ଜମ୍ମୁ କଶ୍ମୀରକୁ ଚାଇନା ବୋଲି କହିଲା ଟ୍ୱିଟର ଇଣ୍ଡିଆ

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆ ଟାଇମଲାଇନରେ ଜମ୍ମୁ କଶ୍ମୀରକୁ ପିପୁଲସ ରିପବ୍ଲିକ ଅଫ୍ ଚାଇନା ବୋଲି କହିଛି। ଯାହାକୁ ନେଇ ଅଡୁଆରେ ଟ୍ୱିଟର ଇଣ୍ଡିଆ। ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନର ସଦସ୍ୟ କାଞ୍ଚନ ଗୁପ୍ତା ପ୍ରଶ୍ନ ଉଠାଇଛନ୍ତି। କାଞ୍ଚନ ଏହାକୁ ନେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦକୁ ଟୁଇଟ୍ କରି ଟ୍ୟାଗ କରିଛନ୍ତି। ସେ ଲେଖିଛନ୍ତି, ଟ୍ୱିଟର ଜମ୍ମୁ କଶ୍ମୀରର ଭୌଗୋଳିକ ସ୍ଥିତି ବଦଳାଇଛି। ଜମ୍ମୁ କଶ୍ମୀରକୁ ପିପୁଲସ ଅଫ୍ ଚାଇନା ଲେଖୁଛି। ଏହା ଭାରତର ଆଇନକୁ […]

Twitter under fire as it shows J&K as part of China

Twitter under fire as it shows J&K as part of China

Subhransu Sekhar
  • Published: Sunday, 18 October 2020
  • Updated: 18 October 2020, 05:51 PM IST

Sports

Latest News

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆ ଟାଇମଲାଇନରେ ଜମ୍ମୁ କଶ୍ମୀରକୁ ପିପୁଲସ ରିପବ୍ଲିକ ଅଫ୍ ଚାଇନା ବୋଲି କହିଛି। ଯାହାକୁ ନେଇ ଅଡୁଆରେ ଟ୍ୱିଟର ଇଣ୍ଡିଆ। ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନର ସଦସ୍ୟ କାଞ୍ଚନ ଗୁପ୍ତା ପ୍ରଶ୍ନ ଉଠାଇଛନ୍ତି।

କାଞ୍ଚନ ଏହାକୁ ନେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦକୁ ଟୁଇଟ୍ କରି ଟ୍ୟାଗ କରିଛନ୍ତି। ସେ ଲେଖିଛନ୍ତି, ଟ୍ୱିଟର ଜମ୍ମୁ କଶ୍ମୀରର ଭୌଗୋଳିକ ସ୍ଥିତି ବଦଳାଇଛି। ଜମ୍ମୁ କଶ୍ମୀରକୁ ପିପୁଲସ ଅଫ୍ ଚାଇନା ଲେଖୁଛି। ଏହା ଭାରତର ଆଇନକୁ ଉଲ୍ଲଂଘନ କରିନି କି ବୋଲି କାଞ୍ଚନ ପ୍ରଶ୍ନ କରିଛନ୍ତି। ଭାରତର ଆଇନ୍ ଉପରେ ଆମେରିକାର ଟୁଇଟର କି ବୋଲି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ପ୍ରଶ୍ନ କରିଛନ୍ତି। ସୋଶାଲ ମିଡିଆରେ ଏହାକୁ ନେଇ ଟ୍ୱିଟରକୁ ଲୋକେ ସମାଲୋଚନ କରିଛନ୍ତି। ଆଉ କିଛି ଭାରତ ସରକାର ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos