ଭାରତର ଭୁଲ୍‌ ମାନଚିତ୍ରକୁ ହଟାଇଲା ଟ୍ୱିଟର, ଏମ୍‌ଡିଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ:  ନିଜ ୱେବସାଇଟ୍‌ର ‘ଟ୍ୱିପ ଲାଇଭ୍‌’ ସେକ୍ସନରେ ଭାରତର ମାନଚିତ୍ରକୁ ଭୁଲ ଭାବେ ଦର୍ଶାଇ ପୁଣି ଥରେ ବିବାଦ ଘେରକୁ ଠେଲି ହୋଇ ପଶିଥିବା ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଶେଷରେ ଏହାକୁ ହଟାଇ ଦେଇଛି । ଏହି ମାନଚିତ୍ରରେ କେନ୍ଦ୍ରଶାସିନ ଅଞ୍ଚଳ ଜମ୍ମୁ, କଶ୍ମୀର ଓ ଲଦାଖକୁ ଭାରତଠାରୁ ଅଲଗା ବୋଲି ଦର୍ଶାଇଥିଲା ଟ୍ୱିଟର।  ଏହାକୁ ନେଇ ଟ୍ୱିଟର ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଉତ୍ତରପ୍ରଦେଶ ବୁଲନ୍ଦ ସହରରେ ମାମଲା ରୁଜୁ ହୋଇଛି।  ବଜରଙ୍ଗ […]

Twitter

Twitter

Niharika Rout
  • Published: Tuesday, 29 June 2021
  • Updated: 29 June 2021, 09:14 AM IST

Sports

Latest News

ନୂଆଦିଲ୍ଲୀ:  ନିଜ ୱେବସାଇଟ୍‌ର ‘ଟ୍ୱିପ ଲାଇଭ୍‌’ ସେକ୍ସନରେ ଭାରତର ମାନଚିତ୍ରକୁ ଭୁଲ ଭାବେ ଦର୍ଶାଇ ପୁଣି ଥରେ ବିବାଦ ଘେରକୁ ଠେଲି ହୋଇ ପଶିଥିବା ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଶେଷରେ ଏହାକୁ ହଟାଇ ଦେଇଛି । ଏହି ମାନଚିତ୍ରରେ କେନ୍ଦ୍ରଶାସିନ ଅଞ୍ଚଳ ଜମ୍ମୁ, କଶ୍ମୀର ଓ ଲଦାଖକୁ ଭାରତଠାରୁ ଅଲଗା ବୋଲି ଦର୍ଶାଇଥିଲା ଟ୍ୱିଟର।  ଏହାକୁ ନେଇ ଟ୍ୱିଟର ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଉତ୍ତରପ୍ରଦେଶ ବୁଲନ୍ଦ ସହରରେ ମାମଲା ରୁଜୁ ହୋଇଛି।  ବଜରଙ୍ଗ ଦଳର ଜଣେ କର୍ମୀଙ୍କ ଅଭିଯୋଗକ୍ରମେ ଏହି ମାମଲା ରୁଜୁ ହୋଇଛି।

ଜଣେ ୟୁଜର ଏପରି ସାଂଘାତିକ ଭୁଲ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ପରେ ଚାରି ଆଡ଼ୁ ସମାଲୋଚନାର ଶିକାର ହୋଇ  ଶେଷରେ  ଭାରତର ଭୁଲ ମ୍ୟାପକୁ  ହଟାଇ ଦେଇଛି ଟ୍ୱିଟର । ଏହି ଭୁଲ ପାଇଁ ଟ୍ୱିଟର ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । କାରଣ କୌଣସି ସାର୍ବଭୌମ ଦେଶର ମାନଚିତ୍ରକୁ ଭୁଲ ଦର୍ଶାଇବା ଏକ ଗୁରୁତର ଅପରାଧ । ଏଥିପାଇଁ ଜୋରିମାନା ସହିତ  ଟ୍ୱିଟର ଅଧିକାରୀଙ୍କୁ ୭ ବର୍ଷ ଜେଲ୍ ମଧ୍ୟ ହୋଇପାରେ । ଏପରିକି ଏହି ୱେବସାଇଟକୁ ଭାରତରେ ବନ୍ଦ ମଧ୍ୟ କରାଯାଇପାରେ।

ସୋଶାଲ ମିଡ଼ିଆ ପାଇଁ ଲାଗୁ ନୂଆ ନିୟମକୁ ନେଇ ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଆହୁରି ଘନେଇବା ଆଶଙ୍କା କରାଯାଉଛି। ନୂଆ ନିୟମକୁ ଠିକ୍‌ ଭାବେ ଅନୁପାଳନ କରୁ ନ ଥିବା ଅଭିଯୋଗରେ ଭାରତ ସରକାର ଏହି ସାଇଟ୍‌କୁ ପୂର୍ବରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ସାରିଛନ୍ତି।

ଏଇଟା ପ୍ରଥମ ଘଟଣା ନୁହେଁ,  ଗତବର୍ଷ ଲଦାଖରେ ଆସୁଥିବା ଲେହ ଚୀନର ଅଂଶ ବୋଲି ଦର୍ଶାଇଥିଲା ଏହି ମାଇକ୍ରୋ ବ୍ଲଗିଂ ସାଇଟ୍ ।  ଏହାକୁ ନେଇ ଭାରତ ସରକାର ଟ୍ୱିଟର ସିଇଓଙ୍କୁ କଡ଼ା ଚେତାବନୀ ଦେଇଥିଲେ।  ନୂଆ ଆଇଟି ନିୟମକୁ ନେଇ ଆଗରୁ ଭାରତ ସରକାରଙ୍କ ସହିତ  ଟ୍ୱିଟରର ବିବାଦ ଚାଲିଛି  । ଜାଣିଶୁଣି ନିୟମ ପାଳନ କରୁ ନ ଥିବା ଅଭିଯୋଗରେ ଟ୍ୱିଟର ବିରୋଧରେ ଶକ୍ତ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି କେନ୍ଦ୍ର ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story