ଲକ୍‌ଡାଉନ୍‌ରେ ବଢ଼ୁଛି ଡେଟିଂ ଆପ୍‌ ଟିଣ୍ଡରର ଚାହିଦା

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ରେ ସମସ୍ତେ ଘରେ ଲକ୍‌ ଥିଲେ ମଧ୍ୟ ଡେଟିଂ ଆପ୍‌ ଟିଣ୍ଡରର ଅଦ୍ଭୁତ ଚାହିଦା ରହିଥିବା ଜଣାପଡ଼ିଛି। ଏଥିରେ ଚାଟିଂର ମାତ୍ରା ଏବେ ୩୯% ବଢ଼ିଯାଇଛି। ଏପରିକି ହାରହାରି କଥାବାର୍ତ୍ତାର ଅବଧି ମଧ୍ୟ ୨୮% ବୃଦ୍ଧି ପାଇଛି। ଏବେ ଏହି ଆପ୍ଲିକେସନ୍‌ରେ ‘ଟିଣ୍ଡର ପାସପୋର୍ଟ’ ଫିଚର ଯୋଡ଼ିହୋଇଛି। ଅର୍ଥାତ ଯେ କୌଣସି ସ୍ଥାନରୁ ସାଥୀ ଖୋଜି ହେଉଛି। ପୂର୍ବରୁ କେବଳ ନିଜ ଭୌଗଳିକ ଠିକଣାରେ ଏହା ସୀମିତ ରହୁଥିଲା। ବର୍ତ୍ତମାନ ବିଶ୍ୱର ବିଭିନ୍ନ ଭାଗ ଯଥା […]

tinder

tinder

Subrat Kumar Nayak
  • Published: Friday, 10 April 2020
  • Updated: 10 April 2020, 04:55 PM IST

Sports

Latest News

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ରେ ସମସ୍ତେ ଘରେ ଲକ୍‌ ଥିଲେ ମଧ୍ୟ ଡେଟିଂ ଆପ୍‌ ଟିଣ୍ଡରର ଅଦ୍ଭୁତ ଚାହିଦା ରହିଥିବା ଜଣାପଡ଼ିଛି। ଏଥିରେ ଚାଟିଂର ମାତ୍ରା ଏବେ ୩୯% ବଢ଼ିଯାଇଛି। ଏପରିକି ହାରହାରି କଥାବାର୍ତ୍ତାର ଅବଧି ମଧ୍ୟ ୨୮% ବୃଦ୍ଧି ପାଇଛି।

ଏବେ ଏହି ଆପ୍ଲିକେସନ୍‌ରେ ‘ଟିଣ୍ଡର ପାସପୋର୍ଟ’ ଫିଚର ଯୋଡ଼ିହୋଇଛି। ଅର୍ଥାତ ଯେ କୌଣସି ସ୍ଥାନରୁ ସାଥୀ ଖୋଜି ହେଉଛି। ପୂର୍ବରୁ କେବଳ ନିଜ ଭୌଗଳିକ ଠିକଣାରେ ଏହା ସୀମିତ ରହୁଥିଲା। ବର୍ତ୍ତମାନ ବିଶ୍ୱର ବିଭିନ୍ନ ଭାଗ ଯଥା ଜର୍ମାନୀ, ଫ୍ରାନ୍ସ ଏବଂ ବ୍ରାଜିଲରେ ଯଥାକ୍ରମେ ୧୯%, ୨୦% ଏବଂ ୧୫% ବୃଦ୍ଧି ପାଇଛି। ଭାରତରେ ଏପରି ପାସପୋର୍ଟିଂର ମାତ୍ରା ୨୫%।

ଏବେ ଯେଉଁ ସମୟ ରହିଛି ଲୋକେ ଏକୁଟିଆ, ପ୍ରତିକ୍ରିୟାଶୀଳ ଏବଂ ଅନିର୍ଦ୍ଦିଷ୍ଟତା ଆଦି ଦେଇ ଗତି କରୁଛନ୍ତି। ସେଲ୍ଫର ଆଇସୋଲେସନ୍‌ ଏବଂ ୱାର୍କ ଫ୍ରମ୍‌ ହୋମ୍‌ ଆଦି ନିତିଦିନିଆ ଜୀବନଠାରୁ ଦୂରେଇ ରଖୁଛି। ଫଳରେ ଲୋକେ ସାଥୀ ଖୋଜାରେ ସମୟ ଦେଉଛନ୍ତି।

ସାରା ବିଶ୍ୱରେ ଲୋକେ ହାରହାରି ପ୍ରତିଦିନ ୨୦% ଅଧିକ କଥାବାର୍ତ୍ତା କରୁଛନ୍ତି। ହାରାହାରି ଅବଧି ମଧ୍ୟ ୨୫% ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story