୋଗାଯୋଗରେ ଥିଲେ ତା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି।

ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ କ'ଣ କରିବେ?

  • ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଚିହ୍ନଟ କରିବେ
  • କଣ୍ଟେନର ଜୋନରେ କେବଳ ଆବଶ୍ୟକ କାର୍ଯ୍ୟକଳାପକୁ ଅନୁମତି ମିଳିବ
  • ଘରକୁ ଘର ସର୍ଭେ କରାଯିବ
  • ନିର୍ଦ୍ଦିଷ୍ଟ ପ୍ରୋଟୋକଲ୍ ଅନୁଯାୟୀ ପରୀକ୍ଷା ହେବ
  • ଆକ୍ରାନ୍ତ ଚିହ୍ନଟ ହେଲେ ସଙ୍ଗେସଙ୍ଗେ ଆଇସୋଲେଶନରେ ରଖିବାକୁ ନିର୍ଦ୍ଦେଶ
  • ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ପୌରପାଳିକା କର୍ତ୍ତୃପକ୍ଷ ଉତ୍ତରଦାୟୀ ରହିବେ

କ’ଣ ଅନୁମତି, କ’ଣ ନାହିଁ ?

  • କଣ୍ଟେନମେଣ୍ଟ ଜୋନ ବାହାରେ ସମସ୍ତ କାର୍ଯ୍ୟକଳାପ ଅନୁମତି, ଜୋନ୍ ଭିତରେ ଅତ୍ୟାବଶ୍ୟକ କାମ ଛଡ଼ା ଆଉ କୌଣସି କାମକୁ ଅନୁମତି ନାହିଁ
  • ଅନ୍ତର୍ଜାତୀୟ ବିମାନ ଯାତ୍ରାକୁ ଅନୁମତି
  • ମୋଟ୍ କ୍ଷମତାର ୫୦ ପ୍ରତିଶତ ଆସନ ପୂରଣ କରି ସିନେମା ହଲ୍ ଖୋଲିବାକୁ ଅନୁମତି
  • ଖେଳାଳିଙ୍କ ତାଲିମ ପାଇଁ ସୁଇମିଂ ପୋଲ୍ ଖୋଲିବାକୁ ଅନୁମତି
  • ସର୍ବାଧିକ ୨୦୦ ଲୋକଙ୍କୁ ନେଇ ବ୍ୟବସାୟୀକ ହଲ୍ ଖୋଲି ହେବ
  • ସାମାଜିକ / ଧାର୍ମିକ / କ୍ରୀଡା / ମନୋରଞ୍ଜନ / ଶିକ୍ଷାଗତ / ସାଂସ୍କୃତିକ / ଧାର୍ମିକ ସମାବେଶ ସର୍ବାଧିକ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚାଲିବ
  • ଆନ୍ତଃ ରାଜ୍ୟ ଏବଂ ଅନ୍ତଃ ରାଜ୍ୟ ମଧ୍ୟରେ ଯାତାୟତ ନେଇ କୌଣସି ପ୍ରତିବନ୍ଧକ ନାହିଁ
  • ଦୁର୍ବଳ ବ୍ୟକ୍ତି, ଅର୍ଥାତ୍ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ସହ-ଅସୁସ୍ଥତା ଥିବା ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ପିଲାମାନେ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ନିର୍ଦ୍ଦେଶ।
  • ଆରୋଗ୍ୟ ସେତୁ ଆପ୍ ବ୍ୟବହାର ପାଇଁ ପରାମର୍ଶ

କୋଭିଡ୍ ନିୟମ

  • ଫେସ୍ ମାସ୍କ ପିନ୍ଧିବା, ହାତ ସଫା କରିବା ଏବଂ ସାମାଜିକ ଦୂରତା ଦିଗରେ ନିୟମ କଡ଼ାକଡ଼ି
  • ସାର୍ବଜନୀନ ସ୍ଥାନ ଏବଂ କାର୍ଯ୍ୟକ୍ଷେତ୍ରରେ ଫେସ୍ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କ ବିରୋଧରେ ଦଣ୍ଡବିଧାନ
  • ସାମାଜିକ ଦୂରତା ପାଇଁ ବିଶେଷ ବଜାର, ସାପ୍ତାହିକ ବଜାର ଏବଂ ଜନସାଧାରଣ ପରିବହନରେ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story