ଜମ୍ମୁ କଶ୍ମୀର ପ୍ରସଙ୍ଗରେ ସହାୟତା କରିବା ପାଇଁ ଇଚ୍ଛୁକ ଟ୍ରମ୍ପ

ୱାଶିଂଟନ: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତି ପରେ ଏବେ ଦୁଇ ଦେଶକୁ ‘ସହାୟତା’ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହ୍ୱାଇଟ୍ ହାଉସରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେବାକୁ ଯାଇ ଟ୍ରମ୍ପ ଏହା କହିଛନ୍ତି। ଦୁଇ ସପ୍ତାହ ପୂର୍ବରୁ ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା। ଏହି ଭେଟଘାଟ ବେଳେ ମିଡିଆକୁ ଟ୍ରମ୍ପ କହିଥିଲେ ଜମ୍ମୁ କଶ୍ମୀର ବାବଦରେ […]

MODI-and-TRUMP

MODI-and-TRUMP

Subhransu Sekhar
  • Published: Tuesday, 10 September 2019
  • Updated: 10 September 2019, 02:49 PM IST

Sports

Latest News

ୱାଶିଂଟନ: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତି ପରେ ଏବେ ଦୁଇ ଦେଶକୁ ‘ସହାୟତା’ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହ୍ୱାଇଟ୍ ହାଉସରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେବାକୁ ଯାଇ ଟ୍ରମ୍ପ ଏହା କହିଛନ୍ତି।

ଦୁଇ ସପ୍ତାହ ପୂର୍ବରୁ ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା। ଏହି ଭେଟଘାଟ ବେଳେ ମିଡିଆକୁ ଟ୍ରମ୍ପ କହିଥିଲେ ଜମ୍ମୁ କଶ୍ମୀର ବାବଦରେ ଆମେରିକା ହସ୍ତକ୍ଷେପ କରିବ ନାହିଁ। ଦୁଇ ଦେଶ ପରସ୍ପର ମଧ୍ୟରେ ଆଲୋଚନା କରି ବିବାଦର ସମାଧାନ କରିବା ଉଚିତ୍ ବୋଲି ସେ କହିଥିଲେ।

ଏବେ ସେ କହିଛନ୍ତି ଦୁଇ ସପ୍ତାହ ପରେ ଜମ୍ମୁ କଶ୍ମୀରକୁ ନେଇ ଦୁଇ ଦେଶ ମଧ୍ୟରେ ଥିବା ବିବାଦ ଶାନ୍ତ ପଡ଼ିଛି। ତେଣୁ ଏବେ ଦୁଇ ଦେଶ ଯଦି ଚାହିଁବେ ତାହେଲେ ‘ସହାୟତା’ କରିବେ ବୋଲି କହିଛନ୍ତି।

ଏବେ ଟ୍ରମ୍ପଙ୍କ ସହାୟତା ପ୍ରସଙ୍ଗକୁ ନେଇ ଦ୍ୱନ୍ଦ୍ୱ ଆରମ୍ଭ ହୋଇଛି। କାରଣ ମଧ୍ୟସ୍ଥି ଓ ସହାୟତା ଗୋଟିଏ କଥା।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିଛି। କଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ଜାତିସଂଘ ସମେତ ବିଭିନ୍ନ ଦେଶ କହିସାରିଛନ୍ତି। ହେଲେ ଏହି ମାମଲାରେ ଆମେରିକାକୁ ହସ୍ତକ୍ଷେପ କରିବା ପାଇଁ ପାକିସ୍ତାନ ବାରମ୍ୱାର ଅନୁରୋଧ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story