ଆରୋଗ୍ୟ ହାରରେ ୧୧ନଂରେ ଓଡ଼ିଶା, ୧ ନଂରେ କିଏ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ ଆରୋଗ୍ୟ ହାର ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି। ଦେଶରେ ଏବେ ଆରୋଗ୍ୟ ହାର ପ୍ରାୟ ୬୦% ରହିଛି। ଏଯାଏ ଦେଶର ଆକ୍ରାନ୍ତ ହୋଇଥିବା ୬,୦୪,୬୪୧ ଜଣଙ୍କ ମଧ୍ୟରୁ ୩,୫୯,୮୫୯ ଜଣ ସୁସ୍ଥ ହୋଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏବେ ଦେଶରେ ଆରୋଗ୍ୟ ହାର ୫୯.୫୨% ରହିଛି। ପ୍ରତିଦିନ ୧୦ ହଜାରରୁ ଅଧିକ ଲୋକ ସୁସ୍ଥ ହେଉଛନ୍ତି। ଦେଶରେ ଆରୋଗ୍ୟ ହାର ସର୍ବଶ୍ରେଷ୍ଠ ଥିବା ୧୫ଟି […]

eq

eq

Hemant Lenka
  • Published: Thursday, 02 July 2020
  • Updated: 02 July 2020, 05:27 PM IST

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ ଆରୋଗ୍ୟ ହାର ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି। ଦେଶରେ ଏବେ ଆରୋଗ୍ୟ ହାର ପ୍ରାୟ ୬୦% ରହିଛି। ଏଯାଏ ଦେଶର ଆକ୍ରାନ୍ତ ହୋଇଥିବା ୬,୦୪,୬୪୧ ଜଣଙ୍କ ମଧ୍ୟରୁ ୩,୫୯,୮୫୯ ଜଣ ସୁସ୍ଥ ହୋଇଛନ୍ତି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏବେ ଦେଶରେ ଆରୋଗ୍ୟ ହାର ୫୯.୫୨% ରହିଛି। ପ୍ରତିଦିନ ୧୦ ହଜାରରୁ ଅଧିକ ଲୋକ ସୁସ୍ଥ ହେଉଛନ୍ତି। ଦେଶରେ ଆରୋଗ୍ୟ ହାର ସର୍ବଶ୍ରେଷ୍ଠ ଥିବା ୧୫ଟି ରାଜ୍ୟର ତାଲିକା ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ଗୁରୁବାର ସକାଳ ୮ଟା ସୁଦ୍ଧା ତଥ୍ୟକୁ ନେଇ ଏହି ଆରୋଗ୍ୟ ହାର ପ୍ରକାଶ କରାଯାଇଛି।

ତଥ୍ୟ ଅନୁଯାୟୀ, ତାଲିକାର ୧୧ ନଂ ସ୍ଥାନରେ ଓଡ଼ିଶା ରହିଛି। ଓଡ଼ିଶାରେ ଆରୋଗ୍ୟ ହାର ୭୩.୨% ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫,୩୫୩ ଜଣ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ତାଲିକାରେ ଚଣ୍ଡିଗଡ଼ ପ୍ରଥମ ସ୍ଥାନରେ ରହିଛି। ଏଠାରେ ଆରୋଗ୍ୟ ହାର ୮୨.୩% ରହିଛି। ସେହିପରି ଦ୍ୱିତୀୟ ସ୍ଥାନରେ ମେଘାଳୟ(୮୦.୮%), ତୃତୀୟରେ ରାଜସ୍ଥାନ(୭୯.୬%), ୪ର୍ଥରେ ଉତ୍ତରାଖଣ୍ଡ(୭୮.୬%), ୫ମରେ ଛତିଶଗଡ଼ (୭୮.୩%), ୬ଷ୍ଠରେ ତ୍ରିପୁରା(୭୮.୩%), ୭ମରେ ବିହାର(୭୭.୫%), ୮ମରେ ମିଜୋରାମ(୭୬.୯%), ୯ମରେ ମଧ୍ୟପ୍ରଦେଶ(୭୬.୯%), ୧୦ରେ ଝାରଖଣ୍ଡ(୭୬.୬%), ୧୧ରେ ଓଡ଼ିଶା( ୭୩.୨%), ୧୨ରେ ଗୁଜରାଟ(୭୨.୩%), ୧୩ରେ ହରିଆଣା(୭୦.୩%), ୧୪ରେ ଲଦାଖ(୭୦.୧%) ଓ ୧୫ତମ ସ୍ଥାନରେ ଉତ୍ତର ପ୍ରଦେଶ(୬୯.୧%) ରହିଛି।

ଅନ୍ୟପକ୍ଷରେ ଏଯାଏ ମହାରାଷ୍ଟ୍ରରେ ସର୍ବାଧିକ ୯୩,୧୫୪ ଜଣ ସୁସ୍ଥ ହୋଇଛି। ଦେଶର କୌଣସି ରାଜ୍ୟରେ ଏଯାଏ ଏତେ ସଂଖ୍ୟକ ଲୋକ ସୁସ୍ଥ ହୋଇ ନଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଉଛି। ଦେଶରେ ସର୍ବାଧିକ ସୁସ୍ଥ ହୋଇଥିବା ଶ୍ରେଷ୍ଠ ୧୫ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ୧୫ନଂ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story