ଟ୍ରାଏଲ୍‌ ସଫଳ, ଅକ୍ଟୋବର ୩ରୁ ଗଡ଼ିବ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’

ନୂଆଦିଲ୍ଲୀ: ନୂଆ ଇଞ୍ଜିନ୍‌ବିହୀନ ତଥା ସେମି ହାଇସ୍ପିଡ୍‌ ଟ୍ରେନ୍‌ ‘ବନ୍ଦେ ଭାରତ୍‌’ ଏକ୍ସପ୍ରେସ୍ ବା ଟ୍ରେନ୍‌ ୧୮ ଅକ୍ଟୋବର ୩ରୁ ଉଦ୍‌ଘାଟନୀ ଯାତ୍ରା ଆରମ୍ଭ କରିବ। ଶନିବାର ଏହାର ଟ୍ରାଏଲ୍‌ ସଫଳ ହୋଇଥିବାରୁ ଏହା ୩ ତାରିଖରୁ ନୂଆଦିଲ୍ଲୀରୁ ଶ୍ରୀ ବୈଷ୍ଣୋ ଦେବୀ କଟ୍‌ରା ଯାତ୍ରା କରିବ। ୧୨ ଘଣ୍ଟା ବା ଅଧିକ ସମୟ ବଦଳରେ ବର୍ତ୍ତମାନ ଲୋକେ ଦିଲ୍ଲୀରୁ କଟ୍‌ରା ୮ ଘଣ୍ଟାରେ ପହଞ୍ଚିପାରିବେ। ଏପରିକି ଶତାବ୍ଦୀ ତୁଳନାରେ ଗୋଟିଏ ଘଣ୍ଟା କମ୍‌ରେ ଦିଲ୍ଲୀରୁ ରାଜଧାନୀ […]

bande-bharat

bande-bharat

Subrat Kumar Nayak
  • Published: Sunday, 29 September 2019
  • Updated: 29 September 2019, 10:01 PM IST

Sports

Latest News

ନୂଆଦିଲ୍ଲୀ: ନୂଆ ଇଞ୍ଜିନ୍‌ବିହୀନ ତଥା ସେମି ହାଇସ୍ପିଡ୍‌ ଟ୍ରେନ୍‌ ‘ବନ୍ଦେ ଭାରତ୍‌’ ଏକ୍ସପ୍ରେସ୍ ବା ଟ୍ରେନ୍‌ ୧୮ ଅକ୍ଟୋବର ୩ରୁ ଉଦ୍‌ଘାଟନୀ ଯାତ୍ରା ଆରମ୍ଭ କରିବ। ଶନିବାର ଏହାର ଟ୍ରାଏଲ୍‌ ସଫଳ ହୋଇଥିବାରୁ ଏହା ୩ ତାରିଖରୁ ନୂଆଦିଲ୍ଲୀରୁ ଶ୍ରୀ ବୈଷ୍ଣୋ ଦେବୀ କଟ୍‌ରା ଯାତ୍ରା କରିବ।

୧୨ ଘଣ୍ଟା ବା ଅଧିକ ସମୟ ବଦଳରେ ବର୍ତ୍ତମାନ ଲୋକେ ଦିଲ୍ଲୀରୁ କଟ୍‌ରା ୮ ଘଣ୍ଟାରେ ପହଞ୍ଚିପାରିବେ। ଏପରିକି ଶତାବ୍ଦୀ ତୁଳନାରେ ଗୋଟିଏ ଘଣ୍ଟା କମ୍‌ରେ ଦିଲ୍ଲୀରୁ ରାଜଧାନୀ ନୂଆଦିଲ୍ଲୀ ବା ଏନ୍‌ସିଆର ପହଞ୍ଚିପାରିବେ।

ଏହି ଟ୍ରେନ୍‌ କଟ୍‌ରାରେ ୯.୧୯ରେ ପହଞ୍ଚି ୯.୨୧ରେ ଛାଡ଼ିଥିଲା। ଏହା ପୂର୍ବରୁ ୨ ମିନିଟ୍‌ ପାଇଁ ଅଟକିଥିଲା। ଏହି ଯାତ୍ରା ପୂର୍ବନୁମାନ ଅନୁଯାୟୀ ସଫଳ ହୋଇଥିଲା। ଏଥିରେ ପାଇଲଟ୍‌ ଏବଂ ଗାର୍ଡଙ୍କ ବ୍ୟତୀତ ମେକାନିକାଲ ଡିପାର୍ଟମେଣ୍ଟରୁ ୧୫ ଜଣ ଯାତ୍ରା କରିଥିଲେ।

ଷ୍ଟେସନ୍‌ ଡାଇରେକ୍ଟର ତରୁଣ କୁମାରଙ୍କ କହିବା ଅନୁଯାୟୀ, ଆଜି ଟ୍ରାଏଲରେ ଏହା ୧୮୦ କିମି ପ୍ରତି ଘଣ୍ଟା ଯାଏ ବେଗରେ ଯାତ୍ରା କରିଥିଲା। ତେବେ ଏହାକୁ ୧୬୦ କିମି ପ୍ରତି ଘଣ୍ଟା ପାଇଁ ଅନୁମତି ମିଳିଛି। ଟ୍ରାକ୍‌ର ସ୍ଥିତି, ଟ୍ରାକ୍‌ର ୨ ପଟେ ବ୍ୟାରିକେଡ୍‌ ଏବଂ ଅନ୍ୟ କିଛି ଫ୍ୟାକ୍ଟରକୁ ଯାଞ୍ଚ କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ତେବେ ପ୍ରାଥମିକ ଅବସ୍ଥାରେ ଲୋକ ଓ ଗାଇଗୋରୁ ଚଳାଚଳକୁ ଲକ୍ଷ୍ୟ ରଖି ଘଣ୍ଟା ପ୍ରତି ୧୩୦ କିମି ବେଗରେ ଗତି କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story