ପଶ୍ଚିମବଙ୍ଗ ବାଙ୍କୁଡ଼ା ଜିଲ୍ଲାରେ ଭୂମିକମ୍ପ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର  ବାଙ୍କୁଡ଼ା   ଜିଲ୍ଲାରେ ଆଜି ସକାଳେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ମାତ୍ରା ୪.୮ ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି। ବଙ୍କୁରା ଜିଲ୍ଲାରେ ଆଜି ସକାଳେ ୧୦ଟା ୩୯ ମିନିଟରେ ଏହି ଭୂକମ୍ପ ହୋଇଥିଲା। ପାଖାପାଖି ୧୦ କିଲୋମିଟର ପର୍ଯ୍ୟନ୍ତ ଏହି ଭୂମିକମ୍ପ ସକ୍ରିୟ ଥିଲା ବୋଲି ଜଣାପଡ଼ିଛି। ହେଲେ ଏଥିରେ କୌଣସି କ୍ଷତି ହୋଇନଥିବା ସୂଚନା ରହିଛି।

EARTH QUAKE

Subhransu Sekhar
  • Published: Sunday, 26 May 2019
  • , Updated: 26 May 2019, 03:41 PM IST
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର  ବାଙ୍କୁଡ଼ା   ଜିଲ୍ଲାରେ ଆଜି ସକାଳେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ମାତ୍ରା ୪.୮ ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି।
ବଙ୍କୁରା ଜିଲ୍ଲାରେ ଆଜି ସକାଳେ ୧୦ଟା ୩୯ ମିନିଟରେ ଏହି ଭୂକମ୍ପ ହୋଇଥିଲା। ପାଖାପାଖି ୧୦ କିଲୋମିଟର ପର୍ଯ୍ୟନ୍ତ ଏହି ଭୂମିକମ୍ପ ସକ୍ରିୟ ଥିଲା ବୋଲି ଜଣାପଡ଼ିଛି। ହେଲେ ଏଥିରେ କୌଣସି କ୍ଷତି ହୋଇନଥିବା ସୂଚନା ରହିଛି।

Related story