ବିଡେନଙ୍କ ବିଜୟକୁ ନିଶ୍ଚିତ କଲା ଆମେରିକା ସଂସଦ

ଓ୍ୱାଶିଂଟନ: ଆମେରିକାର ଇତିହାସରେ ଆଜିର ଦିନ କଳା ଦିନ ଭାବରେ ସ୍ମରଣୀୟ ହୋଇ ରହିବ। କ୍ୟାପିଟୋଲ ବିଲ୍ଡିଂ (ସଂସଦ) ପରିସରରେ ଯେଉଁଭଳି ହିଂସା ଦେଖିବାକୁ ମିଳିଛି ତାହା ନିନ୍ଦନୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ନେତା ଏହି ହିଂସାକୁ ନିନ୍ଦା କରିଛନ୍ତି। ବିଦାୟୀ ରାଷ୍ଚ୍ରପତି ଟ୍ରମ୍ପଙ୍କ ସମର୍ଥକମାନେ ଏହି ହିଂସା କରିଥିବା ଜଣାପଡ଼ିଛି। ଏହି ହିଂସାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। କେବଳ ଏତିକି ନୁହେଁ ୱାଶିଂଟନ୍ ଡି.ସିରେ କର୍ଫ୍ୟୁ ଲାଗୁ […]

joe biden

joe biden

Subhransu Sekhar
  • Published: Thursday, 07 January 2021
  • Updated: 07 January 2021, 02:40 PM IST

Sports

Latest News

ଓ୍ୱାଶିଂଟନ: ଆମେରିକାର ଇତିହାସରେ ଆଜିର ଦିନ କଳା ଦିନ ଭାବରେ ସ୍ମରଣୀୟ ହୋଇ ରହିବ। କ୍ୟାପିଟୋଲ ବିଲ୍ଡିଂ (ସଂସଦ) ପରିସରରେ ଯେଉଁଭଳି ହିଂସା ଦେଖିବାକୁ ମିଳିଛି ତାହା ନିନ୍ଦନୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ନେତା ଏହି ହିଂସାକୁ ନିନ୍ଦା କରିଛନ୍ତି। ବିଦାୟୀ ରାଷ୍ଚ୍ରପତି ଟ୍ରମ୍ପଙ୍କ ସମର୍ଥକମାନେ ଏହି ହିଂସା କରିଥିବା ଜଣାପଡ଼ିଛି। ଏହି ହିଂସାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। କେବଳ ଏତିକି ନୁହେଁ ୱାଶିଂଟନ୍ ଡି.ସିରେ କର୍ଫ୍ୟୁ ଲାଗୁ କରାଯାଇଛି।

ଅନ୍ୟପଟେ ଆମେରିକାରେ ହିଂସା ପରେ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କ ବିଜୟ ସୁନିଶ୍ଚିତ ହୋଇଛି। ଅର୍ଥାତ୍ ସେ ରାଷ୍ଟ୍ରପତି ହେବାର ରାସ୍ତା ସଫା ହୋଇଛି। ଆମେରିକାର କଂଗ୍ରେସ ଇଲେକ୍ଟୋରାଲ ବା ସଂସଦ ଫଳାଫଳକୁ ଗ୍ରହଣ କରିଛି। ତେଣୁ ବିଡେନଙ୍କ ବିଜୟ ପଥ ପରିସ୍କାର ହୋଇଛି।

ଅନ୍ୟପଟେ ଆମେରିକାରେ ଦେଖାଯାଇଥିବା ହିଂସାକୁ ନେଇ ଚାଇନା ସରକାରର ମୁଖପାତ୍ର ଗ୍ଲୋବାଲ୍ ଟାଇମ୍ସ ପ୍ରତିକ୍ରିୟା ରଖିଛି। ପ୍ରଥମେ ଷ୍ଟାଚ୍ୟୁ ଅଫ୍ ଲିବର୍ଟିକୁ ପରିହାସ କରିଥିଲା। ଏହାପରେ ବାଚସ୍ପତି ନାନସୀ ପେଲସିଙ୍କୁ ବର୍ତ୍ତମାନ ସମାଲୋଚନା କରିଛି। ସୂଚନାଯୋଗ୍ୟ, ହଂକଂରେ ପ୍ରଦର୍ଶନର ଚିତ୍ରକୁ ସୁନ୍ଦର ବୋଲି ନାନସୀ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story