କଟକଣାକୁ ଖାତିର ନାହିଁ, ଜମୁଛି ପର୍ଣ୍ଣ ସାଇଟ୍‌ ବ୍ୟବସାୟ

ନୂଆଦିଲ୍ଲୀ: ଭାରତ ସରକାର ପର୍ଣ୍ଣ ୱେବସାଇଟ୍‌ ଉପରେ କଟକଣା ଲଗାଇବା ପରେ ମଧ୍ୟ ଅନ୍ତର୍ଜାତୀୟ ପର୍ଣ୍ଣ ୱେବସାଇଟ୍‌ମାନେ ଚୁପ୍ ବସିନାହାନ୍ତି। ସେମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ସ୍ମାର୍ଟଫୋନ୍‌ ଏବଂ କମ୍ପ୍ୟୁଟରଗୁଡ଼ିକରେ ପହଞ୍ଚିବା ପାଇଁ ଅଭିନବ ଉପାୟ ପାଞ୍ଚିଛନ୍ତି। ଅର୍ଥାତ ସରକାର ବ୍ୟାନ୍‌ କରିଥିବା ୱେବସାଇଟ୍‌ ନାଁରେ ସାମାନ୍ୟ ପରିବର୍ତ୍ତନ କରି ବ୍ୟବସାୟ ଚଲାଇଛନ୍ତି। ପୂର୍ବରୁ ଟେଲି କମ୍ୟୁନିକେସନ୍‌ ବିଭାଗ ଆଇଟି ଆକ୍ଟ ୨୦୦୦ର ଧାରା ୭୯ (୩) (ଗ) ଅନୁଯାୟୀ ବିଭିନ୍ନ ଇଣ୍ଟରନେଟ୍‌ ସେବା ଯୋଗାଣକାରୀଙ୍କୁ ପର୍ଣ୍ଣ […]

porn

porn

Subrat Kumar Nayak
  • Published: Tuesday, 01 October 2019
  • Updated: 01 October 2019, 09:48 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ସରକାର ପର୍ଣ୍ଣ ୱେବସାଇଟ୍‌ ଉପରେ କଟକଣା ଲଗାଇବା ପରେ ମଧ୍ୟ ଅନ୍ତର୍ଜାତୀୟ ପର୍ଣ୍ଣ ୱେବସାଇଟ୍‌ମାନେ ଚୁପ୍ ବସିନାହାନ୍ତି। ସେମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ସ୍ମାର୍ଟଫୋନ୍‌ ଏବଂ କମ୍ପ୍ୟୁଟରଗୁଡ଼ିକରେ ପହଞ୍ଚିବା ପାଇଁ ଅଭିନବ ଉପାୟ ପାଞ୍ଚିଛନ୍ତି। ଅର୍ଥାତ ସରକାର ବ୍ୟାନ୍‌ କରିଥିବା ୱେବସାଇଟ୍‌ ନାଁରେ ସାମାନ୍ୟ ପରିବର୍ତ୍ତନ କରି ବ୍ୟବସାୟ ଚଲାଇଛନ୍ତି।

ପୂର୍ବରୁ ଟେଲି କମ୍ୟୁନିକେସନ୍‌ ବିଭାଗ ଆଇଟି ଆକ୍ଟ ୨୦୦୦ର ଧାରା ୭୯ (୩) (ଗ) ଅନୁଯାୟୀ ବିଭିନ୍ନ ଇଣ୍ଟରନେଟ୍‌ ସେବା ଯୋଗାଣକାରୀଙ୍କୁ ପର୍ଣ୍ଣ ୱେବସାଇଟ୍‌ ଉପରେ କଟକଣା ଲଗାଇବାକୁ କହିଥିଲା। ଏହି ଅର୍ଡର ଫଳରେ ୮୫୭ଟି ୱେବାସାଇଟ୍‌କୁ ‘ଅନୈତିକ ଏବଂ ଅଶ୍ଲୀଳ’ ଚିତ୍ର ପ୍ରଦର୍ଶନ କରୁଥିବା ଦର୍ଶାଇ ବନ୍ଦ କରାଯାଇଥିଲା।

କିନ୍ତୁ ପର୍ଣ୍ଣହବ୍‌ ଏବଂ ରେଡ୍‌ଟ୍ୟୁବ୍‌ ଆଦି ଲୋକପ୍ରିୟ ୱେବସାଇଟ୍‌ ଭାରତରେ ପୁଣି ବ୍ୟବସାୟ ଆରମ୍ଭ କରିଛନ୍ତି। ଏମାନେ ପୂର୍ବରୁ ଡଟ୍‌ କମ୍‌ (.com) ଏବଂ (.in) ଡୋମେନ୍‌ରେ ଉପଲବ୍ଧ ଥିଲେ। ବର୍ତ୍ତମାନ ଏଗୁଡ଼ିକ ବନ୍ଦ ହୋଇଯିବା ପରେ (.net) ଏବଂ (.org) ନାମରେ ୱେବସାଇଟ୍‌ ଖୋଲି ବ୍ୟବସାୟ ଚଲାଇଛନ୍ତି। ସୂଚନାଯୋଗ୍ୟ ଯେ, (.org) ଏନ୍‌ଜିଓ ଭଳି ସଂଗଠନ ପାଇଁ ଉଦ୍ଦିଷ୍ଟ। ଅନ୍ୟପକ୍ଷରେ (.net) ନେଟ୍‌ୱର୍କ ଏବଂ ଇମେଲ୍‌ ଆଦି ପାଇଁ ଆରମ୍ଭ ହୋଇଥିଲା।

ଗତ ବର୍ଷ ଡିସେମ୍ବରରେ ସରକାରୀ ନିର୍ଦ୍ଦେଶ ପରେ ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍‌ ଏହି ସବୁ ୱେବ୍‌ସାଇଟ୍‌କୁ ବନ୍ଦ କରିଦେଇଥିଲେ। ତେବେ କେବଳ ନାମ ପରିବର୍ତ୍ତନ ନୁହେଁ, ନେଟ୍‌ୱର୍କ ଯାଞ୍ଚ କରୁଥିବା ଭିପିଏନ୍‌କୁ ବାଟବଣା କରିବା ପାଇଁ ବିଭିନ୍ନ ଆପ୍ଲିକେସନ୍‌ ମଧ୍ୟ ଆସିଲାଣି। ଏହା ସାହାଯ୍ୟରେ ଟେଲିକମ୍‌ କମ୍ପାନୀଙ୍କୁ ଠକି ହେଉଛି। ବିଶେଷ କରି ଫେସବୁକ୍‌ରେ ବିଭିନ୍ନ ପର୍ଣ୍ଣଷ୍ଟାରଙ୍କ ଭିଡିଓ ସହ ଏସବୁର ବିଜ୍ଞାପନ ଦେଖିବାକୁ ମିଳୁଛି। ତେବେ ଏସବୁ ବେଆଇନ କି ନା କିଛି ସ୍ପଷ୍ଟ ଜଣାପଡ଼ିନାହିଁ। ତେବେ ଏ ବାବଦରେ ଚେତି ସରକାର କେବେ କାର୍ଯ୍ୟାନୁଷ୍ଠାନ ନେବେ ତାହା ଦେଖିବାକୁ ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story