ତୁର୍କୀରେ କାର ବୋମା ବିସ୍ଫୋରଣ, ୩ ମୃତ

ଇସ୍ତାନବୁଲ: ତୁର୍କୀର ପୂର୍ବ ୱାନ ସହରରେ ପିକେକେ ଆତଙ୍କବାଦୀ ସଂଗଠନର କାର ବୋମା ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ ଇପେକୟାଲୁ ଜିଲ୍ଲା ସ୍ଥିତ ପୋଲିସ ମୁଖ୍ୟାଳୟକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା।

turkey

Rakesh Mallick
  • Published: Thursday, 18 August 2016
  • , Updated: 04 May 2017, 03:44 PM IST

Related story