କେନ୍ଦ୍ର ଅଧୀନରେ ଥିବା ଏହି କମ୍ପାନୀର କର୍ମଚାରୀ ପାଇବେ ପେନ୍‌ସନ୍‌ ସୁବିଧା

ନୂଆଦିଲ୍ଲୀ: ସରକାରୀ ଷ୍ଟିଲ୍‌ କମ୍ପାନୀରେ କାମ କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ଖୁସି ଖବର। ଏହି କମ୍ପାନୀର ଅଧିକାରୀ ଓ କର୍ମଚାରୀଙ୍କୁ ଏବେ ପେନ୍‌ସନ୍‌ ସ୍କିମ୍‌ରୁ ଲାଭ ମିଳିବ। ଏହାସହ କମ୍ପାନୀରୁ ଅବସର ନେଇ ସାରିଥିବା କର୍ମଚାରୀ ମଧ୍ୟ ଏହି ପେନ୍‌ସନ୍‌ ଯୋଜନାରୁ ଲାଭ ପାଇବେ। ଇସ୍ପାତ ମନ୍ତ୍ରାଳୟ ଅଧୀନରେ ଥିବା ବିଭିନ୍ନ ସେଣ୍ଟ୍ରାଲ ପବ୍ଲିକ୍‌ ସେକ୍ଟର୍‌ ଏଣ୍ଟର୍‌ପ୍ରାଇଜେସ୍‌ (CPSEs)ର ପ୍ରସ୍ତାବକୁ ନେଇ ଏହି ନିଷ୍ପତ୍ତି ହୋଇଛି। ପଦାଧିକାରୀଙ୍କ କ୍ଷେତ୍ରରେ ୨୦୦୭ ଜାନୁଆରୀ ୧ ଏବଂ […]

sail

sail

Rakesh Mallick
  • Published: Friday, 27 July 2018
  • Updated: 27 July 2018, 02:38 PM IST

Sports

Latest News

ନୂଆଦିଲ୍ଲୀ: ସରକାରୀ ଷ୍ଟିଲ୍‌ କମ୍ପାନୀରେ କାମ କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ଖୁସି ଖବର। ଏହି କମ୍ପାନୀର ଅଧିକାରୀ ଓ କର୍ମଚାରୀଙ୍କୁ ଏବେ ପେନ୍‌ସନ୍‌ ସ୍କିମ୍‌ରୁ ଲାଭ ମିଳିବ। ଏହାସହ କମ୍ପାନୀରୁ ଅବସର ନେଇ ସାରିଥିବା କର୍ମଚାରୀ ମଧ୍ୟ ଏହି ପେନ୍‌ସନ୍‌ ଯୋଜନାରୁ ଲାଭ ପାଇବେ।

ଇସ୍ପାତ ମନ୍ତ୍ରାଳୟ ଅଧୀନରେ ଥିବା ବିଭିନ୍ନ ସେଣ୍ଟ୍ରାଲ ପବ୍ଲିକ୍‌ ସେକ୍ଟର୍‌ ଏଣ୍ଟର୍‌ପ୍ରାଇଜେସ୍‌ (CPSEs)ର ପ୍ରସ୍ତାବକୁ ନେଇ ଏହି ନିଷ୍ପତ୍ତି ହୋଇଛି। ପଦାଧିକାରୀଙ୍କ କ୍ଷେତ୍ରରେ ୨୦୦୭ ଜାନୁଆରୀ ୧ ଏବଂ ସାଧାରଣ କର୍ମଚାରୀଙ୍କ କ୍ଷେତ୍ରରେ ୨୦୧୨ ଜାନୁଆରୀ ୧ରୁ ପେନ୍‌ସନ୍‌ ଯୋଜନା ପିଛିଲା ଭାବେ ଲାଗୁ ହେବ।

ସେଲ୍‌(SAIL), ଆରଆଇଏନ୍‌ଏଲ୍‌(RINL), ଏମ୍‌ଏସ୍‌ଟିସି(MSTC), ଏଫ୍‌ଏସ୍‌ଏନ୍‌ଏଲ୍‌(FSNL), ମେକନ୍‌ MECON) ଓ କେଆଇଓସିଏଲ୍‌ର (KIOCL)ର କର୍ମଚାରୀ ସଂଘ ଓ ଅଧିକାରୀଙ୍କ ପ୍ରତିନିଧିଙ୍କ ସହ ବିସ୍ତୃତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଇସ୍ପାତ ମନ୍ତ୍ରାଳୟ ଅନୁସାରେ ପେନ୍‌ସନ୍‌ ଯୋଜନାରେ ୯୪ ହଜାରରୁ ଅଧିକ କାର୍ଯ୍ୟରତ ଓ ୫୬ ହଜାର ଅପସରପ୍ରାପ୍ତ କର୍ମଚାରୀ ଲାଭବାନ ହେବେ। ଏଥିପାଇଁ ଅତିରିକ୍ତ ୪୫ କୋଟି ଟଙ୍କା ଖର୍ଚ୍ଚ ହେବ।

ବିଭାଗୀୟ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “କମ୍ପାନୀର କର୍ମଚାରୀ ଓ ଅଧିକାରୀଙ୍କୁ ପୂର୍ବରୁ ମେଡିକାଲ ସୁବିଧା ଦିଆଯାଉଛି। ଏହି ଯୋଜନାର ସମସ୍ତ ଖର୍ଚ୍ଚ କମ୍ପାନୀମାନେ ନିଜେ ଉଠାଇବେ ଏବଂ ଏଥିପାଇଁ ସରକାରଙ୍କ ଉପରେ ଏହାର ବୋଝ ପଡ଼ିବ ନାହିଁ।”

ସେ ଆହୁରି କହିଛନ୍ତି, “ସ୍କିମ୍‌ ଲାଗୁ କରିବା ଓ ଏହାକୁ କର୍ମଚାରୀ ଓ ଅଧିକାରୀଙ୍କ କ୍ଷେତ୍ରରେ କେମିତି ଲାଗୁ କରାଯିବ ତାହା ଉପରେ କମ୍ପାନୀ ମ୍ୟାନେଜ୍‌ମେଣ୍ଟ ବିଚାର କରି ଶେଷ ନିଷ୍ପତ୍ତି ନେବ।”

ସୂଚନାଯୋଗ୍ୟ, କିଛିବର୍ଷ ପୂର୍ବେ ସେନାକୁ ଛାଡ଼ି ଅନ୍ୟ ସରକାରୀ ଚାକିରିରୁ ସରକାର ପେନ୍‌ସନ୍‌ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଠାଇ ଦେଇଥିଲେ। ଏହାଦ୍ୱାରା ଅତ୍ୟଧିକ ଖର୍ଚ୍ଚ ହେଉଛି ବୋଲି ସରକାର କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story