ମହାରାଷ୍ଟ୍ରରେ ପରେ ଏହି ରାଜ୍ୟରେ କରୋନା ନେଲାଣି ଅଧିକ ମୁଣ୍ଡ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦ୍ୱାରା ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଦେଶର ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୭୭ ରହିଛି। ସାରା ଦେଶରେ ଗତ ୨୪ ଘଣ୍ଟାରେ ୧୭ ଜଣଙ୍କ ଜୀବନ ଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ମହାରାଷ୍ଟ୍ର ପରେ ଦିଲ୍ଲୀ, ତାମିଲନାଡୁ ଓ ଉତ୍ତର ପ୍ରଦେଶରେ ସାର୍ବଧିକ ଆକ୍ରାନ୍ତ ରହିଛନ୍ତି। ହେଲେ ମହାରାଷ୍ଟ୍ର ପରେ ଗୁଜରାଟରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି। ଗୁଜରାଟରେ […]

a

a

Hemant Lenka
  • Published: Thursday, 09 April 2020
  • Updated: 09 April 2020, 05:16 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦ୍ୱାରା ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଦେଶର ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୭୭ ରହିଛି।

ସାରା ଦେଶରେ ଗତ ୨୪ ଘଣ୍ଟାରେ ୧୭ ଜଣଙ୍କ ଜୀବନ ଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ମହାରାଷ୍ଟ୍ର ପରେ ଦିଲ୍ଲୀ, ତାମିଲନାଡୁ ଓ ଉତ୍ତର ପ୍ରଦେଶରେ ସାର୍ବଧିକ ଆକ୍ରାନ୍ତ ରହିଛନ୍ତି। ହେଲେ ମହାରାଷ୍ଟ୍ର ପରେ ଗୁଜରାଟରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି।

ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ କମ ଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚି ଯାଇଛି। ଗୁଜରାଟ ଏବେ ଦେଶରେ ସର୍ବାଧିକ ସଂକ୍ରମିତ ରାଜ୍ୟମାନଙ୍କ ତାଲିକାର ୧୦ ନଂ ସ୍ଥାନରେ ରହିଛି। ଗୁଜରାଟ ପଛକୁ ମଧ୍ୟପ୍ରଦେଶରେ ୧୩ ଜଣ ପ୍ରାଣ ହରାଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଗୁଜରାଟରେ ୧୭୯ ଜଣ କରୋନା ରୋଗୀ ରହିଥିବା ବେଳେ ୧୬ ଜଣଙ୍କ ଜୀବନ ଯାଇଛି। ଯଦି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖିବା ତା’ହେଲେ ଗୁଜରାଟ ତୁଳନାରେ ତାମିଲନାଡୁ, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ଅଧିକ ରୋଗୀ ଠାବ ହୋଇଛନ୍ତି।

ହେଲେ ଗୁଜରାଟ ତୁଳନାରେ ଏଠାରେ ମୃତ୍ୟୁସଂଖ୍ୟା କମ ରହିଛି। ତାମିଲନାଡୁ, ଦିଲ୍ଲୀ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶ ଯଥାକ୍ରମେ କରୋନା ମୃତ୍ୟୁସଂଖ୍ୟା ତାଲିକାର ୮,୯,୭, ୩ ଓ ୪ ନଂ ସ୍ଥାନରେ ରହିଛନ୍ତି। ମହାରାଷ୍ଟ୍ର ପରେ କେରଳରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ହେଲେ ଗୋଟିଏ ସପ୍ତାହରେ ସ୍ଥିତି ବଦଳି ଯାଇଛି। ବର୍ତ୍ତମାନ ଦେଶର କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ରାଜ୍ୟର ତାଲିକାର ୮ନଂ ସ୍ଥାନରେ କେରଳ ରହିଛି। ଏଠାରେ ମାତ୍ର ୨ ଜଣଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story