ଶନିବାର ଝଡ଼ ତୋଫାନ୍ ଆଶଙ୍କା

ଅମରାବତୀ: ନଭେମ୍ୱର ସାତ ତାରିଖରେ ପ୍ରବଳ ଝଡ଼ ତୋଫାନ୍ ହେବ। ଆନ୍ଧ୍ରପ୍ରଦେଶର ଉପକୂଳ ଏବଂ ପୁଡୁଚେରୀର ୟନମରେ ପ୍ରବଳ ବର୍ଷା ସହିତ ଝଡ଼ ତୋଫାନ୍ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ହେଲେ ଏହାର ପରଦିନ ପାଖରୁ ବର୍ଷା ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ପଶ୍ଚିମ ଗୋଦାବରୀ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରିଛି। ସୋମବାର ରାତି ୧୦ଟା ସମୟରେ କିନ୍ତୁ ଭୀମାଓ୍ୱରମର କିଛି ସ୍ଥାନରେ […]

RAIN

Subhransu Sekhar
  • Published: Friday, 06 November 2020
  • , Updated: 06 November 2020, 06:52 PM IST

ଅମରାବତୀ: ନଭେମ୍ୱର ସାତ ତାରିଖରେ ପ୍ରବଳ ଝଡ଼ ତୋଫାନ୍ ହେବ। ଆନ୍ଧ୍ରପ୍ରଦେଶର ଉପକୂଳ ଏବଂ ପୁଡୁଚେରୀର ୟନମରେ ପ୍ରବଳ ବର୍ଷା ସହିତ ଝଡ଼ ତୋଫାନ୍ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ହେଲେ ଏହାର ପରଦିନ ପାଖରୁ ବର୍ଷା ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ତେବେ ପଶ୍ଚିମ ଗୋଦାବରୀ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରିଛି। ସୋମବାର ରାତି ୧୦ଟା ସମୟରେ କିନ୍ତୁ ଭୀମାଓ୍ୱରମର କିଛି ସ୍ଥାନରେ ଅଧ ଘଣ୍ଟାଏ ପାଇଁ ବର୍ଷା ହେବ ବୋଲି ଆକଳନ କରାଯାଉଛି। ସେହିପରି ମଙ୍ଗଳବାର ଦ୍ୱିପ୍ରହର ସମୟରେ ଘଣ୍ଟାଏ ପାଇଁ ବର୍ଷା ହେବ ବୋଲି ଆକଳନ କରାଯାଉଛି।

Related story