ନୂଆଦିଲ୍ଲୀ: ଲକ୍ଡାଉନ୍ରେ ସମସ୍ତେ ଘରେ ଲକ୍ ଥିଲେ ମଧ୍ୟ ଡେଟିଂ ଆପ୍ ଟିଣ୍ଡରର ଅଦ୍ଭୁତ ଚାହିଦା ରହିଥିବା ଜଣାପଡ଼ିଛି। ଏଥିରେ ଚାଟିଂର ମାତ୍ରା ଏବେ ୩୯% ବଢ଼ିଯାଇଛି। ଏପରିକି ହାରହାରି କଥାବାର୍ତ୍ତାର ଅବଧି ମଧ୍ୟ ୨୮% ବୃଦ୍ଧି ପାଇଛି।
ଏବେ ଏହି ଆପ୍ଲିକେସନ୍ରେ ‘ଟିଣ୍ଡର ପାସପୋର୍ଟ’ ଫିଚର ଯୋଡ଼ିହୋଇଛି। ଅର୍ଥାତ ଯେ କୌଣସି ସ୍ଥାନରୁ ସାଥୀ ଖୋଜି ହେଉଛି। ପୂର୍ବରୁ କେବଳ ନିଜ ଭୌଗଳିକ ଠିକଣାରେ ଏହା ସୀମିତ ରହୁଥିଲା। ବର୍ତ୍ତମାନ ବିଶ୍ୱର ବିଭିନ୍ନ ଭାଗ ଯଥା ଜର୍ମାନୀ, ଫ୍ରାନ୍ସ ଏବଂ ବ୍ରାଜିଲରେ ଯଥାକ୍ରମେ ୧୯%, ୨୦% ଏବଂ ୧୫% ବୃଦ୍ଧି ପାଇଛି। ଭାରତରେ ଏପରି ପାସପୋର୍ଟିଂର ମାତ୍ରା ୨୫%।
ଏବେ ଯେଉଁ ସମୟ ରହିଛି ଲୋକେ ଏକୁଟିଆ, ପ୍ରତିକ୍ରିୟାଶୀଳ ଏବଂ ଅନିର୍ଦ୍ଦିଷ୍ଟତା ଆଦି ଦେଇ ଗତି କରୁଛନ୍ତି। ସେଲ୍ଫର ଆଇସୋଲେସନ୍ ଏବଂ ୱାର୍କ ଫ୍ରମ୍ ହୋମ୍ ଆଦି ନିତିଦିନିଆ ଜୀବନଠାରୁ ଦୂରେଇ ରଖୁଛି। ଫଳରେ ଲୋକେ ସାଥୀ ଖୋଜାରେ ସମୟ ଦେଉଛନ୍ତି।
ସାରା ବିଶ୍ୱରେ ଲୋକେ ହାରହାରି ପ୍ରତିଦିନ ୨୦% ଅଧିକ କଥାବାର୍ତ୍ତା କରୁଛନ୍ତି। ହାରାହାରି ଅବଧି ମଧ୍ୟ ୨୫% ବୃଦ୍ଧି ପାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।
Business
ସକାଳେ ଥିଲା ମିଟିଂ, ଯୋଗଦେଇ ନ ପାରିବାରୁ ୯୯ ଜଣଙ୍କୁ କାଢିଦେଲେ CEO
୧୧୦ କର୍ମଚାରୀଙ୍କ ମଧ୍ୟରୁ ୯୯ ଜଣଙ୍କୁ ଏକା ସାଙ୍ଗରେ ବାହାର କରିଛି କମ୍ପାନୀ।
Business
ପ୍ରତି ପଞ୍ଚାୟତରେ ଖୋଲିବ କ୍ଷୀର ଧାରା କେନ୍ଦ୍ର: ମନ୍ତ୍ରୀ
ନୂଆ ପ୍ରଡକ୍ଟ ନେଇ ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ବହୁ ନୂଆ ପ୍ରଡକ୍ଟ ଆଣିବାକୁ ଯାଉଛି। ଲୋକଙ୍କ ଆବଶ୍ୟକତାକୁ ଦେଖି ଓମ୍ଫେଡ୍ର ଟେଟ୍ରାପେକ୍, ପାଣି ପାଉଚ୍, ଆଇସକ୍ରିମ୍, ଚକୋଲେଟ୍ ଆଦି ତିଆରି କରିବ।
Technology
ପାର୍ବଣରେ ହାଇ ଡିମାଣ୍ଡ, ଭାରତରେ ବିକ୍ରି ହୋଇଛି ୩.୯୩ ଲକ୍ଷ କାର୍
ଚଳିତ ବର୍ଷ ପାର୍ବଣ ଋତୁରେ ରେକର୍ଡ ସଂଖ୍ୟକ ଦୁଇ ଚକିଆ ଓ ଚାରି ଚକିଆ ଯାନ ବିକ୍ରି ହୋଇଛି।
Business
ମୋଦିଙ୍କ ଶାସନରେ କମିଛି ମଧ୍ୟବିତ୍ତଙ୍କ ମୁଣ୍ଡରୁ ଟିକସ ବୋଝ
ମୋଦି ସରକାର ଲାଗୁ କରିଥିବା ଶକ୍ତିଶାଳୀ ଟିକସ ଚୋରି ନିରୋଧ ଆଇନ ଓ କଳା ଟଙ୍କା ଆଇନ ଯୋଗୁ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ରିଟର୍ଣ୍ଣ ଫାଇଲ କରିବା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।