ତୁର୍କୀରେ ଆତ୍ମଘାତୀ ବିସ୍ଫୋରଣ: ୩୦ ମୃତ, ୯୦ ଆହତ

ଅଙ୍କାରା: ଦକ୍ଷିଣ ତୁର୍କୀର ଗାଜିୟାନଟେପ୍‌ ସହରରେ ଗତକାଲି ରାତିରେ ଏକ ବାହାଘର ଉତ୍ସବରେ ଆତ୍ମଘାତୀ ବୋମା ବିସ୍ଫୋରଣରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆତ୍ମଘାତୀ ବିସ୍ଫୋରଣ କରାଯାଇଥିବାରୁ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ତୁର୍କୀ ସରକାର କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆତଙ୍କୀ ସଙ୍ଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ଆଇଏସ୍‌ଆଇଏସ୍‌ ଏହି ବିସ୍ଫୋରଣ କରିଥିବା ସରକାରୀ […]

turkey

turkey

Rakesh Mallick
  • Published: Sunday, 21 August 2016
  • Updated: 04 May 2017, 03:44 PM IST

Sports

Latest News

ଅଙ୍କାରା: ଦକ୍ଷିଣ ତୁର୍କୀର ଗାଜିୟାନଟେପ୍‌ ସହରରେ ଗତକାଲି ରାତିରେ ଏକ ବାହାଘର ଉତ୍ସବରେ ଆତ୍ମଘାତୀ ବୋମା ବିସ୍ଫୋରଣରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆତ୍ମଘାତୀ ବିସ୍ଫୋରଣ କରାଯାଇଥିବାରୁ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ତୁର୍କୀ ସରକାର କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆତଙ୍କୀ ସଙ୍ଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ଆଇଏସ୍‌ଆଇଏସ୍‌ ଏହି ବିସ୍ଫୋରଣ କରିଥିବା ସରକାରୀ ଭାବେ କୁହାଯାଇଛି।

ସୂଚନାଯୋଗ୍ୟ, ତୁର୍କୀର ଗାଜିୟାନଟେପ୍‌ ସୀମାରେ ଆଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ ସକ୍ରିୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story