ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଡୋନାଲ୍ଡ ଟ୍ରମ୍ପ!

ନୂଆଦିଲ୍ଲୀ: ୨୦୧୯ ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀରେ ହେବାକୁ ଥିବା ପରେଡ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇପାରନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ତାଙ୍କୁ ଭାରତ ସରକାର ନିମନ୍ତ୍ରଣ କରିଛନ୍ତି। ଗତ ଏପ୍ରିଲ୍ ମାସରେ ସରକାର ଏହି ନିମନ୍ତ୍ରଣ ପଠାଇଥିଲେ। ତେବେ ଆମେରିକା ସରକାରଙ୍କ ପକ୍ଷରୁ ଏଯାଏ ଏନେଇ କିଛି ଜବାବ ଦିଆଯାଇନାହିଁ। ଆଶା କରାଯାଉଛି ଡୋନାଲ୍ଡ ଟ୍ରମ୍ପ ଏହି ନିମନ୍ତ୍ରଣ […]

donald

donald

Rakesh Mallick
  • Published: Friday, 13 July 2018
  • Updated: 13 July 2018, 10:43 AM IST

Sports

Latest News

ନୂଆଦିଲ୍ଲୀ: ୨୦୧୯ ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀରେ ହେବାକୁ ଥିବା ପରେଡ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇପାରନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ତାଙ୍କୁ ଭାରତ ସରକାର ନିମନ୍ତ୍ରଣ କରିଛନ୍ତି। ଗତ ଏପ୍ରିଲ୍ ମାସରେ ସରକାର ଏହି ନିମନ୍ତ୍ରଣ ପଠାଇଥିଲେ। ତେବେ ଆମେରିକା ସରକାରଙ୍କ ପକ୍ଷରୁ ଏଯାଏ ଏନେଇ କିଛି ଜବାବ ଦିଆଯାଇନାହିଁ। ଆଶା କରାଯାଉଛି ଡୋନାଲ୍ଡ ଟ୍ରମ୍ପ ଏହି ନିମନ୍ତ୍ରଣ ରକ୍ଷା କରିବେ ଓ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇ ଭାରତ ଆସିବେ।

୨୦୧୫ ସାଧାରଣତନ୍ତ୍ର ଦିବସରେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ବାରାକ ଓବାମା ମୁଖ୍ୟ ଅତିଥି ହୋଇ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story