ସଂସଦରେ ବିଜେଡି ଓ ଜେଡିୟୁକୁ ଟାର୍ଗେଟ୍ କଲା ମମତାଙ୍କ ତୃଣମୂଳ

ନୂଆଦିଲ୍ଲୀ: ସଂଶୋଧିତ ନାଗରିକ ବିଧେୟକକୁ ନେଇ ରାଜ୍ୟସଭାରେ ତୃଣମୂଳ କଂଗ୍ରେସ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛି। ଏହି ଅବସରରେ ବିଜୁ ଜନତା ଦଳ ଓ ଜେଡିୟୁକୁ ମଧ୍ୟ ଟାର୍ଗେଟ କରିଛି ଟିଏମସି। କାରଣ କେନ୍ଦ୍ରର ଏହି ବିଲକୁ ଓଡ଼ିଶା ଓ ବିହାରର ଦୁଇ ଶାସକ ଦଳ ସମର୍ଥନ କରିବା ପରେ ବିଧେୟକଟି ରାଜ୍ୟସଭାରେ ଗୃହୀତ ହେବା ଏକ ପ୍ରକାର ନିଶ୍ଚିତ ବୋଲି ଅନୁମାନ କରାଯାଉଛି। ଟିଏମସି ସାଂସଦ ଡେରେକ ଓବ୍ରାଏନ ବିଜେଡି ଓ ଜେଡିୟୁ ଉପରେ ବର୍ଷିବାକୁ […]

Derek (1)

Derek (1)

Subhransu Sekhar
  • Published: Wednesday, 11 December 2019
  • Updated: 11 December 2019, 05:45 PM IST

ନୂଆଦିଲ୍ଲୀ: ସଂଶୋଧିତ ନାଗରିକ ବିଧେୟକକୁ ନେଇ ରାଜ୍ୟସଭାରେ ତୃଣମୂଳ କଂଗ୍ରେସ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛି। ଏହି ଅବସରରେ ବିଜୁ ଜନତା ଦଳ ଓ ଜେଡିୟୁକୁ ମଧ୍ୟ ଟାର୍ଗେଟ କରିଛି ଟିଏମସି। କାରଣ କେନ୍ଦ୍ରର ଏହି ବିଲକୁ ଓଡ଼ିଶା ଓ ବିହାରର ଦୁଇ ଶାସକ ଦଳ ସମର୍ଥନ କରିବା ପରେ ବିଧେୟକଟି ରାଜ୍ୟସଭାରେ ଗୃହୀତ ହେବା ଏକ ପ୍ରକାର ନିଶ୍ଚିତ ବୋଲି ଅନୁମାନ କରାଯାଉଛି।

ଟିଏମସି ସାଂସଦ ଡେରେକ ଓବ୍ରାଏନ ବିଜେଡି ଓ ଜେଡିୟୁ ଉପରେ ବର୍ଷିବାକୁ ଯାଇ କହିଛନ୍ତି, 'କେନ୍ଦ୍ରର ଏହି ସଂଶୋଧିତ ନାଗରିକ ବିଧେୟକ ଅସାମ୍ୱିଧାନିକ।  ଆପଣମାନେ ନିଜର ପକ୍ଷ ପ୍ରଥମେ ସ୍ପଷ୍ଟ ରଖନ୍ତୁ। ଆପଣମାନେ ଆଜି ଯେଉଁ ନିଷ୍ପତ୍ତି ନେଇଛନ୍ତି ଏଥିପାଇଁ ୨୦ ବର୍ଷ ପରେ ଆପଣମାନେ ପଶ୍ଚାତାପ କରିବେ। ସେତେବେଳେ ଆପଣଙ୍କ ଉତ୍ତରାଧିକାରୀ ଆପଣଙ୍କୁ ହିଁ ପ୍ରଶ୍ନ କରିବେ। ସଂସଦରେ ଏହି ବିଧେୟକ ଆଗତ ବେଳେ ଆପଣମାନେ କେଉଁ ବଟନ ଚିପି ଥିଲେ'।

ମୋଦି ସରକାରଙ୍କ ଏହି ବିଲକୁ ଏକଛତ୍ରବାଦ ବିଲ୍ ବୋଲି ଡେରେକ କହିଛନ୍ତି। ଜର୍ମାନୀରେ ନାଜି ସରକାର ଏକଛତ୍ରବାଦ ବିଧେୟକ ଆଣିଥିଲେ। ମୋଦି ସରକାର ମଧ୍ୟ ସମାନ ପ୍ରକାର ବିଲ୍ ଆଣିଛନ୍ତି। ଏହି ବିଲ୍ ବଙ୍ଗାଳୀଙ୍କ ବିରୋଧୀ ଓ ଦେଶ ବିରୋଧୀ ବୋଲି ସେ କହିଛନ୍ତି।

ଏହି ବିଧେୟକକୁ ସୁପ୍ରିମକୋର୍ଟଙ୍କୁ ନେଇଯିବୁ ବୋଲି ଡେରେକ କହିଛନ୍ତି। ଟିଏମସି ଏହାକୁ ଜନ ଆନ୍ଦୋଳନରେ ପରିଣତ କରାଇବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story