ପଶ୍ଚିମ ବଙ୍ଗ: ତୃଣମୂଳ କଂଗ୍ରେସ ଅଫିସରୁ ମିଳିଲା ୫ ବ୍ୟାଗ୍ ବୋମା

କୋଲକାତା: ପଶ୍ଚିମ ବଙ୍ଗର ବୀରଭୂମ ସ୍ଥିତ ତୃଣମୂଳ କଂଗ୍ରେସ ଅଫିସରୁ ଆଜି ପୋଲିସ୍ ଜବତ କରିଛି ୫ଟି ବ୍ୟାଗ ଭର୍ତ୍ତି ଦେଶୀ ବୋମା। ବିଶେଷ ସୂତ୍ରରୁ ସୂଚନା ପାଇ ପାରୁଈ ଥାନା ପୋଲିସ୍ ଶନିବାର ସକାଳେ ସତ୍ତୋର ଗାଁରେ ଥିବା ତୃଣମୂଳ କଂଗ୍ରେସ ଅଫିସ୍ ଉପରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ପୋଲିସକୁ ୫ଟି ବ୍ୟାଗ ଭର୍ତ୍ତି ବୋମା ମିଳିଥିଲା। ଏହା ପରେ ବୋମାଗୁଡ଼ିକୁ ନିଷ୍କ୍ରିୟ କରିବା ପାଇଁ  ନିଷ୍କ୍ରିୟକାରୀ ସ୍କ୍ୱାଡକୁ ଡକାଇଥିଲା ପୋଲିସ୍। ସୂଚନାଯୋଗ୍ୟ, ଲୋକସଭା […]

mamata

mamata

Rakesh Mallick
  • Published: Saturday, 04 July 2015
  • Updated: 04 July 2015, 10:00 AM IST

Sports

Latest News

କୋଲକାତା: ପଶ୍ଚିମ ବଙ୍ଗର ବୀରଭୂମ ସ୍ଥିତ ତୃଣମୂଳ କଂଗ୍ରେସ ଅଫିସରୁ ଆଜି ପୋଲିସ୍ ଜବତ କରିଛି ୫ଟି ବ୍ୟାଗ ଭର୍ତ୍ତି ଦେଶୀ ବୋମା।

ବିଶେଷ ସୂତ୍ରରୁ ସୂଚନା ପାଇ ପାରୁଈ ଥାନା ପୋଲିସ୍ ଶନିବାର ସକାଳେ ସତ୍ତୋର ଗାଁରେ ଥିବା ତୃଣମୂଳ କଂଗ୍ରେସ ଅଫିସ୍ ଉପରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ପୋଲିସକୁ ୫ଟି ବ୍ୟାଗ ଭର୍ତ୍ତି ବୋମା ମିଳିଥିଲା। ଏହା ପରେ ବୋମାଗୁଡ଼ିକୁ ନିଷ୍କ୍ରିୟ କରିବା ପାଇଁ  ନିଷ୍କ୍ରିୟକାରୀ ସ୍କ୍ୱାଡକୁ ଡକାଇଥିଲା ପୋଲିସ୍।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ପରଠାରୁ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଟଣାଓଟରା ଚାଲିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦୁଇ ଦଳ ମଧ୍ୟରେ ହିଂସାକାଣ୍ଡ ମଧ୍ୟ ଘଟିଛି। ବିଶେଷ କରି ବୀରଭୂମର ପୁରାଈ ଅଞ୍ଚଳରେ ଅନେକ ସମୟରେ ବିଜେପି ଓ ତୃଣମୂଳକ କଂଗ୍ରେସ କର୍ମୀଙ୍କ ମଧ୍ୟରେ ହାତାହାତି ଓ ସଂଘର୍ଷ ଘଟିଛି। ଏଭଳି ପରିସ୍ଥିତିରେ ସେଠାରୁ ୫ଟି ବ୍ୟାଗ୍ ଭର୍ତ୍ତି ବୋମା ମିଳିବା ଘଟଣା ସ୍ଥାନୀୟ ପୋଲିସକୁ ଚିନ୍ତାରେ ପକାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story