କଶ୍ମୀର ପର୍ଯ୍ୟଟକ ହଟହଟା, ବିମାନ ଟିକେଟ୍‌ର ସର୍ବନିମ୍ନ ମୂଲ୍ୟ ୧୦ରୁ ୨୦ ହଜାର

ଶ୍ରୀନଗର: ସରକାରଙ୍କ ‘କଶ୍ମୀର ଛାଡ଼’ ନିର୍ଦ୍ଦେଶ ପରେ ଅମରନାଥ ଯାତ୍ରୀ ଏବଂ ଅନ୍ୟ ପର୍ଯ୍ୟଟକ ନିଜ ରାଜ୍ୟକୁ ଫେରିବା ପାଇଁ ତତ୍ପର ହୋଇପଡ଼ିଛନ୍ତି। କିନ୍ତୁ ଏକସଙ୍ଗେ ଏତେ ପର୍ଯ୍ୟଟକ ହଠାତ ଟିକେଟ୍‌ ବୁକିଂ କରୁଥିବାରୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଆତଙ୍କୀ ହମ୍‌ଲାର ଆଶଙ୍କାରେ ଆଡଭାଇଜରୀ ଜାରି ହେବା ପରେ ଏୟାରପୋର୍ଟରେ ଲୋକେ ବିନା ଟିକେଟ୍‌ରେ ଅଟକି ରହିଛନ୍ତି। କିଛି ଏୟାରଲାଇନ୍ସ ସାମୟିକ ଭାବେ ଟିକେଟ କ୍ୟାନସଲେସନ୍‌ ଏବଂ ରିସିଡ୍ୟୁଲିଂ ବାବଦକୁ ଚାର୍ଜେସ୍‌ ବ୍ୟବସ୍ଥା ବାତିଲ କରିଦେଇଛନ୍ତି। […]

srinagar

srinagar

Subrat Kumar Nayak
  • Published: Saturday, 03 August 2019
  • Updated: 03 August 2019, 06:05 PM IST

Sports

Latest News

ଶ୍ରୀନଗର: ସରକାରଙ୍କ ‘କଶ୍ମୀର ଛାଡ଼’ ନିର୍ଦ୍ଦେଶ ପରେ ଅମରନାଥ ଯାତ୍ରୀ ଏବଂ ଅନ୍ୟ ପର୍ଯ୍ୟଟକ ନିଜ ରାଜ୍ୟକୁ ଫେରିବା ପାଇଁ ତତ୍ପର ହୋଇପଡ଼ିଛନ୍ତି। କିନ୍ତୁ ଏକସଙ୍ଗେ ଏତେ ପର୍ଯ୍ୟଟକ ହଠାତ ଟିକେଟ୍‌ ବୁକିଂ କରୁଥିବାରୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଆତଙ୍କୀ ହମ୍‌ଲାର ଆଶଙ୍କାରେ ଆଡଭାଇଜରୀ ଜାରି ହେବା ପରେ ଏୟାରପୋର୍ଟରେ ଲୋକେ ବିନା ଟିକେଟ୍‌ରେ ଅଟକି ରହିଛନ୍ତି।

କିଛି ଏୟାରଲାଇନ୍ସ ସାମୟିକ ଭାବେ ଟିକେଟ କ୍ୟାନସଲେସନ୍‌ ଏବଂ ରିସିଡ୍ୟୁଲିଂ ବାବଦକୁ ଚାର୍ଜେସ୍‌ ବ୍ୟବସ୍ଥା ବାତିଲ କରିଦେଇଛନ୍ତି। ଅନ୍ୟପକ୍ଷରେ ବିମାନ ପାଇଁ ଟିକେଟ୍‌ ମୂଲ୍ୟ ଆଶାତୀତ ଭାବେ ବଢ଼ିଯାଇଛି। ଶ୍ରୀନଗରରୁ ଦିଲ୍ଲୀ ଯାତ୍ରା ପାଇଁ ଶସ୍ତା ବିମାନସେବା ଯୋଗାଉଥିବା ଇଣ୍ଡିଗୋ, ସ୍ପାଇସଜେଟ୍‌ ଏବଂ ଗୋଏୟାର ପରି ଏୟାରଲାଇନ୍ସ ୧୦ ହଜାରରୁ ୨୦ ହଜାର ନେଉଛନ୍ତି। ଏସବୁର ଦର ସାଧାରଣତଃ ୩ ହଜାର ଟଙ୍କା ଥାଏ।

ଶ୍ରୀନଗରରୁ ଜମ୍ମୁ ପାଇଁ ଟିକେଟ୍‌ ଦର ୧୬ ହଜାରରେ ଯାଇ ପହଞ୍ଚିଛି। ସେହିଭଳି ଅମୃତସର, ଚଣ୍ଡୀଗଡ଼, ଜୟପୁରକୁ ଟିକେଟ୍‌ର ଦର ମଧ୍ୟ ବଢ଼ିଯାଇଛି। ପ୍ରାୟ ସମସ୍ତ ବିମାନ ସେବା କମ୍ପାନୀଙ୍କ ୱେବ୍‌ ପୋର୍ଟାଲରୁ ଜଣାପଡ଼ୁଛି ଯେ ଉଚ୍ଚ ମୂଲ୍ୟ ଥିବା ସତ୍ତ୍ୱେ ପ୍ରାୟ ସମସ୍ତ ସିଟ୍‌ ବୁକିଂ ସରିଛି ଏବଂ ଅଳ୍ପ କିଛି ବାକି ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story