ଛତିଶଗଡ଼ରେ ୨ ନକ୍ସଲ ନିହତ, ସର୍ଚ୍ଚ ଅପରେଶନ୍ ଜାରି

ବିଜାପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ୨ ନକ୍ସଲଙ୍କ ମୃତ୍ୟୁ ହୋଇଛି। ବିଜାପୁର ଜିଲ୍ଲାର ପମେଡ ଜଙ୍ଗଲରେ ଗ୍ରେହାଉଣ୍ଡସ ଫୋର୍ସ ଏବଂ ଛତିଶଗଡ ପୁଲିସର ମିଳିତ ଅପରେଶନ୍ ବେଳେ ଦୁଇ ନକ୍ସଲଙ୍କ ମୃତ୍ୟୁ ହୋଇଛି। Bijapur: Two naxals have been killed in a joint operation by Greyhounds force and Chhattisgarh police in the forest of Pamed village. More details awaited. pic.twitter.com/LWbKr11fL6 — ANI (@ANI) 21 April […]

naxals-1

Subhransu Sekhar
  • Published: Sunday, 21 April 2019
  • , Updated: 21 April 2019, 11:59 AM IST

ବିଜାପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ୨ ନକ୍ସଲଙ୍କ ମୃତ୍ୟୁ ହୋଇଛି। ବିଜାପୁର ଜିଲ୍ଲାର ପମେଡ ଜଙ୍ଗଲରେ ଗ୍ରେହାଉଣ୍ଡସ ଫୋର୍ସ ଏବଂ ଛତିଶଗଡ ପୁଲିସର ମିଳିତ ଅପରେଶନ୍ ବେଳେ ଦୁଇ ନକ୍ସଲଙ୍କ ମୃତ୍ୟୁ ହୋଇଛି।

ଏବେ ବି ଜଙ୍ଗଲରେ ସର୍ଚ୍ଚ ଅପରେଶନ୍ ଚାଲିଥିବା ସୂଚନା ରହିଛି।

Related story