ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆ ଟାଇମଲାଇନରେ ଜମ୍ମୁ କଶ୍ମୀରକୁ ପିପୁଲସ ରିପବ୍ଲିକ ଅଫ୍ ଚାଇନା ବୋଲି କହିଛି। ଯାହାକୁ ନେଇ ଅଡୁଆରେ ଟ୍ୱିଟର ଇଣ୍ଡିଆ। ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନର ସଦସ୍ୟ କାଞ୍ଚନ ଗୁପ୍ତା ପ୍ରଶ୍ନ ଉଠାଇଛନ୍ତି।
କାଞ୍ଚନ ଏହାକୁ ନେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦକୁ ଟୁଇଟ୍ କରି ଟ୍ୟାଗ କରିଛନ୍ତି। ସେ ଲେଖିଛନ୍ତି, ଟ୍ୱିଟର ଜମ୍ମୁ କଶ୍ମୀରର ଭୌଗୋଳିକ ସ୍ଥିତି ବଦଳାଇଛି। ଜମ୍ମୁ କଶ୍ମୀରକୁ ପିପୁଲସ ଅଫ୍ ଚାଇନା ଲେଖୁଛି। ଏହା ଭାରତର ଆଇନକୁ ଉଲ୍ଲଂଘନ କରିନି କି ବୋଲି କାଞ୍ଚନ ପ୍ରଶ୍ନ କରିଛନ୍ତି। ଭାରତର ଆଇନ୍ ଉପରେ ଆମେରିକାର ଟୁଇଟର କି ବୋଲି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ପ୍ରଶ୍ନ କରିଛନ୍ତି। ସୋଶାଲ ମିଡିଆରେ ଏହାକୁ ନେଇ ଟ୍ୱିଟରକୁ ଲୋକେ ସମାଲୋଚନ କରିଛନ୍ତି। ଆଉ କିଛି ଭାରତ ସରକାର ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
୨୦୨୬ କୋଟି କ୍ଷତି ସହିଛି ଦିଲ୍ଲୀ: ବିଜେପି ଟାର୍ଗେଟରେ ଆପ୍
ଲିକ୍ ହୋଇଥିବା ସିଏଜି ରିପୋର୍ଟକୁ ଆଧାର କରି ବିଜେପି କହିଛି ଯେ ଦିଲ୍ଲୀର କ୍ଷମତାସୀନ ଆପ୍ ଅବକାରୀ ନୀତି ଲାଗୁ କରିଛି। ଏଥିଯୋଗୁ ରାଜ୍ୟବାସୀ ୨୦୨୬ କୋଟି ଟଙ୍କାର କ୍ଷତି ସହିଛନ୍ତି।
National
ସାଙ୍ଘାତିକ ଅଭିଯୋଗ: ୫ ବର୍ଷ ଯାଏ ୬୪ ଜଣ ମୋର ଯୌନ ଶୋଷଣ କରିଛନ୍ତି
ଏହି ମାମଲାରେ ପୁଲିସ ଏଯାଏ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି।
National
ରାଜ୍ୟପାଳ ଲାଟ୍ ସାହେବ ପଦ ନୁହେଁ: ରଘୁବର
ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଗତକାଲି ବିଧିବଦ୍ଧ ଭାବେ ରଘୁବର ଦାସ ପୁଣି ବିଜେପିରେ ସାମିଲ ହୋଇଛନ୍ତି।
National
ପ୍ରେମରୁ ଆରମ୍ଭ ହତ୍ୟାରେ ଶେଷ: ୬ ମାସ ହେବ ଫ୍ରିଜ୍ରେ ରଖିଥିଲା ଲିଭ୍ ଇନ୍ ପାର୍ଟନରଙ୍କ ଶବ
ସଞ୍ଜୟ ପାଟିଦାରଙ୍କ ସହିତ ପ୍ରେମିକା ପିଙ୍କି ପାଞ୍ଚ ବର୍ଷ ହେଲା ଲିଭ୍-ଇନ ସମ୍ପର୍କରେ ଥିଲେ। ସଞ୍ଜୟ ପୂର୍ବରୁ ବିବାହିତ ଥିଲା।
National
ସ୍ୱାମୀର ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ସ୍ତ୍ରୀ
ଶୁକ୍ରବାର ସନ୍ଧ୍ୟାରେ ଉଭୟ ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।