ଟ୍ରାଭେଲ ଡକ୍ୟୁମେଣ୍ଟ ମାମଲା: ଗୃହରେ ଉତ୍ତର ରଖିଲେ ସୁଷମା

ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ ମୁଖ୍ୟ ଲଳିତ ମୋଦିଙ୍କୁ ବ୍ରିଟିଶ ଟ୍ରାଭେଲ ଭିସା ପ୍ରଦାନ କରିଥିବା ନେଇ କଂଗ୍ରେସ ଅଭିଯୋଗ ଆଣୁଥିବାରୁ ଆଜି ଗୃହରେ ଏହାର ଉତ୍ତର ରଖିଥିଲେ ସୁଷମା ସ୍ୱରାଜ। ସୁଷମା କହିଛନ୍ତି ଟ୍ରାଭେଲ ଡକ୍ୟୁମେଣ୍ଟ ପାଇଁ ସେ ବ୍ରିଟିଶ ସରକାରଙ୍କୁ କେବେ ବି ଅନୁରୋଧ କରି ନ ଥିଲେ। ଏପରି କି ସେ ଲଳିତ ମୋଦିଙ୍କ ପକ୍ଷରୁ କୌଣସି ସରକାରଙ୍କ ସହ ମଧ୍ୟ ଆଲୋଚନା କରି ନାହାନ୍ତି। ତେବେ ସୁଷମାଙ୍କ ଏହି ଉତ୍ତର ବିରୋଧୀ ଦଳକୁ […]

Sushma-Swaraj

Sushma-Swaraj

Rakesh Mallick
  • Published: Monday, 03 August 2015
  • Updated: 03 August 2015, 09:30 AM IST

ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ ମୁଖ୍ୟ ଲଳିତ ମୋଦିଙ୍କୁ ବ୍ରିଟିଶ ଟ୍ରାଭେଲ ଭିସା ପ୍ରଦାନ କରିଥିବା ନେଇ କଂଗ୍ରେସ ଅଭିଯୋଗ ଆଣୁଥିବାରୁ ଆଜି ଗୃହରେ ଏହାର ଉତ୍ତର ରଖିଥିଲେ ସୁଷମା ସ୍ୱରାଜ। ସୁଷମା କହିଛନ୍ତି ଟ୍ରାଭେଲ ଡକ୍ୟୁମେଣ୍ଟ ପାଇଁ ସେ ବ୍ରିଟିଶ ସରକାରଙ୍କୁ କେବେ ବି ଅନୁରୋଧ କରି ନ ଥିଲେ। ଏପରି କି ସେ ଲଳିତ ମୋଦିଙ୍କ ପକ୍ଷରୁ କୌଣସି ସରକାରଙ୍କ ସହ ମଧ୍ୟ ଆଲୋଚନା କରି ନାହାନ୍ତି। ତେବେ ସୁଷମାଙ୍କ ଏହି ଉତ୍ତର ବିରୋଧୀ ଦଳକୁ ସନ୍ତୁଷ୍ଟ କରି ନ ଥିଲା। ସେମାନେ ପୂର୍ବଭଳି ତାଙ୍କ ଇସ୍ତାଫ ଦାବି କରିବାରୁ ରାଜ୍ୟସଭାକୁ ଦିନ ଦୁଇଟା ପର୍ଯ୍ୟନ୍ତ ମୁଲତବୀ କରିଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story