ଏଣିକି ବାୟୁ ପ୍ରଦୂଷଣରୁ ମିଳିବ ମୁକ୍ତି, କେମିତି ଜାଣନ୍ତୁ

ନୂଆଦିଲ୍ଲୀ:ସାରା ଦେଶରେ ବଢୁଛି ବାୟୁ ପ୍ରଦୂଷଣ । ଅଣନିଃଶ୍ୱାସୀ ହେଉଛି ଜୀବନ । ହେଲେ କିଭଳି କମିବ ବାୟୁ ପ୍ରଦୂଷଣ ? ଏ ନେଇ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ଅନେକ ଆଲୋଚନା ହେଉଛି। ହେଲେ ଠୋସ୍ ପଦକ୍ଷେପ ନିଆଯାଇ ପାରୁନି। ବଢ଼ୁଥିବା ଜନସଂଖ୍ୟା ଏବଂ କଳ କାରଖାନାକୁ ଦେଖିଲେ ବାୟୁ ପ୍ରଦୂଷଣ ଯେ କେବେ କମିପାରିବ, ଏମିତି ବିଶ୍ୱାସ ମନରେ ଆସୁନି। ଏପରି ପରିସ୍ଥିତିରେ ଆମପାଇଁ ଆଶ୍ୱାସନା ଆଣିଛନ୍ତି କିଛି ଯୁବ ଇଂଜିନିୟରିଂ ଛାତ୍ରଛାତ୍ରୀ। […]

AIR PURIFIER MACHINE Pariyayantra 2

AIR PURIFIER MACHINE Pariyayantra 2

Subhransu Sekhar
  • Published: Tuesday, 28 May 2019
  • Updated: 28 May 2019, 02:34 PM IST

Sports

Latest News

ନୂଆଦିଲ୍ଲୀ:ସାରା ଦେଶରେ ବଢୁଛି ବାୟୁ ପ୍ରଦୂଷଣ । ଅଣନିଃଶ୍ୱାସୀ ହେଉଛି ଜୀବନ । ହେଲେ କିଭଳି କମିବ ବାୟୁ ପ୍ରଦୂଷଣ ? ଏ ନେଇ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ଅନେକ ଆଲୋଚନା ହେଉଛି। ହେଲେ ଠୋସ୍ ପଦକ୍ଷେପ ନିଆଯାଇ ପାରୁନି। ବଢ଼ୁଥିବା ଜନସଂଖ୍ୟା ଏବଂ କଳ କାରଖାନାକୁ ଦେଖିଲେ ବାୟୁ ପ୍ରଦୂଷଣ ଯେ କେବେ କମିପାରିବ, ଏମିତି ବିଶ୍ୱାସ ମନରେ ଆସୁନି।

ଏପରି ପରିସ୍ଥିତିରେ ଆମପାଇଁ ଆଶ୍ୱାସନା ଆଣିଛନ୍ତି କିଛି ଯୁବ ଇଂଜିନିୟରିଂ ଛାତ୍ରଛାତ୍ରୀ। ସେମାନଙ୍କର ଗବେଷଣା ଏ ଦିଗରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଯାଉଛି।

ସେମାନେ ଦାବି କରିଛନ୍ତି ଯେ, ଯେଉଁ ଗାଡ଼ି, ଟ୍ରକ ଓ ବସ୍ ପାଇଁ ପ୍ରଦୂଷଣ ବଢ଼ୁଛି ଏବେ ସେସବୁ କମ୍‌ ହୋଇପାରିବ। ହରିଆନାର ଫରିଦାବାଦର ଘରୋଇ ବିଶ୍ୱବିଦ୍ୟାଳୟ ମାନଭ ରଚନା ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ ଗବେଷଣା କରି ଏକ ଯନ୍ତ୍ରାଂଶ ଉଦ୍ଭାବନ କରିଛନ୍ତି ଯାହା ଦ୍ୱାରା ବାୟୁ ପ୍ରଦୂଷଣ କମ୍ ହୋଇପାରିବ ବୋଲି ସେମାନେ କହିଛନ୍ତି।

ରିସର୍ଚ୍ଚ ଟିମ୍‌ର ସଦସ୍ୟ ଡାକ୍ତର ବିଏସ ଗିଲ୍. ଅମିତ କୁମାର ଏବଂ ପ୍ରାଚୀ ଶର୍ମା ଏହି ଯନ୍ତ୍ରାଂଶ ପ୍ରସ୍ତୁତ କରିଛନ୍ତି। ଏହି ଯନ୍ତ୍ରାଂଶର ନାମ ‘ପର୍ଯ୍ୟଯନ୍ତ୍ର’ ରହିଛି। ଏହି ମେସିନ ସମସ୍ତ ଯାନ ବାହନରେ ଲାଗି ପାରିବ। ଏଥିପାଇଁ ପେଟ୍ରୋଲ, ଡିଜେଲ କିମ୍ୱା କରେଣ୍ଟର ଆବଶ୍ୟକତା ନାହିଁ।

ଏହି ମେସିନ୍‌ରେ ଲାଗିଛି ଏକ ଫିଲ୍‌ଟର।  ଯାନବାହାନରେ ଏହି ‘ପର୍ଯ୍ୟଯନ୍ତ୍ର’ ଲାଗିଲେ ରାସ୍ତାରେ ଯିବା ବେଳେ ସେହି ଅଞ୍ଚଳର ପବନକୁ ଉକ୍ତ ମେସିନ ତାର ଫିଲ୍‌ଟର ସାହାଯ୍ୟରେ ପ୍ରଦୂଷଣମୁକ୍ତ କରି ପରିଷ୍କାର କରିବ।

ପରୀକ୍ଷଣ ପାଇଁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନଭେମ୍ୱର ୨୦୧୮ରେ ଏହି ପର୍ଯ୍ୟଯନ୍ତ୍ର ଯନ୍ତ୍ରାଂଶକୁ ବ୍ୟବହାର ପାଇଁ ଅନୁମତି ଦେଇଛି। ଏବେ ଦିଲ୍ଲୀ-ଏନସିଆରର ୩୦ଟି ବସରେ ଏହି ଯନ୍ତ୍ରାଂଶ ଲଗାଯାଇଛି। ଏହା ଦ୍ୱାରା ପ୍ରତିଦିନ ଗୋଟିଏ ବସ୍ କିଲୋମିଟର ପିଛା ୨ ଲକ୍ଷ ୫୦ ହଜାର ଲିଟର ବାୟୁକୁ ପରିଷ୍କାର କରୁଥିବା ସୂଚନା ରହିଛି। ୧୦ ଦିନ ମଧ୍ୟରେ ଏହି ଯନ୍ତ୍ରାଂଶ ୧.୫ କିଲୋଗ୍ରାମ ଧୂଳିକଣା ବାୟୁମଣ୍ଡଳରୁ ବାହାର କରୁଥିବା କହିଛନ୍ତି ଗବେଷଣାରେ ସାମିଲ ଥିବା ଇଞ୍ଜିନିୟର ଛାତ୍ର ଅମିତ କୁମାର।

ତେବେ ଏହି ଯନ୍ତ୍ରାଂଶକୁ ବ୍ୟବହାର ପାଇଁ ସରକାରୀ ସ୍ତରରେ ଅନୁମତି ମିଳିନାହିଁ। ଆସନ୍ତା ସେପ୍ଟେମ୍ୱର ମାସରେ ଏକ ବିଚାରକ ମଣ୍ଡଳୀ ଏହି ଯନ୍ତ୍ରାଂଶ ବାବଦରେ ପରୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏହାପରେ ଉଭୟ ମାନବ ରଚନା ବିଶ୍ୱବିଦ୍ୟାଳୟ ଏବଂ ଗବେଷଣାକାରୀ ଟିମକୁ ‘ୟୁନାଇଟେଡ୍ ନେଶନ ୟଙ୍ଗ ଚାମ୍ପିଅନଶିପ୍’ ପୁରସ୍କାର ଦିଆଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story